-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
31-Mar-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଆଜି ହେଉଛି ଆନ୍ତର୍ଜାତୀକ ଟ୍ରାନ୍ସଜେଣ୍ଡେର ଦିବସ। ଏହି ଅବସରରେ ମା ଭଣ୍ଡାର ଘରଣୀ ମନ୍ଦିର ରେ ପୂଜାର୍ଚନା କରିବା ପରେ ନବରଙ୍ଗପୁର ଜିଲ୍ଲାର କିନର ମାନେ ଏକ ରେଲି ରେ ନୂଆ ବାସଷ୍ଟାଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଆଜି ସେମାନଙ୍କ ମନବଳ ବଢାଇବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମଧ୍ୟ୍ୟ ତାଙ୍କ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। କିନର ସମାଜ ର ସଭାପତି କାଜଲ କିନର ଏବଂ ସମ୍ପାଦକ ଚୁମୁକି କିନର ସହ ଜିଲ୍ଲାର ପ୍ରାୟ 30ରୁ ଉର୍ଦ୍ଧ କିନର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ମଧ୍ୟ୍ୟ ଉପସ୍ଥିତି ଥିଲେ।