-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ* - *ରିଜୁଲ ଏମ ଏଫ୍ ସି ତରଭା ଦଳ ଚମ୍ପିଅନ*-

13-Jan-2025



(ମନୋରଞ୍ଜନ ତ୍ରିପାଠୀ )
ସୋନପୁର  ରୟାଲ ପଡିଆ ସୋନପୁର  ଠାରେ ଅନୁଷ୍ଟିତ ୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ  ଗ୍ରାଣ୍ଡଫାଇନାଲ ମ୍ୟାଚ ବି ଏସ ଏଫ୍ ସୋନପୁର  ବନାମ ରିସୁଲ ଏମ ଏଫ୍ ସି ତରଭା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମେଗା ଫାଇନାଲ ମ୍ୟାଚ   0-0 ଗୋଲ ରେ ଅମୀମାଂସିତ ହେତୁ ଟାଇବ୍ରେକର ର ସହାୟତା ନିଆ ଯାଇଥିଲା l ଏ ଥିରେ  ତରଭା ଦଳ 4-3 ଗୋଲ ସ୍କୋର କରି ୨୦୨୫ ଚମ୍ପିୟାନ ହୋଇ ଥିଲା   l ପ୍ରାୟୋଜକ ହରି ଶଙ୍କର ଚୌଧୁରୀ ଙ୍କ ବିଜେତା ଦଳ କୁ ୱିନର ପ୍ରାଇଜ ଟ୍ରଫି ସହ ୫୦ ହଜାର ଟଙ୍କା ଓ ଫାଇନାଲ ମ୍ୟାଚ ର  ଉପ ବିଜେତା ଦଳ ର ପ୍ରାୟୋଜକ ଆଶିଷ ସାହୁ ଙ୍କୁ ଟ୍ରଫି ସହ ୩୦ ହଜାର ଟଙ୍କା କେଶ୍ ପ୍ରାଇଜ୍ ପ୍ରଦାନ୍ କରା ଯାଇଥିଲା l   ବେଷ୍ଟ ଡିଫେନ୍ସ ଭାବେ ସୋନପୁର ଦଳ ର ରାକେଶ ରାବଣ, , ବେଷ୍ଟ ଗୋଲ କିପର ଭାବେ ଆଲୋକ ଏକ୍କା, ବେଷ୍ଟ ୱିଙ୍ଗର ଭାବେ ଓମ ମହାନନ୍ଦ, ବେଷ୍ଟ ମିଡ଼  ଫିଲଡର ଭାବେ ରଘୁ ମାରାଣ୍ଡି, ମେନ ଅଫ ଦି ସିରିଜ ସୁନୀଲ ଲୁଇସ, ଏବଂ ହିରୋ ଅଫ ଦି ମ୍ୟାଚ ଭାବେ ଦେବରାଜ ସା ପୁରସ୍କୃତ ହୋଇ ଥିଲେ l ମୁଖ୍ୟ  ରେଫରୀ ଭାବେ ନନ୍ଦୁ ନାୟକ ଦାୟିତ୍ବ ତୁଲାଇ ଥିବା ବେଳେ ସହଯୋଗୀ ରେଫରୀ ଭାବେ ଦିପେଶ ପଧାନ , ପ୍ରଶାନ୍ତ ସେଠି, ମ୍ୟାଚ କମିସନର ଭାବରେ ଜଗତ ଜଗଦଳା, ସନ୍ତୋଷ ପଧାନ ଦାୟିତ୍ୱ ତୁଲାଇଥିଲେ l   ଆଜିର ମୁଖ୍ୟ ଅତିଥି ଶ୍ରୀମତୀ ସୁପାର ଠେଲା  (ଜିଲ୍ଲା ପରିଷଦ ସଭାପତି ) ଏବଂ ସମ୍ମାନିତ ଅତିଥି ଭାବରେ ବଳଦେବ ବେଦ ବାଗ,  ଶ୍ରୀବତ୍ସ ମଲ୍ଲିକ, ବି ଏମ୍ ପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ରଞ୍ଜନ ଠେଲା, ସୋନପୁର ପୋଲିସ ଆର୍ ଆଇ ଭକ୍ତ ବନ୍ଧୁ ସେଠ, ଯୁବ ସଂଗଠକ ଅରବିନ୍ଦ ବାରିକ, ଅଧ୍ୟାପକ  ଉମାକାନ୍ତ ନାଗ , ଯୁବ ନେତା ଅମୀୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ  l   
୧୬  ଗୋଟି ଦଳ ର ପ୍ରlୟୋଜକ ସଂଜୀବ ମହାରଣା, ରମଣ ପଧାନ, ଅମିତ ସାହୁ, ସିରିଶ ଦାସ, ସନ୍ତୋଷ କୁମାର ପୂଝରୀ, ଜୟ କୁମାର ସା, ନିଶାନ ମହାନ୍ତି, ବିଜେତା ଦଳ ର ହରିଶଙ୍କର ଚୌଧିରୀ, ଶ୍ରୀରାମ ସୁନା, ଈଶ୍ୱର ମେହେର, ବିକ୍ରମ ନାଏକ, ଗଜାନନ ବନଛୋର,  ଗୌତମ ପାତ୍ର, ଲୋକନାଥ ରଥ , ଓ ଉପ ବିଜେତା ଦଳ ର ପ୍ରାୟୋଜକ ଆଶିଷ କୁମାର ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମାଜ ସେବୀ ରେ ନିୟୋଜିତ ସୁବର୍ଣ୍ଣପୁର ର ସାତ ଗୋଟି ସଂଗଠନ ଙ୍କୁ  ସମ୍ବର୍ଧିତ କରାଯାଇଥିଲା l ନିମନ୍ତ୍ରିତ ଅତିଥି ଭାବରେ ଚି଼ଙ୍ଗରି ଗିରି ଗିରି (ଚନ୍ଦନ ପଟରାଏ , ଚାନ୍ଦିନୀ ସୁନା ଯୋଗ ଦେଇ ଦର୍ଶକ ଙ୍କ ମନ ମୁଗ୍ଧ କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟ କ୍ରମ ଓ ସଭା କାର୍ଯ୍ୟ କୁ  ଟର୍ଣାମେଣ୍ଟ ର ଆୟୋଜକ ତଥା ସୋନପୁର ର ପରିଚିତ ବ୍ୟକ୍ତିତ୍ବ, ସୁ ସଂଗଠକ ରାକେଶ ନାଗ ପରିଚାଳନା  କରିଥିଲେ l ଜନ୍ମେ, ଗଜା,  ଅନିଲ ନଟ ,ସୁରଜ , ଋଷୁଭ, ରମେଶ, ମହେଶ, ସିଦ୍ଧାର୍ଥ , ନେଉଳ, ଖଗ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l  ଖେଳ ର ମଧ୍ୟାନ୍ତର ରେ ପଡ଼ିଆ ରେ  ତାଲ ସେ ତାଲ ମିଲା ଟ୍ରୁପ ଲୋକାଲ କଳାକାର ଙ୍କ ଦ୍ବାରା ରେକର୍ଡ ଡ୍ୟାନ୍ସ ପରିବେଷଣ କରାଯାଇଥିଲା l ଏହି ସଙ୍ଘର୍ଷ ପୂର୍ଣ୍ଣ ଫାଇନାଲ ଫୁଟବଲ୍ ମ୍ୟାଚ୍ ଓ ମନୋରଞ୍ଜନ କାର୍ଯ୍ଯ କ୍ରମ କୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like