-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
ରେଶମ ନଗରୀ ବ୍ରହ୍ମପୁର ସହରରେ ହେବାକୁ ଥିବା ମହାନଗର ପୁସ୍ତକ ମେଳା ନିମନ୍ତେ ଖଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡିଆ ରେ ଭୂମିପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପୁସ୍ତକମେଳା ଆଗାମୀ ନଭେମ୍ବର ୧ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାନଗର ପୁସ୍ତକ ମେଳା କମିଟି ସଭାପତି ଶୁଶାନ୍ତ ଦାସ, ଉପସଭାପତି ନୀହାର ଦାସ, ସମ୍ପାଦକ ଅଜିତ ସାବତ ଙ୍କ ସମେତ ସତ୍ୟମ୍ ଆଚାରୀ ଓ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ଉପସ୍ଥିତି ରେ ଆଜିର ଏହି ଭୂମିପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
(ରିପୋର୍ଟ: ଚନ୍ଦ୍ର ଚୌଧୁରୀ)