-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
28-Dec-2024
ତୁଷୁରା,(ପଞ୍ଚାନନ ନାଏକ) ବଲାଙ୍ଗିର ଜିଲ୍ଲା ଗୁଡଭେଳା ବ୍ଲକ ଅନ୍ତର୍ଗତ ସମରା ପଞ୍ଚାୟତ ଅଧିନସ୍ଥ ଲୁର୍କୀ ଗ୍ରାମରେ ୧୪୯ ତମ ଧନୁଯାତ୍ରା ପାଇଁ ଆନୁସଙ୍ଗିକ ଭାବେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ପୂଜକ ଭାବେ ରାମକୃଷ୍ଣ ପୁରୋହିତ କାର୍ଯ୍ୟ ତୁଲେଇ ବେଳେ କର୍ତ୍ତା ଭାବେ ମନୋଜ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଦୀପ୍ତିମୟୀ ପ୍ରଧାନ କାର୍ଯ୍ୟ ତୁଳାଇ ଥିଲେ । ଏହି ସମୟରେ ଧନୁଯାତ୍ରା କମିଟିର ସଭାପତି ସରୋଜ କୁମାର ପ୍ରଧାନ, ଅର୍ଜୁନ ପ୍ରଧାନ,ଅଭିରାମ ପ୍ରଧାନ,ଆଡ଼କୁ ଭୋଇ ଆଦି ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।