-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
21-Apr-2025
ବଲାଙ୍ଗୀର(ପ୍ରେରଣା ଖବର): ଶେଷ ହେଲା ଗାନ୍ଧୀନଗର କ୍ରିକେଟ ପ୍ରିମିୟର ଲିଗ ୬। ଏହି କ୍ରିକେଟ ପ୍ରତିଯୋଗିତାରେ ସମୁଦାୟ ୬ଟି ଦଳ ଅଂଶଗ୍ରହଣ କରି ଛନ୍ତିl ଦଳ ଗୁଡିକ ହେଲା ଏସ୍ କେ ଇଣ୍ଡିଆନ, ସାଇ ସତ୍ୟମ ପଲଟନ, ବିଏମ ଟାଇଗର, ଏ ବି ଫାଇଟର, କେ ପି ହିନ୍ଦୁ, ଏ ବି ସାଂବି ଦଳ ଗୁଡିକ ଅନ୍ସ ଗ୍ରହଣ କରିଛନ୍ତି। ଆଜି ଫାଇନାଲ ଉତ୍ସବ ରେ ବଲାଙ୍ଗୀର ପୌର ଅଧକ୍ଷା ଲିକା ସାହୁ, ପାଣ୍ଡବ କୁମ୍ଭାର, ସୁଦିପ ଦତ୍ତ, ସରତ ସୁନା, ଶମ୍ଭୁ ନାଗ ଯୋଗ ଦେଇ ଥିଲେ। ଆଜି ର ଫାଇନାଲ ମ୍ୟାଚ ବିମ ଟାଇଗର vs sk Indian match ହୋୟୀ ଥିଲା ୪୦ ରନ ରେ ବି ଏମ୍ ଟାଇଗର ଦଳ ଜିତିଥିଲା l ଆଜି ମ୍ଯାଚ ରେ ପରିଚାଳନା କରିଥିଲେ ପ୍ରକାଶ ବଗର୍ତି ଓ ଅନ୍ତର୍ଯ୍ୟାମୀ ପଟେଲ। ସହଯୋଗ କରିଥିଲେ ପ୍ରଶାନ୍ତ ସେଟ, ଥବିର ସେଲମl,ମଣ୍ଟୁ ମିଶ୍ର, ସୂର୍ଯ୍ୟ ମେହେର, ସୁଶାନ୍ତ ପ୍ରଧାନ, ବୁଲୁ ବଘାର ମଞ୍ଚ ପରିଚାଳନା ରାଧାକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ କୁଲଦୀପ ବେହେର