-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଖଲିଆପାଲି ସମଲେଶ୍ଵରୀଙ୍କ ଶାରଦୀୟ ଯାତ୍ରା ସମ୍ପନ୍ନ 

17-Oct-2024



ରେଙ୍ଗାଲିକ୍ୟାମ୍ପ/ଅତାବିରା (ଆକାଶ ମିଶ୍ର): ବରଗଡ ଜିଲ୍ଲା  ଅତାବିରା ବ୍ଲକ ଖଲିଆପାଲି ଗ୍ରାମରେ ସମ୍ପନ୍ନ ହୋଇଯାଇଛି  ମାଁ  ସମଲେଶ୍ଵରୀ ଙ୍କ ଶାରଦୀୟ ପୂଜା । ଆଶ୍ୱିନ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଏହି ପୂଜା ପାଇଁ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ମାଁ ଙ୍କ ଷୋଡ଼ଶ ପୂଜା ସହ ବା ମୁଖ୍ୟ ପୂଜା ସହ ଚଣ୍ଡୀପାଠ କରାଯାଇଥିଲା ।ଗାଆଁ ମଝିରେ ଥିବା ବହୁ ପୁରାତନ ବରଗଛ ତଳେ ମାଁ ଙ୍କ ଅlସ୍ଥାନ  କରାଯାଇ ,ପୂଜା ମଣ୍ଡପକୁ ଆଲୋକର  ତୋରଣ ମାଳାରେ ସୁସଜ୍ଜିତ କରି  ମାଁ ସମଲେଶ୍ଵରୀ ଙ୍କୁ ପୂଜା କରାଯାଏ ।ଦୀର୍ଘ ୨୯ ବର୍ଷ ଧରି ଏହି ପୂଜା  ବହୁ ରୀତି ନୀତି ଅନୁଯାୟୀ କରାଯାଇ ଆସୁଅଛି।ଚଳିତ ବର୍ଷ  ପ୍ରକାଶ ମିଶ୍ର ସପତ୍ନିକ  କର୍ତ୍ତା ଦାୟିତ୍ୱରେ ରହିଥିଲେ ।ବାବୁଲାଲ ପାଣ୍ଡିଆ, ଆଲୋକ ପଣ୍ଡିତ,ରତ୍ନାକର ଦେବତା ପ୍ରମୁଖ  ପଣ୍ଡିତ ରୂପେ ବରଣ ହୋଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।ସକାଳ ୮ ଟା ରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ଚଣ୍ଡିହୋମ ଆରମ୍ଭ ହୋଇଥିଲା  ।ଅପରାହ୍ନ ୫ ଟା ରେ ପୂର୍ଣ୍ଣାହୁତି ଦିଆଯାଇ ଆରତୀ ହୋଇଥିଲା । ଏହି ଅବସରରେ ନିକଟସ୍ଥ ଭୂର୍ଶି ପାଲି ଗ୍ରାମରୁ ମଧ୍ୟ ମାଁ  ପୀଠକୁ ପାହୁର ଭାର ପହଞ୍ଚିଥିଲା ।
ସନ୍ଧ୍ୟା ୮ ଟାରେ କର୍ତ୍ତା ଙ୍କ ଘରୁ ଦୁଲୁଦୁଲି ବାଜା ସହ ପାହୁର ଭାର   ଅଣାଯାଇ ଗ୍ରାମ ପରିକ୍ରମା କରି ମାଁ ଙ୍କ ପୀଠରେ ପହଞ୍ଚିଥିଲା ।ଏହାପରେ ମାଁ ସମଲେଶ୍ଵରୀ ଙ୍କ ବଡ଼ ପୂଜା ସହ ମହା ଆରତୀ କରାଯାଇଥିଲା ।ରାତିରେ ମନୋରଞ୍ଜନ ପାଇଁ  ବାଲେଶ୍ଵର ର ତାରିଣୀ  ଗଣନାଟ୍ୟ ପରିବେଷଣ କରାଯାଇ ଥିଲା ।ପର ଦିନ ସକାଳୁ ମାଁ ଙ୍କର ଖଣ୍ଡା କୁ ଗ୍ରାମରେ ବୁଲାଯାଇ ଥାଏ ।ପ୍ରତି ଘରେ ବଡ ଶ୍ରଦ୍ଧାର ସହ ମାଁ ସମଲେଶ୍ଵରୀ ଙ୍କ ଅସ୍ତ୍ର କୁ ତାଙ୍କର ପ୍ରତୀକ  ରୂପେ ପୂଜା କରିଥାନ୍ତି ।ଏହି  ଯାତ୍ରା ରେ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ୍ ଭିଡ଼ ଜମିଥିଲା ।ଦୁଇମାସ ପୂର୍ବରୁ ଏହି ପୂଜା ପାଇଁ  ପ୍ରସ୍ତୁତି କରାଯାଇଥାଏ ।ପୂଜା କମିଟି ର ସଭାପତି ରାଜକୁମାର ଖୁଣ୍ଟୁଲା , ସମ୍ପାଦକ ଉର୍କୁଲୁ ସୁସାରି , ସଭ୍ୟ ନନ୍ଦିଘୋଷ ଦେବତା ,  ରାହାସ ବିହାରି ଦେବତା , ଲଳିତ ମୋହନ ଦେବତା  ,ହଜାରୁ ଦେବତା ,ସଦାନନ୍ଦ ଦେବତା ,,ସରୋଜ ସୁସାରି ,ରାଧା ବଲ୍ଲଭ ଦେବତା ,ମହେନ୍ଦ୍ର ସୁଷାରି,ମୋହନ ଶୁସାରି , ମୋତିଲାଲ୍ ଦେବତା  ଓ ଯାତ୍ରା କମିଟିର ସଭ୍ୟ,ଶମ୍ଭୁ ଭୋଇ,ଗଙ୍ଗାଜଳ ସେଠ୍ ,କିଶୋର ଦେବତା ,ପ୍ରମୋଦ ରାଉତ,ବଳରାମ ଦେବତା ପ୍ରମୁଖ ତଥା ଗ୍ରାମବାସୀଙ୍କ ସହଯୋଗରେ ଏହି ଯାତ୍ରା ସୂଚାରୁ ରୂପେ ସମ୍ପନ୍ନ ହୋଇଛି।  ସେହିପରି ଭାଲୁ ପାଲି, ପରମାନ ପୁର ଆଦି ଗ୍ରାମରେ ମଧ୍ୟ ଯାତ୍ରା ସମ୍ପନ୍ନ ହୋଇଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like