-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||     

HOME   ଜିଲ୍ଲା

ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଜିଲ୍ଲା ଘରୋଇ ବସ ମାଲିକ ସଂଘ*

06-Nov-2024



ସୋନପୁର  (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି। ସୋନପୁର ସହରବାସୀ ଓ ଘରୋଇ ବସ୍ ମାଲିକ ସଂଘର ଦୀର୍ଘଦିନର ଦାବୀକୁ  ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସମ୍ମାନର ସହ ଗୁରୁତ୍ଵ ଦେଇ ସୋନପୁର ସହର ର ମୁଖ୍ୟ ପେଣ୍ଠସ୍ଥଳୀ (ପୁରୁଣା ବସ୍ ଷ୍ଟାଣ୍ଡ )ରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ  ନିର୍ମାଣ ପାଇଁ ସିଦ୍ଧାନ୍ତ ଗ୍ରହଣ ପୂର୍ବକ OSRTC କୁ ଦାୟିତ୍ଵ ଦେଇ ଠିକା ପ୍ରଦାନ କଲା ପରେ ବି ଏପର୍ଯ୍ୟନ୍ତ ନୂଆଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ବିଶେଷ ଅଗ୍ରଗତି ହୋଇ ନ ପାରିବା ନେଇ କ୍ଷୋଭ ପ୍ରକାଶ କରିଥିବା କଥା ଜିଲ୍ଲାପାଳଙ୍କୁ ଜଣେଇଛନ୍ତି। ଏହା ସହ ନିର୍ଦ୍ଧାରିତ ଡିଜାଇନ୍ ଓ ପ୍ଲାନ୍ ଅନୁଯାୟୀ ଭବ୍ୟ ବସ୍ ଷ୍ଟାଣ୍ଡ ତିଆରି ହେବା ପାଇଁ ସ୍ମାରକୀ ପତ୍ରରେ ଜିଲ୍ଲାପାଳଙ୍କୁ ଲେଖି ଜଣାଇଛନ୍ତି। ବଲାଙ୍ଗୀର, ବିନିକା, ସମ୍ବଲପୁର ରାସ୍ତାକୁ ସଂଯୋଗ କରୁଥିବା ତଥା ମହାନଦୀ ପାର୍ଶ୍ଵରେ ନୂତନ ମେଡିକାଲ ନିର୍ମାଣ ହୋଇଥିବା ବେଳେ ସୋନପୁରର ଏହି ବସଷ୍ଟାଣ୍ଡକୁ ଆସୁଥିବା ବୌଦ୍ଧ ଓ ସବର୍ଣ୍ଣପୁର ଉଭୟ ଜିଲ୍ଲାର ଲୋକଙ୍କ ଉପରେ ଭରସା କରୁଛି ହଜାର ହଜାର ବ୍ୟବସାୟ ପ୍ରତିଷ୍ଠାନ। ଅନ୍ୟ ପକ୍ଷରେ ସମସ୍ତ ସରକାରୀ ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକ, ସମସ୍ତ ବ୍ୟାଙ୍କ, ଓ ବଡ଼ ବଡ଼ ରେଷ୍ଟୁରାଣ୍ଟ, ସହରର ଇଷ୍ଟ ଦେବ, ଇଷ୍ଟ ଦେବୀଙ୍କ ସମେତ ସହରର ସବୁ ମନ୍ଦିର ପର୍ଯ୍ୟଟନ ଉପରେ ବସଷ୍ଟାଣ୍ଡକୁ ଯିବା ଆସିବା କରୁଥିବା ପ୍ରତ୍ୟହ ହଜାର ହଜାର  ବସଯାତ୍ରୀ ଓ ପର୍ଯ୍ୟଟକ ନିର୍ଭର କରନ୍ତି। ତେଣୁ ପ୍ରାୟ ୮୦ ଭାଗ ଲୋକ ବ୍ୟବସାୟ ଉପରେ ନିର୍ଭର କରୁଥିବା ଜିଲ୍ଲା ସଦର ମହକୁମାର ଏହି ବ୍ୟବସାୟ ପ୍ରତିଷ୍ଠାନକୁ ଓ ପ୍ରତି ଛୋଟ ବଡ଼ ବ୍ୟବସାୟକୁ ସନ୍ତୁଳନ ରଖିବାକୁ ଏହି ପୁରୁଣା ଜାଗାରେ ହିଁ  ଭବ୍ୟ ବସଷ୍ଟାଣ୍ଡ ନିର୍ମାଣର ଜରୁରୀ ଅଟେ। ଏହାକୁ କୌଣସି ରାଜନୀତି କରଣ ନ କରି ରାଜନେତା, ପ୍ରଶାସକ, ପୌର ପରିଷଦ, ବୁଦ୍ଧିଜୀବୀ ଓ ସହରବାସୀ ଜାଗ୍ରତ ହେବାର ପ୍ରକୁତ ସମୟ ଆସିଛି। ସାମୂହିକ ସ୍ବାର୍ଥ କ୍ଷେତ୍ରରେ ସମସ୍ତେ ଏକାଠି ହୋଇ ପୁରୁଣା ମେଡିକାଲ୍ରେ ସିଟି ମେଡିକାଲ୍ ନିର୍ମାଣ ଓ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଲଢେଇ କରିବାକୁ  କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି। ବସ୍ ମାଲିକ ସଂଘ ସଂପାଦକ ପିଣ୍ଟୁ ପଣ୍ଡା ଙ୍କ ସହ ଭାସ୍କର ଦାଶ, ବୁଲୁ ହୋତା, ପୁରୁଷୋତ୍ତମ ପାଣିଗ୍ରାହୀ, ଦେବ ରଞ୍ଜନ ତ୍ରିପାଠୀ, ସୁନିଲ ମେହେର, ନନ୍ଦୁ ମେହେର ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026

You Might Also Like