-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ମାଁ ଶ୍ୟାମାକାଳୀ ଙ୍କ ଭସାଣି ଯାତ୍ରା ସମ୍ପନ୍ନ

02-Nov-2024



ଅତାବିରା(ଆକାଶ ମିଶ୍ର):  ଅତାବିରା ବିଜ୍ଞାପିତ ଅଞ୍ଚଳ  ପରିଷଦ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ୍ ରେ ତିନି ଦିନ ଧରି ଚାଲିଥିବା ମାଁ ଶ୍ୟାମାକାଳୀଙ୍କ ପୂଜା ସହ  ଭସାଣୀ ଯାତ୍ରା  ସମ୍ପନ୍ନ ହୋଇ ଯାଇଛି ।


କାଳୀ ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ। କାଳରୂପୀ ଶିବଙ୍କର ଶକ୍ତି କାଳୀଙ୍କ  ଉପରେ ଦୃଢ଼ ଭକ୍ତି ଓ ଆସ୍ଥା  ଲୋକଙ୍କର  ରହିଅଛି ।ତେଣୁ ରୀତି ନୀତି ସହ ଚଣ୍ଡୀ ହୋମ  ଓ ମନ୍ତ୍ରପାଠ କରାଯାଇ ଆଜି ସକାଳେ ପୂର୍ଣ୍ଣାହୁତି ଦିଆଯାଇ ଥିଲା ।ତ୍ରି ଦିନାତ୍ମକ ପୂଜା ପାଇଁ ମୁଖ୍ୟ ପୂଜକ ଭାବରେ ଅଚ୍ୟୁତାନନ୍ଦ ଶତପଥୀ, ଚଣ୍ଡୀ ପାଠକ ପ୍ରଭାକର ଶତପଥୀ ଓ ତାଙ୍କ ସାଥୀ ବାବୁଲୁ ଦାଶ,କାହ୍ନୁ ଚରଣ ମହାପାତ୍ର ବରଣ ହୋଇଥିବା ବେଳେ କର୍ତ୍ତା ଭାବେ କେନାଲ ବିଭାଗ ଅଧିକାରୀ ସପତ୍ନିକ ଦିବ୍ୟ କିଶୋର କୁଆଁର ଓ ଦୀପା ଞ୍ଜଳୀ କୁଆଁର ଦାୟିତ୍ୱ ନିର୍ବାହ କରିଥିଲେ ।।ଦୀର୍ଘ ୧୫ବର୍ଷ ଧରି  ଶିଳ୍ପୀ ଆଦିତ୍ୟ ନାୟକ, ଲିଙ୍ଗ ରାଜ ନାୟକ, ବୃନ୍ଦାବନ ଥପା, ନବୀନ

ବେହେରା ଓ ସରୋଜ ମିର୍ଦ୍ଧା ମାଁ ଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିଲେ । ଏହି ପୂଜାର ଉକ୍ଷ ଆକର୍ଷଣ ଜୁଗlର ଯାତ୍ରା ।ଆଖପାଖ ଗ୍ରାମ  ମାନଙ୍କରୁ ପ୍ରତିଯୋଗିତାମୂଳକ ଭାବରେ  ଜୁଗlର ମାନ ତିଆରି କରି ବଡ଼ ଆଡମ୍ବର ସହକାରେ  ଦୁଲୁଦୁଲି  ବାଜା  ସହ ମାଁ ଙ୍କ ପୂଜା ମଣ୍ଡପକୁ ପହଞ୍ଚି ଥିଲା ।ଏହାକୁ ଦେଖିବା ପାଇଁ  ଲୋକଙ୍କ  ପ୍ରବଳ ଭିଡ଼  ଲାଗି ରହିଥିଲା । ଏହି  ପୂଜା ଅବସରରେ ପୂଜା କମିଟି ପକ୍ଷରୁ  ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ  ୩୦ ୟୁନିଟ ରକ୍ତ  ସଂଗ୍ରହ ହୋଇଥିଲା । ଦ୍ଵିତୀୟ ଦିବସରେ  ସାଂସ୍କୃତିକ କାର୍ଯ୍ୟକ୍ରମରେ  ଜଟଲା ର ଗଣେଶ ଅପେରା  ଓ ବବେବିରାର ଜ୍ୟୋତି ଡାନ୍ସ ଗ୍ରୁପ୍  ର ନୃତ୍ୟ  ପରିବେଷିତ ହୋଇଥିଲା। ଗତକାଲି ସନ୍ଧ୍ୟା ୭  ଟା ରେ  ଭସାଣି ଉତ୍ସବ ହୋଇଥିଲା। ଦୁଲୁଦୁଲି ବାଜା ସହ  ଘଣ୍ଟଶଙ୍ଖରେ  ଶୋଭାଯାତ୍ରା ବାହାରି ରେଙ୍ଗାଲିକ୍ୟାମ୍ପ ମୁଖ୍ୟ କେନାଲକୁ ପହଞ୍ଚିଥିଲା । ସେଠାରେ  ବିସର୍ଜନ କରାଯାଇଥିଲା । ଏହି ପୂଜା କାର୍ଯ୍ୟରେ  ବରଗଡ଼ , ବୁର୍ଲ୍ଲl,  ରେଙ୍ଗାଲିକ୍ୟାମ୍ପ କେନାଲ ବିଭାଗର ମୁଖ୍ୟ  ଅଧିକାରୀ , ଯନ୍ତ୍ରୀ ତଥା ସମସ୍ତ  କର୍ମଚାରୀ  ସକ୍ରିୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like