-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ବିଧାୟକ ଡ. ମୁକେଶ ମହାଲିଙ୍ଗ ଲୋଇସିଂହାର ଯୋଗୀସୁରଡା, ବୁର୍ଡl, ଲୋଇସିଂହା, କାନ୍ଦାଜୁରୀ, କୁସଂଗ ଧାନମଣ୍ଡି ଭ୍ରମଣ କରି ମଣ୍ଡି ଗୁଡିକର ହାଲଚାଲ ବୁଝିଛନ୍ତି lକେଉଁ ମଣ୍ଡିରେ ଟାର୍ଗେଟ ହିସାବରେ କେତେ ଧାନ ଉଠିଲା, ବାକି କେତେ ରହିଲା ଓ ମଣ୍ଡି ଗୁଡିକରେ ପଡିରହିଥିବା ଧାନ କେମିତି ଶୀଘ୍ର ଉଠିବ ସେଥିଲାଗି ତୁରନ୍ତ ଟାର୍ଗେଟର ବ୍ୟବସ୍ଥା କରାଯିବ କହିଲେ ବିଧାୟକ l ପରେପରେ କୁଟେନପାଲି ପଂଚାୟତ ଭ୍ରମଣ କରି କୁଟେନପାଲି ସ୍କୁଲର ହାଲଚାଲ ପରଖି ଛାତ୍ରଛାତ୍ରୀଙ୍କ କେମିତି ସର୍ବାଙ୍ଗୀନ ଉନ୍ନତି ହେବ ସେ ଦିଗରେ ବିଧାୟକ ସବିଶେଷ ଆଲୋଚନା କରିଥିଲେ l