-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||     

HOME   ଜିଲ୍ଲା

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ବାର୍ଷିକୋତ୍ସବ "ଜମ୍ବୋରୀ-୨" ଅନୁଷ୍ଠିତ

25-Jan-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ଠାରେ ବାର୍ଷିକୋତ୍ସବ ଜମ୍ବୋରୀ-୨ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ଅଦୁ ବିଡ଼ିଓ ପାଇକମାଳ, ଜିତେନ୍ଦ୍ କୁମାର ପ୍ରଧାନ ଅଧ୍ୟକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରବନ୍ଧ,କର୍ମୁ ବିଶ୍ୱାଳ ଭିଏମଡିସି ମେମ୍ବର, ପବିତ୍ରା ପାଣିଗ୍ରାହୀ , ସୁରେନ୍ଦ୍ର ପ୍ରତାପ ସିଂ ବରିହା ଜିଲ୍ଲା ପରିଷଦ ସଦସ୍ଯ ଯୋଗଦାନ କରିଥିବା ବେଳେ, ମୁଖ୍ୟ ବକ୍ତା ଭାବେ ପ୍ରଜ୍ଞା ପ୍ରତୀମା ନାଏକ, ଆସିଷ୍ଟାଣ୍ଟ ପ୍ରଫେସର ଜୀବ ବିଜ୍ଞାନ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ ଯୋଗଦାନ କରି ଆଦର୍ଶ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ନିରବତା ରକ୍ଷା, ସହନଶୀଳତା, କଠିନ ପରିଶ୍ରମ ବଳରେ ନିଜର ଭବିଷ୍ୟତ ସାଙ୍ଗକୁ ଦେଶକୁ ଗଢ଼ି ତୋଳିବା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୁରୋହିତ ବିଦ୍ୟାଳୟରେ ପାରଦର୍ଶିତା ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏହି ଅବସରରେ ସଭାର ସଂଯୋଜନା  ଶିକ୍ଷକ ଶ୍ରୀଯୁକ୍ତ ତରୁଣ କୁମାର ଦାଶ କରିଥିଲାବେଳେ, ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ଅମିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏକ୍ରମରେ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କଳା ଓ ସ୍ଥାପତ୍ୟକୁ ନେଇ ଏକ ପ୍ରତିଯୋଗିତା ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଥିଲା। 
ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଅବିନାଶ ମହାନନ୍ଦ,ସାଇଶଙ୍କର ବେହେରା, ଶ୍ରୀମତୀ ସ୍ମୃତି ପ୍ରିୟଦର୍ଶିନୀ ସାହୁ,ସୁଶ୍ରୀ କାକନମାଳା ସାହୁ,ସୁଶ୍ରୀ ମୀରାମ୍ବିକା ପଟେଲ, କଣ୍ଠେଶ୍ୱର ପଧାନ, ସୁଦାମ ସାହୁ,ଦୀପକ ପ୍ରଧାନ, ଶ୍ରୀମତୀ ପ୍ରିୟାବତୀ ପ୍ରଧାନ, ଅଭିନନ୍ଦନ ମିଶ୍ର, ସୁଶ୍ରୀ ରାକ୍ଷୀ ନାଏକ,ନୀଳମାଧବ ପଧାନ,ପି.ଉମେଶ,ସୁଶ୍ରୀ ଲିପ୍ସା ପ୍ରଧାନ, ଦୁଷ୍ମନ୍ତ ମେହେର ପ୍ରମୁଖଙ୍କ ଅକ୍ଲାନ୍ତ ସହଯୋଗରେ ଜମ୍ବୋରୀ -୨ ବାର୍ଷିକ ଉତ୍ସବ ସୁରୁଖୁରୁରେ ସମାପନ ହୋଇଥିଲା। ଏପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ବିଦ୍ୟାଳୟ ପ୍ରାରମ୍ଭରୁ କାର୍ଯ୍ୟରତ ଥିବା ଶିକ୍ଷକ ତରୁଣ କୁମାର ଦାଶ ଓ ଶିକ୍ଷୟିତ୍ରୀ ସୁଶ୍ରୀ ରୀନା ଭୋଇଙ୍କୁ ସ୍କୁଲ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ   07-Mar-2026
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   07-Mar-2026
  ଜିଲ୍ଲା  
ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   07-Mar-2026

You Might Also Like