-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ପଦ୍ମପୁର ଖଦୀ ମଣ୍ଡଳ ଠାରେ ମାଁ ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚ୍ଚନା

02-Nov-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ଖଦିମଣ୍ଡଳ ଠାରେ ଅବସ୍ଥିତ ମାଁ ଦକ୍ଷିଣ କାଳୀଙ୍କ ପୂଜା ମନ୍ଦିରର ମୁଖ୍ୟ  ପୂଜକ ମକୁନ୍ଦ ଭୋଇଙ୍କ ଦ୍ୱାରା ପୂଜାର୍ଚ୍ଚନା ସମାପନ ହୋଇଯାଇଛି ।ଗତ ତା.୩୧.୧୦.୨୦୨୪ କର୍ତ୍ତା ଶ୍ରୀ ୟଶୋଦେବ ଭୁଏ ତାଙ୍କ  ଧର୍ମପତ୍ନୀ ସୁପ୍ରଭା ବାଗଙ୍କ ସମେତ ପଦ୍ମପୁର ଭକ୍ତବୃନ୍ଦ ଅପରାନ୍ହ ୪ଘ. ସମୟରେ କଳସ ଯାତ୍ରାରେ ପଦ୍ମପୁର ସହର ପରିକ୍ରମା କରି ବଡ଼ବନ୍ଧରୁ କଳସୀରେ ପାଣି ଆଣି ମନ୍ଦିର ଠାରେ ସ୍ଥାପନା କରାଯାଇଥିଲା।ରାତ୍ର ୧୨ଘ. ସମୟରେ ମାଁଙ୍କ ପୂଜା ଆରମ୍ଭ ହୋଇଥିଲା।ଗତ କାଲି ତା.୦୧.୧୧.୨୦୨୪ ଶୁକ୍ରବାର ଅପରାହ୍ନ ୫ ଘ.ସମୟରେ ୯ମ ବର୍ଷ ଯୁଗାର ଯାତ୍ରା ଆୟୋଜନ ହୋଇଥିଲା । ଯୁଗାରଯାତ୍ରା ପଦ୍ମପୁର ଦୈନିକ ବଜାର ପ୍ରାଙ୍ଗଣରେ ଥିବା ଶ୍ରୀ ଗଣେଶ ସେଠ ଓ ତାଙ୍କ ଧର୍ମପତ୍ନୀ ବେଟିଖାଇଙ୍କ ଘରୁ ଦୁଇଗୋଟି ଯୁଗାର ବିଧି  ମତେ ପୂଜାର୍ଚ୍ଚନା କରାଯାଇ ନଗର ପରିକ୍ରମାରେ ଶଙ୍ଖ ଘଣ୍ଟ ଧ୍ୱନୀ ,ବାଜା ,ଡିଜେ ଓ କାଳୀ ବେଶରେ ୟସୀକା ଭୁଏ,ସରସ୍ବତୀ ବେଶରେ ସିମରନ ମେହେର ଓ ଲକ୍ଷ୍ମୀ ବେଶରେ ଅନ୍ଵେଶା ସାହୁ ଙ୍କୁ ସୁ-ସଜ୍ଜିତ ରଥ ସହ ସହସ୍ରାଧିକ ଭକ୍ତଙ୍କ ଗହଳିରେ ସହର ପରିକ୍ରମା କରି  ମନ୍ଦିର ସମ୍ମୁଖରେ ମକୁନ୍ଦ ଭୋଇଙ୍କ ଦ୍ୱାରା  ପୂଜାର୍ଚ୍ଚନା କରି ଭିତରକୁ ଯୁଗାର  ନିଆଯାଇଥିଲା ।

ତା.୦୨.୧୧.୨୦୨୪ ଶନିବାର କୁଷ୍ମାଣ୍ଡ ବଳି ମାଁଙ୍କ ଠାରେ ଅର୍ପଣ କଲା ପରେ ପୂର୍ଣାହୁତି ପର୍ବ ହୋଇଥିଲା ଓ ପରେ ଅନ୍ନ ଭୋଗ ସମସ୍ତ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା।ପ୍ରତ୍ୟେକ ମାସର ସଂକ୍ରାନ୍ତି ଦିନ ଅନ୍ନଭୋଗ ସମସ୍ତ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଥାଏ । ବିଗତ ୩୫ ବର୍ଷ ଆଗରୁ ମାଁଙ୍କ ପୂଜାର୍ଚ୍ଚନା ଆରମ୍ବ ହୋଇ ଆସୁଥିବା ବେଳେ ,୨୧ ବର୍ଷ ହେଲା ଲୋକାଭିମୁଖ ହୋଇ ପୂଜା ଚାଲି ଆସୁଛି।ବହୁ ଦୂର ଦୂରାନ୍ତରୁ ମାଁଙ୍କ ଭକ୍ତ ଆସି ନିଜର ମାନସିକ କରି ଥାଆନ୍ତି ଓ ମାଁ ଦକ୍ଷିଣ କାଳୀ ଭକ୍ତଙ୍କ ମାନସିକ ପୂରଣ କରିଥାନ୍ତି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଚୈତନ୍ୟ ଦେବୀ ମଣ୍ଡପର ଆୟୋଜନ କରାଯାଇଥିଲା । ତିନିଦିନ ଧରି ଏହି ପୂଜା କାର୍ଯ୍ୟ ମନ୍ଦିର କମିଟି ମୁଖ୍ୟ ଶ୍ରୀ ରଘୁମଣି ସାହୁଙ୍କ ତତ୍ୱାଧାନରେ ଶିବ ଭୋଇ,ସୁଧୀର ଲେଙ୍କା, ଶିରିଶ ସାହୁ (ଟିହୁ ), କୁଞ୍ଜବନ ପଧାନ,ପ୍ରତାପ ନାଥ, ଦୟାସାଗର ସାହୁ, କୁନୁ ନାୟକ,ଯଶୋଦେବ ଭୋଏ,ଦେବରାଜ ବିଶ୍ୱାଳ,ତେଜରାଜ ମେହେର, କୁମାରମଣୀ ମେହେର,ଦାଶ କେଶରାଲ, ମହେନ୍ଦ୍ର,ବାବଲୁ ପଟେଲ,ମଙ୍ଗଲୁ ,ଓ ସାହୁପଡ଼ାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like