-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ହରଭଙ୍ଗା (ଦେବବ୍ରତ ଦାସ): ପଞ୍ଚମ ରିଝବ ବାଟାଲିଅନ ପୋଲିସ ପଡ଼ିଆ ଠାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଆରକ୍ଷୀ ଅଧିକ୍ଷୟ ରୋହୁଲ ଗୋୟଲ ପ୍ୟାରେଡ ରେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବା ସହ ରାଜ୍ୟପାଳ ଓ ମୁଖମନ୍ତ୍ରୀ ଙ୍କ ଶୁଭେଚ୍ଛା ବାର୍ତା ପାଠ କରିଥିଲେ। ପରେ ସେବା କ୍ଷେତ୍ରରେ ଶ୍ରେଷ୍ଠ ପୋଲିସ କର୍ମଚାରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଜିଲ୍ଲା ସମସ୍ତ ପୋଲିସ କର୍ମଚାରୀ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଯେପରି ବୌଦ୍ଧ ପୋଲିସ ସବୁ ସମୟରେ ଲୋକ ଙ୍କ ପ୍ରକୃତ ବନ୍ଧୁ ହୋଇ ଲୋକ ଙ୍କୁ ସେବା ଯୋଗାଇବ ସେ ଦିଗ ରେ ବୌଦ୍ଧ ପୋଲିସ ସମସ୍ତ କର୍ମଚାରୀ ଙ୍କୁ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଅଭିବାଦନ ରେ ପରାମର୍ଶ ଦେଇ ଥିଲେ ।