-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||     

HOME   ଜିଲ୍ଲା

ଶ୍ରୀରାମଙ୍କ ରାଜ୍ୟାଭିଷେକ ସହ କଣ୍ଟାମାଳ ରାମଲୀଳା ଉଦଯାପିତ

22-Apr-2025



କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ଶ୍ରୀ ରାମକୃଷ୍ଣ ନାଟ୍ୟ ସଂସଦ ପକ୍ଷରୁ କଣ୍ଟାମାଳ ଗ୍ରାମରେ ଚାଲିଥିବା ରାମଲୀଳା ନାଟକ ଶ୍ରୀରାମଙ୍କ ପୁଷ୍ୟାଭିଷେକ ସହ ଉଦଯାପିତ ହୋଇଛି   l  ଚଳିତ ବର୍ଷ ରାମଲୀଲା ୨୮ବର୍ଷରେ ପଦାର୍ପଣ କରିଛି  ରାମଲୀଳା ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇ ୧୪ଦିନ ବ୍ୟାପି ଚାଲିଥିଲା l ଏଥିରେ ଶ୍ରୀରାମଙ୍କ ଜନ୍ମ ଠାରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି l ପ୍ରଭୁ ଶ୍ରୀ ରାମଚନ୍ଦ୍ର ବିଭୀଷଣ ଙ୍କ ନିର୍ଦ୍ଧେଶ କ୍ରମେ ହନୁମାନ ଏବଂ ବାନର ସେନାଙ୍କୁ ଧରି ଲଙ୍କାପୁରରେ ସମସ୍ତ ଦତ୍ୟଙ୍କୁ ବିନାଶ କରି ଶେଷ ରଜନୀ ରେ ପ୍ରଥମେ ମହି ରାବଣ ଙ୍କୁ ବିନାଶ କରି ପରେ ରାବଣଙ୍କୁ ବିନାଶ କରିଥିଲେ, ଏବଂ ରାବଣ ଙ୍କ ଠାରୁ ରାଜନୀତି ଶିକ୍ଷା ପାଇଁ ଭ୍ରାତା ଲକ୍ଷ୍ମଣଙ୍କୁ କହିଥିଲେ । ତାପରେ ଲଙ୍କା ରେ ବିଭିଶନକୁ ରାଜ୍ୟ ଅଭିଷେକ କରିଥିଲେ । ପରେ ସୀତା ମାତାଙ୍କୁ ସତୀତ୍ୱ ପ୍ରମାଣ ପାଇଁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା । ଏହାପରେ ଅଯୋଧ୍ୟା କୁ ଫେରି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ରାଜ୍ୟ ଅଭିଷେକ ହୋଇଥିଲା । ରାମଲୀଳାରେ  ଶିବ - ବିଜୁ ସାହୁ , ପାର୍ବତୀ - କ୍ଷୀରୋଦ୍ର ଖଟୁଆ , ଶ୍ରୀରାମ - ବନମାଳୀ ସେଠୀ , ଲକ୍ଷ୍ମଣ - ସନ୍ତୋଷ ରଥ , ସୀତା - ହେମନ୍ତ କୁମାର ସାହୁ , ରାବଣ - ଭୁବନ ବାଘ , ବିଭୀଷଣ - ଶିବ ବଗର୍ତ୍ତି , ମହି ରାବଣ - ଖଗେଶ୍ବର ସାହୁ, ମକରଧ୍ବଜ - ନେତ୍ରାନନ୍ଦ ବାଘ, ହନୁମାନ - ତ୍ରିଲୋଚନ ,ସୁଗ୍ରୀବ - ତରୁଣ , ଅଙ୍ଗଦ - ମାୟାଧର , ନଳ - ସଂଗ୍ରାମ ବଗର୍ତ୍ତି , କାଳୀ - ମୋହନ ସାହୁ ଏବଂ ଅନ୍ୟ କଳାକାର ମାନେ ଅଭିନୟ କରିଥିଲେ । ହେମନ୍ତ ସାହୁ ଏବଂ କ୍ଷିରୋଦ୍ର ଖଟୁଆ ମଞ୍ଚ ପରିଚାଳନା କରିଥିଲେ ।  ଆଜିର ଅନ୍ତିମ ରଜନୀ ରେ ବହୁତ୍ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମି ଥିଲା । ଆଜିକୁ ଏହି ଶ୍ରୀ ରାମକୃଷ୍ଣ ନାଟ୍ୟ ସଂସଦ କମିଟି କୁ ୨୮ ବର୍ଷ ଅର୍ଥାତ୍ ୨ୟ ସଂକଳ୍ପ ୧୪ ବର୍ଷ ପୂର୍ତ୍ତି ହୋଇଥିବା ଅବସରରେ ପୂର୍ଣ୍ଣାହୁତି ଦିନ ଶ୍ରୀରାମ ଙ୍କ ନଗର ପରିକ୍ରମା ରେ ଗ୍ରାମବାସୀ ବନ୍ଦାଣ କରିଥିଲେ ଏବଂ ଶ୍ରୀ ରାମକୃଷ୍ଣ ନାଟ୍ୟ ସଂସଦ ର ସମସ୍ତ ସଦସ୍ୟ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଭୂମି ଅଯୋଧ୍ୟା କୁ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାତ୍ରା କରିବେ ବୋଲି ସଭାପତି ଖଗେଶ୍ବର ସାହୁ ସୂଚନା ଦେଇଛନ୍ତି । କମିଟି ସମ୍ପାଦକ ହେମନ୍ତ କୁମାର ସାହୁ, ସହ ସଂପାଦକ କୈଳାସ ଛତ୍ରିଆ , କୋଷାଧ୍ୟକ୍ଷ ବସନ୍ତ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ସଦସ୍ୟ ପ୍ରସାନ୍ତ , ଟୀଙ୍କୁ, ମେନା, ନବୀନ , ପ୍ରେମା, ବସନ୍ତ , ମିଥୁନ , ମହେଶ, ପ୍ରତାପ , ସଂଗ୍ରାମ ,ଉଗ୍ରସେନ ,ପୁରନ୍ଦର , ରାଘବ , ପଦାର୍ଥ , କୃଷ୍ଣ , ମିକୁନ ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।  ଉତ୍ତର ସାହୁ ଏବଂ ପତ୍ନୀ ଯଶୋବନ୍ତି ସାହୁ କର୍ତ୍ତା ଏବଂ  ଶ୍ରୀରାମ ମନ୍ଦିର ପୂଜକ ସନ୍ତୋଷ ରଥ ପୂଜା ଦାୟିତ୍ୱ ତୁଲେଇ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026
  ଜିଲ୍ଲା  
*ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   04-Sep-2026

You Might Also Like