-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||     

HOME   ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସଙ୍କ ଠୁଁ ଚାନ୍ଦ ସଂଗ୍ରହ: ତେବେ କଟନି ଛଟନି ବନ୍ଦ ହେବ କେମିତି ?

09-Dec-2024



ବରଗଡ(ପ୍ରେରଣା ଖବର): ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀ ମାନଙ୍କୁ ଦେଇଥିବାର ପ୍ରତିଶୃତି ଅନୁଯାୟୀ ପ୍ରତି ଧାନ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବା ପର୍ବ ଗତକାଲି ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛାପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସୁଇଚ ଦବାଇ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ବିକି ଥିବା ଚାଷୀ ମାନଙ୍କ ଏକାଉଣ୍ଟକୁ ବୋନସ ଟଙ୍କା ପଠାଇଥିଲେ । ୨୦୧୫ ମସିହା ଯେଉଁ ପଡିଆରେ ପ୍ରତି ଧାନ କ୍ବିଣ୍ଟାଲ ପିଛା ୧ ଶହ ଟଙ୍କା ବୋନସ ଦେବା ପାଇଁ ଘୋଷଣା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଚାଷୀ ମାନଙ୍କୁ ପ୍ରତାରିତ କରିଥିବାର ଚର୍ଚ୍ଚା ଚାଳିଥିଲା, ସେହି ପଡିଆରୁ ଓଡିଶାର ଚାଷୀ ମାନଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରି ସରକାର ନିର୍ବାଚନ ସମୟର ପ୍ରତିଶୃତି ପାଳନ କରିବା ସହ ଏକ ନୁଆଁ ଇତିହାସ ରଚିଲେ ବୋଲି ଆଲୋଚନା ଚାଳିଛି । ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛପାଲି ଠାରେ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ,ଖାଦ୍ଯ ଯୋଗାଣ ବିଭାଗ ମନ୍ତ୍ରୀ, ରାଜସ୍ବ ବିଭାଗ ମନ୍ତ୍ରୀ,ସାଂସଦ,ସମସ୍ତ ବିଧାୟକ, ସରକାରୀ ଅଧିକାରୀ ମାନଙ୍କ ଉପସ୍ଥିତରେ ଏହା ଏକ ବଡ ଧରଣର ସରକାରୀ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ଵରରୁ ଯୋଗାଣ ବିଭାଗର ବଡ ଅଧିକାରୀ,ଆରଡିସି,ଆଇଜି,ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀ ଗତ କିଛି ଦିନ ତଳେ ବ୍ଯାପକ ପ୍ରସ୍ତୁତି କରିଥିଲେ । ପ୍ରତି ଗ୍ରାମ ପଞ୍ଚାୟତ ରୁ ଚାଷୀ ମାନଙ୍କୁ ଇଛାପାଲି ସମାବେଶ କୁ ଆଣିବା ପାଇଁ ବସ,ଗାଡି,ମୋଟର ବ୍ଯବସ୍ଥା ସହ ଜଳଖିଆ ମିଲ୍ଲ ଖାଇବାର ସମସ୍ତ ପ୍ରକାର ବ୍ଯବସ୍ଥା ସରକାରୀ ପାଣ୍ଠିରେ କରା ଯାଇଥିଲା । ସଭାମଞ୍ଚ,ଅତିଥି ମାନଙ୍କ ଖାଇବା ଖର୍ଚ୍ଚ ମଧ୍ଯ ସରକାରୀ ଟଙ୍କାରେ ହୋଇଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଏହି ସଭା ପାଇଁ ବରଗଡ ଜିଲ୍ଲାର ପ୍ରତ୍ଯେକ ମିଲର୍ସ ମାନଙ୍କ ଠାରୁ ୫ ଲକ୍ଷ ଲେଖାଁଏ ମୋଟ  ୧ କୋଟି ଟଙ୍କା ଚାନ୍ଦା ସଂଗ୍ରହ ପଛରେ କିଏ ଖଳ ନାୟକ ? ଜିଲ୍ଲାର କେତେକ ମିଲର୍ସ ଭିତରେ ଏ କଥାକୁ ନେଇ ବ୍ଯାପକ ଚର୍ଚ୍ଚା ଆଲୋଚନା ଚାଳିଛି । ଯଦି ମିଲର୍ସ ସଭା ପାଇଁ ୫ ଲକ୍ଷ ଟଙ୍କାର ଚାନ୍ଦା ଦେବ ତେବେ ଚାଷୀଙ୍କ ଧାନର କଟନି ଛଟନି ବନ୍ଦ ହେବ ତ ? ସଭାରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ନିଜେ କଟନି ଛଟନି ଚାଳିବ ନାହିଁ ବୋଲି ଘୋଷଣା କଲେ ଅଧିକାଂଶ ମଣ୍ତିରେ ୨/୩ କେଜି ଧାନ କଟନି ଛଟନି ନ ହେଲେ ମଣ୍ତିରୁ ଧାନ ମିଲର୍ସ ଉଠାଉ ନଥିବାର ଅଭିଯୋଗ ମଧ୍ଯ ଝାରବନ୍ଧ ଡଭା ମଣ୍ତିରୁ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଦଳର ସେପରି ଖଳ ନାୟକ ମାନଙ୍କୁ ଯଦି ସାବାଡ କରି ନ ପରିବେ ତେବେ ବିଜୁ ଜନତା ଦଳର ସମଦଶା ଓଡିଶାରେ ଭାରତୀୟ ଜନତା ପାର୍ଟି ଭୋଗିବ ବୋଲି ମଧ୍ଯ କେହି କେହି ଚର୍ଚ୍ଚା କରୁଛନ୍ତି । ଆଗକୁ ଆଉ ଗୋଟିଏ ବଡ ଘୋଟାଲାର ସୁରାକ ମଧ୍ଯ ସାମ୍ନାକୁ ଆସୁଛି  ତାହା ପ୍ରତି ମଧ୍ଯ ମୁଖ୍ୟମନ୍ତ୍ରୀ ସତର୍କ ହେବା ଉଚିତ । ଏବେ ଏକ କ୍ବିଣ୍ଟାଲ ଧାନ ମିଲିଙ୍ଗ ପାଇଁ ୨୦ ଟଙ୍କା ମିଲର୍ସ ମାନେ ସରକାରଙ୍କ ଠାରୁ ପାଉଥିବା ବେଳେ ଓଡିଶା ସରକାର ଏହାକୁ ବଢାଇ ପ୍ରତି କ୍ବିଣ୍ଟାଲରେ ଅଧିକ ଆଉ ୮୦ ଟଙ୍କା ବୋନସ ଦେବା ବିଷୟରେ ଭିତରି ବୁଝମଣା ଚାଳିଥିବା ଓ ଏଥି ପାଇଁ ମିଲର୍ସ ମାନଙ୍କ ଭିତରେ ସରକାରୀ ତୋଫା ୧୦ କୋଟି ଟଙ୍କା ଦେବା ପାଇଁ ବ୍ଯବସ୍ଥା ଚାଳିଥିବା ଭିତରି ସୂଚନା ମିଳୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026

You Might Also Like