-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||     

HOME   ଜିଲ୍ଲା

*ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ରେ ମେଗା ରକ୍ତ ଦାନ ଶିବିର*-- *ସୁବାସ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ରେ ୪୫ ୟୁନିଟ ରକ୍ତ ସଂଗ୍ରହ*-

23-Jan-2025



ସୋନପୁର- (ମନୋରଞ୍ଜନ ତ୍ରିପାଠୀ )
 ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ  ଅବସରରେ ଓ ଯୁବ ସାମ୍ୱାଦିକ ତଥା ଯୁବ ସମାଜସେଵୀ ସୁବାଷ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ଅବସର ରେ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଶ୍ରୀ ହନୁମାନ ମନ୍ଦିର କଲ୍ୟାଣ ମଣ୍ଡପ ମଝିପଡ଼ା ଠାରେ ଅନୁଷ୍ଠିତ ଏହି ଶିବିର କୁ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞଳୀନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଏମଓ ଡ଼ା .ଦୁର୍ଗା ଦତ୍ତ ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ବୟୋଜ୍ୟେଷ୍ଠ  ମହିଳା ତଥା ସୁଭାଷ ଚରଣ ପଣ୍ଡା ଙ୍କ ମାତା ମୋହିନୀ ପଣ୍ଡା, ପ୍ରାକ୍ତନ ଉପ ନଗର ପାଳ କଇରୁ ସ୍ବାଇଁ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଥିଲେ l ଏବଂ ଏଭଳି ଏକ ମହାନ୍ ଦିବସ ରେ ମହତ୍ ଚିନ୍ତନ ଓ ଶ୍ରୀ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ଉପଲକ୍ଷେ ରକ୍ତ ଦାନ ଶିବିର ଅୟୋଜନ ସହ ୪୫ ୟୁନିଟ ରକ୍ତ ସଂଗ୍ରହ କରିବା ଦୃଢ଼ ସଂକଳ୍ପ କୁ ଖୁବ୍ ପ୍ରଶଂସା କରିଥିଲେ l ଯାହାକି ଧାର୍ଯ୍ୟ ସମୟ ଦିବା ୨ ଘଣ୍ଟା ଭିତରେ ଠିକ୍ ୪୫ ୟୁନିଟ ରକ୍ତ ସଂଗ୍ରହ ର ଟାର୍ଗେଟ ପୂରଣ ହୋଇଥିଲା l ଡ଼ା .ଚିତ୍ତ ରଞ୍ଜନ ତ୍ରୀପାଠୀ ଙ୍କ ତତ୍ୱା ବଧାନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ର  ଜଗତ ନାରାୟଣ ଦରୱାନ, ସୁଦାମ ବିଶ୍ଵାଳ, ଯୁଧିଷ୍ଟିର ନାଏକ, ସୁଶାନ୍ତ ନାଏକ ରକ୍ତ ସଂଗ୍ରହ କାର୍ଯ୍ଯ ପରିଚାଳନା କରିଥିଲେ l ଆଜି ର ସଭା କୁ ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିବା ବେଳେ  ରକ୍ତ ଦାତା ସଂଘ ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ସାମ୍ୱାଦିକ ସୁବାଷ ପଣ୍ଡା, ରାଜ କିଶୋର ତ୍ରୀପାଠୀ, ବିଶ୍ବ ରାଣୀ ପଣ୍ଡା, ସଞ୍ଜୟ ବଡ଼ ପଣ୍ଡା , ରିତିକା ଓ ରୁଦ୍ର ନାରାୟଣ ପଣ୍ଡା ଅତିଥି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ l ଜିଲ୍ଲା ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା  ନୂତନ ଯୁବ ପୀଢ଼ି ଙ୍କୁ ରକ୍ତ ଦାନ ପାଇଁ ପ୍ରେରଣା ପ୍ରଦାନ କରି  ସଭା ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ l ରକ୍ତ ଦାନ, ସ୍ଵଚ୍ଛତା, ପରିବେଶ, ଓ ଯୋଗ କ୍ଷେତ୍ରରେ ଜିଲ୍ଲା ର ଗୌରବ ବଢାଇଥିବା ମନୋଜ୍ ପଣ୍ଡା ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା l ପ୍ରଥମେ ୧  ନମ୍ବର ରେ ଏ ଡି ଏମ ଓ ମେଡିକାଲ୍ ଡ଼ା ଦୁର୍ଗା ଦତ୍ତ ଦାଶ ଆଜି ଶିବିର ରେ ନିଜେ ରକ୍ତ ଦାନ କରିଥିବା ବେଳେ  ଶେଷରେ ୪୪ ନମ୍ୱର୍ ରେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ସଂପାଦକ ମହାଦେବ ମଲ୍ଲିକ ଓ ୪୫ ନମ୍ବର ରେ ସଂଘ ସଭାପତି ମନୋରଞ୍ଜନ ତ୍ରୀପାଠୀ  ଆଜି ରକ୍ତ ଦାନ କରି ୪୫ ୟୁନିଟ୍ ରକ୍ତ ସଂଗ୍ରହ ଟାର୍ଗେଟ କୁ ସଫଳ କରାଇଥିଲେ l ଆୟୋଜକ ସୁବାଷ ଚରଣ ପଣ୍ଡା ଓ ଧର୍ମ ପତ୍ନୀ ବିଶ୍ବ ରାଣୀ ପଣ୍ଡା ରକ୍ତ ଦାନ କରି ଥିବା ବେଳେ ଯୋଗ ସମିତି ର ଯୋଗ ଗୂରୁ ମନୋଜ ପଣ୍ଡା, ରବୀନ୍ଦ୍ର ଜେନା ମଧ୍ୟ ରକ୍ତ ଦାନ କରିଥିଲେ l କେମିଷ୍ଟ ଡ୍ରଗିଷ୍ଟ  ଆସୋ ସିଏସନ୍ ର ସଞ୍ଜୀବ ପାଣିଗ୍ରାହି, ପ୍ରଭାତ ଶତପଥି ରକ୍ତ ଦାନ କରିଥିବା ବେଳେ ଶୋଭା କେୟାର ହସ୍ପିଟାଲ ର ଅନୂପମା ବାଗ, ସୁବ୍ରତ ମହାନ୍ତି, ମୁକେଶ ପଣ୍ଡା, ଓ ଆଇ ଟି ଆଇ କଲେଜ ର ୨ ଜଣ ଛାତ୍ର, ପ୍ରଜ୍ଞା ଭାରତୀ ହାଇସ୍କୁଲ୍ ର ନିର୍ଦେଶିକା ସ୍ମିତା ରାଣୀ ମିଶ୍ର, ରାମ ଧୁନ କ୍ଳବ୍ ର ୨ ଜଣ ସଦସ୍ୟ ଙ୍କ ସମେତ ଆଜି ର ଏଇ ମହାନ୍ ଦିବସ ର ମେଗା ଶିବିର ରେ ୧୩ ଜଣ ମହିଳା ରକ୍ତ ଦାତା ଓ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ସମାଜସେବୀ ରକ୍ତ ଦାନ କରି ସୁବାଷ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ରେ ୪୫ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ହାସଲ କରିବାରେ ସହଯୋଗ କରିଥିଲେ l ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ରକ୍ତ ଦାତା ଙ୍କୁ ଉତ୍ସାହିତ କରି ସାର୍ଟିଫିକେଟ ପ୍ରଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026

You Might Also Like