-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
08-Oct-2020
ଭୁବନେଶ୍ବର, 08/୧୦- ରାଜ୍ୟରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ; କୋଭିଡ କଟକଣା ଭିତରେ, ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଦିଆଗଲା ନିର୍ଦ୍ଦେଶ। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବାକୁ ଟୁଇଟ୍ କରି ନିର୍ଦ୍ଦେଶନାମା ଜାରି କଲେ ମୁଖ୍ୟ ଶାସନ ସଚିବ!!