-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର)
ଆଜି ଡାବୁଗାଁ ବ୍ଲକରେ ଓଡ଼ିଶା ସରକାର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ପତ୍ର ସଂଖ୍ୟା.୨୧୫୦ ପ୍ରକାରେ ଲୋକ ଯୋଜନା ଅଭିଯାନ-୨୦୨୪ ପାଳନ ପରିପ୍ରେକ୍ଷିରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ ୨୦୨୫-୨୬ ବର୍ଷ ପାଇଁ ବିକାଶ ଯୋଜନା ପ୍ରସ୍ତୁତ ନିମନ୍ତେ ଡାବୁଗାଁ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତର ସଦର ମହାକୁମାରେ ୧୧ ଘଣ୍ଟା ସମୟରେ ଲୋକ ଯୋଜନା ଅଭିଯାନ (PPC) ର ପ୍ରଥମ ଗ୍ରାମସଭା ସଭା ଅନୁଷ୍ଠିତ ହେଲା ଏହି ଗ୍ରାମସଭାରେ ଗ୍ରାମ ପଞ୍ଚାୟତବାସୀ, ସମସ୍ତ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧ୍, ସମସ୍ତ ପଞ୍ଚାୟତ ସ୍ତରୀୟ ବିଭାଗୀୟ କର୍ମଚାରୀ, ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।