-+91-9937148622 |

prerana_bgr@rediffmail.com |

  Thursday 23rd July 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   (23-Jul-2026)       ||      କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   (23-Jul-2026)       ||      ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା    (23-Jul-2026)       ||      ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    (23-Jul-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   (23-Jul-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   (23-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   (23-Jul-2026)       ||      ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   (23-Jul-2026)       ||      ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||      ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||      ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   (22-Jul-2026)       ||      ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   (22-Jul-2026)       ||      ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   (22-Jul-2026)       ||      ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ   (22-Jul-2026)       ||     

HOME   ଜିଲ୍ଲା

ହିଣ୍ଡାଲକୋ କମ୍ପାନୀ ଏମ୍ ଓ ୟୁ ଚୁକ୍ତିନାମାକୁ ମାନୁନଥିବା ଅଭିଯୋଗ ରେ କଂସାରୀଗୁଡା ବିସ୍ଥାପିତ ଲୋକଙ୍କ ବିକ୍ଷୋଭ

03-Apr-2025



ରାୟଗଡ (ସୁପ୍ରିୟା ଷଡଙ୍ଗୀ): ଅଞ୍ଚଳର ବିକାଶ ର ସ୍ବପ୍ନ ଦେଖାଇ ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲକୋ କାମ୍ପାନୀ ଆଜକୁ ୨୮ ବର୍ଷ ହେଲା ବିସ୍ଥାପିତ, ଜମିହରା ଓ ଅଞ୍ଚବାସୀଙ୍କୁ ଉଚିତ କ୍ଷତି ପୂରଣ ଅନୁକମ୍ପା ରାଶି ନ ଦେଇ ଭୁଆଁ ବୁଲେଇ କାରଖାନା ପ୍ରତିଷ୍ଠାନର କାର୍ଯ୍ୟରମ୍ଭ କରୁଥିବା ଅଭିଯୋଗ ରେ ପୂଣି ଅଞ୍ଚଳରେ ହିଣ୍ଡାଲକୋ ଅଧିନସ୍ଥ କାର୍ଯ୍ୟରତ କିଛି ଘରଇ କାମ୍ପାନୀ କୁ ତ୍ରିବ୍ରୋ ବିରୋଧ କରି ଲୋକେ ଆନ୍ଦୋଳନ ରେ ମୁଣ୍ଡ ଟେକି ଥିବା ଦେଖିବାକୁ ମିଳିଛି। 

କିଛି ଦିନ ପୂର୍ବେ ଗତ ତା ୨୪/୩ /୨୦୨୫ ରେ ଜମିହରା, ବାସଚ୍ୟୁତ, ବିସ୍ଥାପିତ ଙ୍କ ଏକ ଗଣଧାରଣା ମାଧ୍ୟମରେ ହିଣ୍ଡାଲକୋ କମ୍ପାନୀ ବିରୋଧରେ ବିକ୍ଷୋଭ କରାଯାଇ କାମ୍ପାନୀ କର୍ତ୍ତୃପକ୍ଷ ତଥା CEO ଶ୍ରୀ ମଝା୍ହର ବେକ ଙ୍କ ସହ ଆଲଚନା କରାଯାଇଥିଲା। 

ଗଣମାଧ୍ୟମ ପ୍ରତିନିଧି ମାନେ ରେପେମେଣ୍ଟ କୁ ନେଇଁ ପ୍ରଶ୍ନ କରିଥିଲେ କିନ୍ତୁ CEO ଚତୁରତା ଦେଖାଇ ଉକ୍ତ ପ୍ରଶ୍ନ ର ଉତ୍ତର ନ ରଖି ଅନ୍ୟ ବିଷୟ କୁ ଧ୍ୟାନ କେନ୍ଦ୍ରିତ କରିଥିବା ପରିଲକ୍ଷିତ ହୋଇଥିଲା ।
ସମସ୍ତ କାର୍ଯ୍ୟକଳାପ ଯାହା ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ ନିଆଯିବ ତାହା ସରକାରଙ୍କ ନିର୍ଦେଶ ଓ ଆଇନ ଏବଂ ନିର୍ଦ୍ଧିଷ୍ଟ ନିୟମ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ଙ୍କ ଉତ୍ତରରେ CEO ଶ୍ରୀ ମଝା୍ହର ପ୍ରକାଶ କରିଥିଲେ।
 ଲୋକେ କିନ୍ତୁ କାମ୍ପାନୀ ଅଧିକାରୀଙ୍କ  ବୟାନ ସମନ୍ଧେ ରେ  ଟିପ୍ପଣୀ ଦେଇ ସେ ଆଲୋଟା କାର୍ଯ୍ୟ କରୁଛନ୍ତି ଏବଂ ସରକାରୀ ଚୁକ୍ତିନାମା ର ଖିଲାପରେ ଆଇନ ଶୃଙ୍ଖଳା କୁ ଭଙ୍ଗ କରି  ବେଖାତିର ରେ ଏକ ବିଶୃଙ୍ଖଳା ସୃଷ୍ଟି କଲା ଭଳି ମନୋମୁତାବକ କାର୍ଯ୍ୟ କରିଚାଲିଛନ୍ତି ବୋଲି ଲୋକେ ପ୍ରକଶ କରିଛନ୍ତି।

ନିରୀହ ଅଞ୍ଚଳବାସୀ ବର୍ତମାନ ତାଙ୍କର ହକଅଧିକାର ଓ ମୌଳିକ ସୁବିଧାରେ ତୁରନ୍ତ ସମାଧାନ ପାଇଁ ପ୍ରଶାସନ ର ହସ୍ତକ୍ଷେପ ଲଢ଼ି ବା ସହ    ପ୍ରଶାସନ, କାମ୍ପାନୀ ଓ ଜମିହରା ବସାଚ୍ୟୁତ ବିସ୍ଥାପିତ ଙ୍କ ମଧ୍ୟରେ ଏକ ତ୍ରିପାକ୍ଷୀ ଆଲୋଚନା କରାଯାଉ ବୋଲି ଗଣମାଧ୍ୟମ ରେ ପ୍ରକଶ କରିଛନ୍ତି।


News Comment




Photo in News

Advertisment
Lastest News
ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   23-Jul-2026
  ଜିଲ୍ଲା  
କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   23-Jul-2026
  ଜିଲ୍ଲା  
ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା   23-Jul-2026
  ଜିଲ୍ଲା  
ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    23-Jul-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   23-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   23-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   23-Jul-2026
  ଜିଲ୍ଲା  
ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   23-Jul-2026
  ଜିଲ୍ଲା  
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା   22-Jul-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ   22-Jul-2026
  ଖେଳ  
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   22-Jul-2026
  ଦେଶ ବିଦେଶ  
ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   22-Jul-2026

You Might Also Like