-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ) :ଏଲୋନ ମୁଷ୍କ ବିଶ୍ୱର ଶ୍ରେଷ୍ଠ ଧନୀ ରୂପେ ବିବେଚିତ ହୋଇଛନ୍ତି । ଆନ୍ତର୍ଜାତୀୟ ସ୍ତର ରେ ଏକ ସର୍ବେକ୍ଷଣ ଅନୁଯାୟୀ ବିଶ୍ୱର ସବୁଠୁ ବଡ଼ ଧନୀ ଭାବେ ପରିଗଣିତ ହୋଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ ଟେସ୍ଲା କମ୍ପାନୀ ମୁଖ୍ୟ ଏଲୋନ ମୁଷ୍କ ଆଜି Amzon କମ୍ପାନୀ ମୁଖ୍ୟ ଜେଫଫ ବେଜ଼ୟସଙ୍କୁ ପଛରେ ପକେଇ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ରୂପରେ ବିବେଚିତ ହେଇଛନ୍ତି । ଉକ୍ତ ଟେସ୍ଲା ହେଉଛି ଏକ ଇଲେକ୍ଟ୍ରିକ କମ୍ପାନୀ, ଉକ୍ତ କମ୍ପାନୀ ଭବିଷ୍ୟତରେ ଭାରତ ରେ ତାର ପ୍ରଡକ୍ଟ ଲଞ୍ଚ କରିବ ବୋଲି ସୂଚନା ମିଳିଛି ।