-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ନୂଆପଡା, (ପ୍ରେରଣା ଖବର) -ନୂଆପଡା ଜିଲ୍ଲା କୋମନା ବ୍ଲକର ଭରୁଅମୁଣ୍ଡା ଗାଁ ର ବିରସିଂ ପଡା ରେ ବାଘ ଆତଙ୍କ।ଗାଁ ରୁ ଦୁଇଟି ଛେଳି ଓ ମେଣ୍ଢା ଶହ ଗୋଟିଏ ଗାଈ କୁ ଝାମ୍ପି ନେଇ ମାରିଛି ବାଘ।ଲୋକେ ବାଘ କୁ ଦେଖି ନ ଥିଲେ ହେ ଚିତା ବାଘ ଉପରେ ଗାଁ ଲୋକେ ଓ ବନ ବିଭାଗ ର ସନ୍ଦେହ l