-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

କନ୍ଧମାଳ ଜିଲ୍ଲାରେ ଅପପୁଷ୍ଟିର ମୁକାବିଲା ଓ ଗଣମାଧ୍ୟମ ସହଯୋଗ ପାଇଁ ଆହ୍ୱାନ

24-Oct-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାରେ ୟୁନିସେଫ୍ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ସହଯୋଗରେ  ଜିଲ୍ଲାରେ ଅତିଶୟ ପୃଷ୍ଟିହୀନ(ସାମ୍ଏସ୍ଏଏମ୍) ପରି ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମିଡିଆ ରାଉଣ୍ଡ୍ ଟେବୁଲ୍‌ର ଆୟୋଜନ କରାଯାଇଥିଲା। କନ୍ଧମାଳର ଜିଲ୍ଲା ପରିଷଦ ସମ୍ମିଳନୀ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧୁ, ନୀତି ନିର୍ମାତା ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ । ଜନସାଧାରଣରେ ସଚେତନ‌ତା ସୃଷ୍ଟି ତଥା ଅଞ୍ଚଳରେ ଅପପୃଷ୍ଟିର ମୁକାବିଲା ପାଇଁ ସମ୍ପ୍ରଦାୟର ଯୋଗଦାନରେ ଗଣମାଧ୍ୟମର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ଲକ୍ଷ୍ୟ ରଖାଯାଇଥିଲା।

    ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଅଧିକାରୀ (ଡିଏସ୍‌ଡବ୍ଲୁଓ) ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ସାମ୍ ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଁ ଇବା ପାଇଁ ଗଣମାଧ୍ୟମର ଏକାନ୍ତ ସହଯୋଗ ଉପରେ ଗୁରୁତ୍ବାରୋପ କରି କହିଥିଲେ କନ୍ଧମାଳ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟଗତ ଆହ୍ଵାନ ମଧ୍ୟରୁ ଅପ‌ପୃଷ୍ଟି ହେଉଛି ଅନ୍ୟତମ। ଭାଗିଦାରୀତା ଏବଂ ସଚେତନତା ମାଧ୍ୟମରେ ଆମେ ଆମ ଜିଲ୍ଲାରେ ଅତିଶୟ ପୃଷ୍ଟିହୀନ(ସାମ୍-ଏସ୍ଏଏମ୍) ରୋଗକୁ ଯଥେଷ୍ଟ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ” ।

       ସାମ୍ପ୍ରଦାୟିକ  ହସ୍ତକ୍ଷେପ, ଅଙ୍ଗନବାଡି କେନ୍ଦ୍ରକୁ ମଜବୁତ କରିବା ଏବଂ ପୋଷଣ କାର୍ଯ୍ୟକ୍ରମଗୁଡିକ ସବୁଠୁ ଅସୁରକ୍ଷିତ ପିଲାମାନଙ୍କ ପାଖରେ ପହଁଞ୍ଚାଇବା  ନିଶ୍ଚିତ କରିବାକୁ ସ୍ଥାନୀୟ ସ୍ବାସ୍ଥ୍ୟ ନେଟୱାର୍କକୁ ବ୍ୟବହାର କରିବା ସହ କନ୍ଧମାଳ ଜିଲ୍ଲାରେ ଅତିଶୟ ପୃଷ୍ଟିହୀନ(ସାମ୍-ଏସ୍ଏଏମ୍) ହ୍ରାସ ପାଇଁ ଉଦ୍ଧିଷ୍ଟ ରଣନୀତି ଉପସ୍ଥାପନ କରି ସେ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି କନ୍ଧମାଳର ପ୍ରତ୍ୟେକ ପିଲା ସେମାନଙ୍କର ଜରୁରୀ ପୁଷ୍ଟିକର ଖାଦ୍ୟ ଏବଂ ଚିକିତ୍ସା ପାଇପାରିବେ । ଆମେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛୁ ଯେ ସାମ୍-ଏସ୍ଏଏମ୍ ଭବିଷ୍ୟତରେ ଆମ ପିଲାମାନଙ୍କ ପାଇଁ ବିପଦ ହେବ ନାହିଁ ।

        ୟୁନିସେଫ୍ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଏହି ଅଧିବେଶନକୁ ଆଗେଇ ନେଇ ଅପ‌ପୁଷ୍ଟି ଏବଂ ସାମ୍-ଏସ୍ଏସ୍ଏମ୍ ପରିଚାଳନା ଉପରେ ଗୁରୁତ୍ବାରୋପ କରି କହିଛନ୍ତି,'ପ୍ରଭାବଶାଳୀ ସାମ୍ ପରିଚାଳନା କ୍ଷୁଧା ଦୂର କରିବା ସହ ସାମଗ୍ରିକ ସ୍ବାସ୍ଥ୍ୟ, ପରିମଳ ଏବଂ ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆଣିବ। ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଜୀବନ ରକ୍ଷା କରିବା ଏବଂ ଭବିଷ୍ୟତ ପାଇଁ ସୁସ୍ଥ, ଶକ୍ତିଶାଳୀ ସମ୍ପ୍ରଦାୟ ଗଠନ କରିବା ଆମର ଲକ୍ଷ୍ୟ। ଏହା କେବଳ ଶାରୀରିକ ସୁସୁତା ପାଇଁ ନୁହେଁ ବରଂ ଜ୍ଞାନର ବିକାଶରେ ମଧ୍ୟ ସହାୟକ ହୋଇଥାଏ, ଯାହା ଏହି ଅଞ୍ଚଳର ଦୀର୍ଘସ୍ଥାୟୀ ସମୃଦ୍ଧିର ଏକ ପ୍ରମୁଖ କାରଣ।"

ସଚେତନ‌ତା ସୃଷ୍ଟି ଏବଂ ସଠିକ୍ ସୂଚନା ପ୍ରଦାନକରିବାରେ ଗଣମାଧ୍ୟମର ଭୂମିକା ଏହି ରାଉଣ୍ଡ ଟେବୁଲ୍‌ର ଏକ ମୁଖ୍ୟ ବିଷୟବସ୍ତୁ ଥିଲା। ୟୁନିସେଫ୍ ପ୍ରତିନିଧୀମାନେ ଅପପୃଷ୍ଟିର ମୁକାବିଲା ପାଇଁ ଦାୟିତ୍ଵପୂର୍ଣ୍ଣ ରିପୋର୍ଟ ଏବଂ ଗଣମାଧ୍ୟମ ଯୋଗଦାନରେ ପରିବର୍ତ ନଶୀଳ ସମ୍ଭାବନା ଉପରେ ଗୁରୁତ୍ବାରୋପ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା ଏବଂ ପ୍ରଶ୍ନ-ଉତ୍ତର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀମାନେ ଅନ୍ତର୍ନିହିତ ସମସ୍ୟା ବିଷୟରେ କହିଥିଲେ ଏବଂ କନ୍ଧମାଳର ଅପପୃଷ୍ଟି ଓ ଶିଶୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆହ୍ବାନ ଉପରେ ଆଲୋଚନା କରିଥିଲେ। ଗଣମାଧ୍ୟମ ପ୍ରତିନିଧୂମାନେ ସଚେତନତା ଅଭିଯାନକୁ ସମର୍ଥନ କରିବା ଏବଂ ସାମ୍ ସମସ୍ୟାକୁ ଜନସାଧାରଣଙ୍କ ପାଖରେ ପହଁଇବାକୁ ପ୍ରାଥମିକତା ଦେବା ପାଇଁ ସେମାନଙ୍କ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।

  ଗଣମାଧ୍ୟମ ରାଉଣ୍ଡ ଟେବୁଲ୍ ଭବିଷ୍ୟତର ପଦକ୍ଷେପ ପାଇଁ ମଧ୍ୟ୍ୟ ସ୍ଥିର କରିଛି, ଯାହାକି କନ୍ଧମାଳରେ ଶିଶୁ ଏବଂ ମା ମାନଙ୍କ ପାଇଁ ନିରନ୍ତର ସ୍ବାସ୍ଥ୍ୟ ଉତ୍ତମ ଫଳାଫଳ ସୃଷ୍ଟି କରିବା ପାଇଁ ବହୁ କ୍ଷେତ୍ର ସହଯୋଗର ଗୁରୁତ୍ବକୁ ଦୃଢ କରିବବୋଲି ଆଶା ପ୍ରକଟ କରାଯାଇଛି | ଦେଖାଯାଉ ୟୁନିସେଫ ଓ ଭାଗିଦାରୀ, ମିଡ଼ିଆର କାର୍ଯ୍ୟକାରୀତା ମାଧ୍ୟମରେ ଜନସାଧାରଣ କେତେ ପରିମାଣରେ ସୁଫଳ ପାଇ ପାରୁଛନ୍ତି ତାହା ଆଗାମୀ ଦିନରେ ହିଁ ଜଣା ପଡିବ  |


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like