-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||     

HOME   ଜିଲ୍ଲା

ବିପଦରେ ତୁରେକେଲା ସ୍କୁଲ ଛାତ୍ର ଙ୍କ ଜୀବନ, ସ୍କୁଲ କୁ ପାଠ ପଢି ଆସି ଛାତ୍ର ଉପରେ ଟାଙ୍କି ସଫା କରୁଛି ଛାତ୍ର

15-Dec-2024




    ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ତୁରେକେଲା, ଗରିବ ଶ୍ରେଣୀ ପରିବାର ଲୋକେ ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ବାପା ମା ମାନେ ସରକାରୀ ସ୍କୁଲ କୁ ପାଠ ପଢାଇବାକୁ ପିଲାମାନଙ୍କୁ ପଠାଉଛନ୍ତି। ହେଳେ ଛାତ୍ର ଛାତ୍ରୀ ଙ୍କୁ ପାଠପଢାଇବା ବଦଳ ରେ ସ୍କୁଳ କର୍ତ୍ତୃପକ୍ଷ ମାନେ ଛାତ୍ର ଙ୍କୁ ଛତ ଉପର କୁ ଚଢାଇ ପାଣି ଟଙ୍କି ସଫା କରାଉଥିବା ଅଭିଯୋଗ ସାମ୍ନା କୁ ଆସିଛି। ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ଯାଳୟ ପରିସର ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏହି ଦୃଶ୍ଯ ସୋସିଆଲ ମିଡିଆ ରେ ଭାଇରାଲ ରେ ଲାଗିଛି। ସ୍କୁଳ କୁ ପାଠ ପଢିବାକୁ ଆସିଥିବା ଛାତ୍ର ଜଣକ ସ୍କୁଳ ଛାତ ଉପରୁ ତଳ କୁ ଓଲ୍ହାଇ ଥିବା ଦେଖିବାକୁ ମିଳୁଛି। ଛାତ୍ର ଜଣକ ତୁରେକେଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ହୋଇଥିବା ସ୍ପଷ୍ଟ ହୋଇଛି। ସରକାର ସରକାରୀ ବିଦ୍ୟାଳୟ କୁ ପାଠପଢ଼ିବାକୁ ଆସୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ କାହିଁକି ତେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲା ମାନେ ଗୁଣାତ୍ମକ ଶିକ୍ଷା କେମିତି ପାଇବେ ସେ ନେଇ ସମସ୍ତ ପ୍ରକାଶ ଉଦ୍ୟମ କରୁଥିବା ବେଳେ ଏଠି ଛାତ୍ର କୁ ପାଠ ପଢାଇବା ବଦଳ ରେ ତା ଜୀବନ କୁ ବିପଦ ରେ ଠେଲି ଦେଇ ସ୍କୁଳ କର୍ତ୍ତୃପକ୍ଷ ଛାତ ଉପର କୁ ଚଢାଉଥିବା ଅଭିଯୋଗ ହେଉଛି। ଯଦି ଛାତ୍ର ଜଣକ ଛାତ ଉପରେ ଚଢିଥିବା ସମୟରେ କୌଣସି ଅଘଟଣ ଘଟେ ତେବେ ସେଥି ପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି। ସ୍କୁଲ ଛାତ୍ର କୁ ଛାତ ଉପରୁ ଚଢାଇ କାମ କରିବାକୁ ସ୍କୁଲ କର୍ତ୍ତୃପକ୍ଷ କୁ କିଏ ଦେଳା ଅନୁମତି ?। ଏନେଇ ଦାଇତ୍ବ ଥିବା ପ୍ରଧାନ ଶିକ୍ଷୟତ୍ରୀ ମାଧବୀଲତା ସାହୁ ଙ୍କୁ ପଚାରିବାରୁ ଏହି ଅଭିଯୋଗ ଟି ମିଥିଆ ଅଟେ କାହିଁକି ଆମେ ଛାତ ଉପରକୁ ପିଲାମାନଙ୍କୁ ଚଢାଇବୁ ଆପଣ ଙ୍କୁ କିଏ ଭୁଲ ତଥ୍ଯ ଦେଇଛି ବୋଲି ସେ ଖଣ୍ଡନ କରିଛନ୍ତି। ତେବେ ଯଦି ସ୍କୁଳ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଜଣକ କୁ ଛାତ ଉପର କୁ ଚଢାଇ ନାହାଁନ୍ତି ତେବେ ସ୍କୁଳ ଆସିଥିବା ବେଳେ ୟୁନିଫର୍ମ ରେ ଛାତ୍ର ଜଣକ ସ୍କୁଲ ଛାତ କୁ କାହିଁକି ଯାଇଥିଲା। ଯଦି ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଛାତ୍ର ମାନଙ୍କ ଜୀବନ କୁ ବିପଦରେ ରେ ଠେଲି ଛାତ ଉପରକୁ ଚଢାଇ କାମ କରାଯାଉଛି ତେବେ ଉପାନ୍ତ ଅଞ୍ଚଳ ରେ ଥିବା ସ୍କୁଳ ଅବସ୍ଥା ଅଣ ଥିବ ଏହାରୁ ଅନୁମାନ କରାଯାଉଛି। ତେବେ ଆମେ ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ ହେଳେ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ରାଜ୍ଯ ଶିକ୍ଷା ବିଭାଗ ଏହି ଘଟଣା କୁ ନଜର ଦେଇ ସ୍କୁଳ କର୍ତ୍ତୃପକ୍ଷ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026

You Might Also Like