-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ବାର୍ତ୍ତା ନେଇ ଯୋଗ ଦିବସ ପାଳିତ    (21-Jun-2026)       ||      ମାୟାବର୍ହା ହାଇସ୍କୁଲ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ   (21-Jun-2026)       ||      ବରପାଲିର ମହାନ ପୌରାଣିକ ଶୀତଲଷଷ୍ଠୀ ଉପଲକ୍ଷେ ଭୋଗ ବଣ୍ଟନ   (21-Jun-2026)       ||      ପ୍ରଖ୍ୟାତ ଓଡ଼ିଶୀ ନ୍ୟୁତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ମାତୃ ବିୟୋଗ    (21-Jun-2026)       ||      ପତଞ୍ଜଳି ପରିବାର ବୁର୍ଡା ଆନୁକୁଲ୍ୟ ରେ 12 ତମ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ   (21-Jun-2026)       ||      ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ    (21-Jun-2026)       ||      ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   (21-Jun-2026)       ||      ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (21-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   (21-Jun-2026)       ||      *ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   (21-Jun-2026)       ||      ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   (21-Jun-2026)       ||      ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||     

HOME   ଜିଲ୍ଲା

ବାର୍ଷିକ କ୍ରୀଡାତ୍ସୋବ ଅନୁଷ୍ଠିତ

14-Dec-2024



ବୀରମହାରାଜପୁର:(ପ୍ରେରଣା)- ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ପୂର୍ବାହ୍ନ ରେ ନିକଟସ୍ଥ ବାଗବାର ଚନ୍ଦ୍ରମଣି ମଠ ଓ ହନୁମାନ ବାଟିକା ରୁ ମଶାଲ ଶୋଭାଯାତ୍ରା ରେ ଆସିଲା ପରେ ବୀରମହାରାଜପୁର କଲେଜର ଅବସର ପ୍ରାପ୍ତ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ଓ ଅନୁଷ୍ଠାନ ର ଅଧ୍ୟକ୍ଷ ଆଶୁତୋଷ ହୋତା ଏହି କ୍ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. ଏହି ଉଦ୍ଘାଟନୀ ସଭାରେ କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତା ସଭାପତିତ୍ୱ କରିଥିବା ବେଳେ ବୀରମହାରାଜପୁର କଲେଜ ର ଅବସରପ୍ରାପ୍ତ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ. ପରେ ଦୌଡ(100, 200 ଓ 400 ମିଟର )ଲମ୍ବ ଡିଆଁ, ଶଟ ପୁଟ, ଡିସ୍କସ ଓ ଜାଭଲିନ ଥ୍ରୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଅପରାହ୍ନ ରେ କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ସଭା ରେ ବୀରମହାରାଜପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶ ଦାତା ଡ଼ଃ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠ ପଢା ସହ କ୍ରୀଡା ର ମହତ୍ୱ ବିଷୟ ରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ.  ପରିଚାଳନା କମିଟି ର ସମ୍ପାଦକ ତଥା ବୀରମହାରାଜପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଂଜିତ କୁମାର ରଥ ଓ ନରେନ୍ଦ୍ର ଚାନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ.କାର୍ଯ୍ୟକ୍ରମ କୁ ଅଧ୍ୟାପିକା ସନ୍ତୋଷିନୀ ନାୟକ ସଂଯୋଜନା କରିଥିବା ବେଳେ ଶେଷ ରେ କଲେଜ ର ଖେଳ ଶିକ୍ଷୟତ୍ରୀ ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ.ପୁରସ୍କାର ବିତରଣୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀ ମାନଂକୁ ଅତିଥି ମାନେ ପୁରସ୍କୃତ କରିଥିଲେ. ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ରୀ କାଜଲ ନାୟକ 3 ଟି ଇଭେଣ୍ଟ ରେ ପ୍ରଥମ ସ୍ଥାନ ଅଧିକାର କରି ଏ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଥିଲେ . ସନ୍ତୋଷ ବେହେରା, ଓମପ୍ରକାଶ ପଣ୍ଡା ସୁମନ୍ତ୍ର କଲତା ପିଙ୍କୁ ଗାଈଗାରିଆ ତଥା କଲେଜ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ.


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ବାର୍ତ୍ତା ନେଇ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଲଷଷ୍ଠୀ ଉପଲକ୍ଷେ ଭୋଗ ବଣ୍ଟନ   21-Jun-2026
  ଜିଲ୍ଲା  
ପ୍ରଖ୍ୟାତ ଓଡ଼ିଶୀ ନ୍ୟୁତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ମାତୃ ବିୟୋଗ    21-Jun-2026
  ଜିଲ୍ଲା  
ପତଞ୍ଜଳି ପରିବାର ବୁର୍ଡା ଆନୁକୁଲ୍ୟ ରେ 12 ତମ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ   21-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   21-Jun-2026
  ଜିଲ୍ଲା  
ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   21-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   21-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   21-Jun-2026

You Might Also Like