-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
31-Mar-2025
ବରୀ (ରଞ୍ଜିତ ମହାନ୍ତି): ପୂର୍ତ୍ତ ବିଭାଗ ପକ୍ଷରୁ ବରୀ ମାଉଣ୍ଡ ଠାରୁ ବିଦ୍ରୁପା ଭାୟା ଚନ୍ଦ୍ରଶେଖରପୁରର ସଂପ୍ରସାରଣ କାର୍ଯ୍ୟ ଚାଲିଛି । କିନ୍ତୁ ଏହି ସଂପ୍ରସାରଣ କାର୍ଯ୍ୟ ଅତି ନିମ୍ନ ମାନର ହେଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି ବିଭାଗୀୟ ଅଧିକାରୀ। ବର୍ଷେ ନ ପୂରୁଣୁ କାମ ଖରାପ ହୋଇ ଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।