-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଇତିହାସ ବିଭାଗର ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ

13-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଇତିହାସ ପରିଷଦର ୪୪ତମ ଅଧିବେଶନ ତା. ୧୧.୦୧.୨୦୨୫ ରେ ଉଦ୍ ଘାଟିତ ହୋଇଥିଲା। ଇତିହାସ ବିଭାଗ ଦ୍ୱାରା ବିଶ୍ବବିଦ୍ୟାଳୟର ପ୍ରେକ୍ଷାଳୟରେ ଏହି ଅଧିବେଶନ ଆୟୋଜନ ହୋଇଥିଲା।ଏହି ଅଧିବେଶନକୁ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ତଥା ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ପୂର୍ବ ମହାନିର୍ଦ୍ଦେଶକ ପ୍ରା.କିଶୋର କୁମାର ବସା ଜିଏମୟୁ ଇତିହାସ ବିଭାଗର କାର୍ଯ୍ୟ କିପରି ନୂଆ ଇତିହାସ ସୃଷ୍ଟି କରୁଛି ଏବଂ ପଶ୍ଚିମ ଓଡ଼ିଶା ପ୍ରତ୍ନତତ୍ତ୍ଵର ଭୂସ୍ବର୍ଗ ବୋଲି ମତ ରଖିଥିଲେ।ମୁଖ୍ୟ ବକ୍ତା ଭାବେ କଳା ଓ ଇତିହାସ ଗବେଷକ ପ୍ରା. ଲକ୍ଷ୍ମୀ ଶଙ୍କର ନିଗମ , ଓଡ଼ିଶା ଇତିହାସ ପରିଷଦର ସଭାପତି ପ୍ରା .ସୁବ୍ରତ , ଇତିହାସ ପରିଷଦର ସଂପାଦକ ଡ଼. ସୁବାଷ ଚନ୍ଦ୍ର ବାରିକ ଥିବା ବେଳେ କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରା. ଏନ୍.ନାଗରାଜୁ ପରିଚାଳନା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ତଥା ଏହି କାର୍ଯ୍ୟକ୍ରମର ସଂଯୋଜକ ଡ଼. ଅତୁଳ କୁମାର ପ୍ରଧାନ ଏହି ଅଧିବେଶନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଇତିହାସ ପରିଷଦ ସଂପାନରେ ୧୫୦ ଅଧିକ ଗବେଷଣା ପତ୍ର ପାଠ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ,ମହାବିଦ୍ୟାଳୟ ଏବଂ ଭାରତର ବିଭିନ୍ନ ପ୍ରାନ୍ତରୁ ଗବେଷକ ଏଥିରେ ଯୋଗ ଦେଇଥିଲେ। କିନ୍ତୁ ଜିଏମୟୁ ଇତିହାସ ବିଭାଗର ଛାତ୍ରଛାତ୍ରୀ ସୌମ୍ୟାରାଣୀ ପଣ୍ଡା, ମୁକେଶ ଥପା,ଅଭିଷେକ ମହାପାତ୍ର,ବିଜୟ ଲକ୍ଷ୍ମୀ, ପ୍ରକାଶ , ଖୁସବୁ ପଟେଲ, ହରିପ୍ରୀୟା ମେହେର, ଅଜୁ ମେହେର, ଶ୍ରୀଧର ବାଗ,ଯଶୋବନ୍ତୀ,ବେଣୁଧର ପ୍ରଧାନ, ଲିଜାରାଣୀ ନାୟକ,ଦିବାକର କାଣ୍ଡ,ଦେବେନ୍ଦ୍ର,ଚିନ୍ମୟୀ ଗର୍ତିଆ,ଅନୁରାଧା ପଲଙ୍କ ଦ୍ଵାରା ସୁନ୍ଦର ପୋଷ୍ଟର ପତ୍ର ଉପସ୍ଥାପନ କରିବାର ଦେଖିବାର ମିଳିଥିଲା।ସେହିପରି ଡ. ସନ୍ତୋଷ କୁମାର ମଲ୍ଲିକଙ୍କ ତତ୍ଵାବଧାନରେ ଓଡ଼ିଶା ସ୍ଥାପତ୍ୟ କଳା ଉପରେ ଏକ ଜାତୀୟ ସମ୍ପାନ ମଧ୍ୟ ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ପ୍ରା. ହରିହର ପଣ୍ଡା, ମୁଖ୍ୟ ବକ୍ତା ରେଭେନ୍ ସା ବିଶ୍ଵବିଦ୍ୟାଳୟର ଡ଼. ଉମାକାନ୍ତ ମିଶ୍ର ଯୋଗଦେଇଥିଲେ। ତା.୧୨.୦୧.୨୦୨୫ ରିଖ ଏହି ଅଧିବେଶନ ଉଦ୍ ଯାପିତ ହୋଇଥିଲା ଓ ଜିଏମୟୁ ଇତିହାସ ବିଭାଗର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ହୋଇଥିଲା। ବିଭାଗୀୟ ମୁଖ୍ୟ ଡ଼.ଅତୁଳ କୁମାର ପ୍ରଧାନ,ଡ଼. ସନ୍ତୋଷ ମଲ୍ଲିକ,ଡ଼. ପରମ ପ୍ରତାପ ପ୍ରଧାନ, ପୁରାତନ ଛାତ୍ର ସଂଘର ସଂପାଦକ ଶ୍ରୀ ସଞ୍ଜୟ ବାରିକ, ଡ଼. ଅଶ୍ଵିନୀ କୁମାର ବାରିକ, ଶଙ୍ଖନାଦ ଦେହୁରୀ,ସାବିତ୍ରୀ ଜାଲ,ଅର୍ଜୁନ ବାଗ,ରୁଚିକା ପାଣିଗ୍ରାହୀ, ଅଙ୍କିତା ପାଟଯୋଶୀ, କିଶୋର ଓରାମ,ଚନ୍ଦ୍ରଧ୍ଵାଜ୍ ରଣା, କୌସିକ କୁମ୍ଭାର, ପିଣ୍ଟୁ ପଟେଲ ସହ ଅନେକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜିଏମୟୁ ଇତିହାସ ପରିବାରର କିପରି ଆହୁରି ବିକାଶ ହେବ ଆଲୋଚନା କରିଥିଲେ। ଏହି ଦୁଇ ଦିନର କାର୍ଯ୍ୟକ୍ରମର ସଫଳତାରେ ଇତିହାସ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଓ ନିଜ ସହକର୍ମୀଙ୍କୁ ଶ୍ରେୟ ଦେଇଛନ୍ତି ବିଭାଗୀୟ ମୁଖ୍ୟ ଡ.ପ୍ରଧାନ। ଇତିହାସ ବିଭାଗର ଏହି ନିଆର କାର୍ଯ୍ୟକ୍ରମକୁ ଏ ଅଞ୍ଚଳର ସମସ୍ତ ବୃଦ୍ଧିଜିବୀ ମହଲରେ ଆଲୋଚନା ହେଉଥିବା ବେଳେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ଅତିଥି ମାନେ ଜିଏମୟୁ ଇତିହାସ ପରିବାରର ଛାତ୍ରଛାତ୍ରୀ ମାନଙ୍କର ଶୃଙ୍ଖଳା ଓ କାର୍ଯ୍ୟକୁ ଭୂଶୟୀ ପ୍ରଶଂସା କରୁଥିଲେ। ଏପରି କାର୍ଯ୍ୟକ୍ରମ ଆଗକୁ ବଳବତ୍ତର ରହିବ ବୋଲି ଡ଼. ପରମ ପ୍ରତାପ ପ୍ରଧାନ କହିଥିବା ବେଳେ ଗବେଷଣା କ୍ଷେତ୍ରରେ ଜିଏମୟୁ ଇତିହାସ ବିଭାଗ ସକ୍ରିୟ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼. ଦୁର୍ଲ୍ଲଭ ସା ମତ ପ୍ରକାଶ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like