-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ପୁସ୍ତକ "ଔପନ୍ୟାସିକ ବ୍ରଜବିହାରୀ : ଏକ ଅନୁଶୀଳନ" ର ପାଠକାର୍ପଣ ସମାରୋହ

10-Oct-2024



ବଲାଙ୍ଗୀର(ପ୍ରେରଣା ଖବର): ସାମ୍ପ୍ରତିକ ମଣିଷ ଜୀବନ ଏକ ଦୁଃସମୟରେ ତଥା ବିପଦରେ ଯିବାକୁ ଲାଗିଛି। ସେଇ ବିପଥଗାମୀଙ୍କୁ ସଠିକ ପଥ ନିର୍ଦ୍ଦେଶ ସହ ମାନବସମାଜକୁ  ଉଚିତ ଦିଶା ନିର୍ଦେଶ  ଆଜିର ଲେଖକମାନଙ୍କ  କର୍ତ୍ତବ୍ଯ। ତେବେ ଉଚିତ ସାହିତ୍ଯ ହିଁ ସମାଜକୁ ପଥ ପ୍ରଦର୍ଶନ କରିବା ସହ  ସୁସ୍ଥ ସମାଜଗଠନ ପାଇଁ ଅନ୍ବେଷୀ  ହୋଇପାରେ। ବେଦବିଦ୍ବାନ ସାରସ୍ବତ ସାଧକ ବ୍ରଜବିହାରୀ ଥିଲେ ସମାଜ ଅଭିମୁଖୀ ମଣିଷ। ତାଙ୍କର ବହୁ ପାଣ୍ଡୁଲିପି ଅପ୍ରକାଶିତ। ପ୍ରକାଶିତ ପୁସ୍ତକ ଆଲୋଚନାର ଆଧାର ହୋଇପାରିଲେ ତାହା ସମାଜ ପାଇଁ ଏକ ନୂତନ ଦିଗଦର୍ଶନ ଦେଇପାରିବ  ବୋଲି  ଆଜି ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ବେଦବିଦ୍ବାନ ସାରସ୍ବତ ସାଧକ  ବ୍ରଜବିହାରୀଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ମତଦେଇଛନ୍ତି  ବହୁ ବକ୍ତା। ଆଞ୍ଚଳିକ ସମ୍ବାଦର ପ୍ରାୟୋଜନରେ  ସ୍ରୋତସ୍ବତୀ ପ୍ରକାଶନୀ ଦ୍ବାରା ଆୟୋଜିତ  ଏହି ଜନ୍ମଜୟନ୍ତୀ  ଓ ଗବେଷକ ସନ୍ଦୀପ କୁମାର କୁଅଁରଙ୍କ ଗବେଷଣାତ୍ମକ ପୁସ୍ତକ "ଔପନ୍ୟାସିକ ବ୍ରଜବିହାରୀ: ଏକ ଅନୁଶୀଳନ" ର ପାଠକାର୍ପଣ  ଅବସରରେ  ଏହି ମତପ୍ରକାଶ ପାଇଛି। ସୌମ୍ୟା ମଧୁପର୍ଣ୍ଣା  ତ୍ରିପାଠୀଙ୍କ ମନୋଜ୍ଞ ସଂଯୋଜନାରେ ଡକ୍ଟର  ସଂଜୟ କୁମାର ମିଶ୍ରଙ୍କ  ସଭାପତିତ୍ବରେ  ଅନୁଷ୍ଠିତ ଏହି ଜନ୍ମଜୟନ୍ତୀ ପାଳନ ଓ ପୁସ୍ତକ ପାଠକାର୍ପଣ ସମାରୋହରେ ମୁଖ୍ଯ ଅତିଥି ଭାବରେ ବିଶିଷ୍ଟ  ସାରସ୍ବତ ସାଧକ ଭାଷାବିତ୍ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ବରେଣ୍ଯ ଅତିଥି ଭାବରେ ପ୍ରଖ୍ୟାତ ନାଟ୍ୟକାର ନିର୍ଦ୍ଦେଶକ, ଲେଖକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ବ୍ରଜବିହାରୀ ସାହିତ୍ଯ  ବିମୁଗ୍ଧ ପାଠକ କବି ଆର୍ତ୍ତତ୍ରାଣ ବାବୁ ଯୋଗ ଦେଇ "ଔପନ୍ୟାସିକ ବ୍ରଜବିହାରୀ: ଏକ ଅନୁଶୀଳନ" ପୁସ୍ତକକୁ ପାଠକାର୍ପଣ କରି ବ୍ରଜବିହାରୀ ସାହିତ୍ଯର ଏପରି ଆଲୋଚନା କରାଯାଇ ପାରିଲେ ଜ୍ଞାନର ତୁଙ୍ଗ ଶିଖର ବ୍ରଜବିହାରୀ ସାହିତ୍ଯ ଜଗତର ମଙ୍ଗଳକାରୀ ହୋଇପାରିବ ଓ ସମାଜର  ଉପକାର ହେବ ବୋଲି ବକ୍ତବ୍ଯ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ବ୍ରଜବିହାରୀଙ୍କ ସହ ତାଙ୍କର ଘନିଷ୍ଠତା ସମୟର ସ୍ମୃତିଚାରଣ କରିଥିଲେ l ପ୍ରାରମ୍ଭରେ  ଦେବୀ ସମଲେଶ୍ବରୀଙ୍କ ପୂଜାର୍ଚନା ଓ ବ୍ରଜବିହାରୀଙ୍କୁ ପୁଷ୍ପ ଅର୍ଘ୍ୟ ପ୍ରଦାନ ପରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇ ଥିଲେ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର। ଗବେଷକ  ଶ୍ରୀ କୁଅଁର ପୁସ୍ତକ ପ୍ରକାଶନ ଓ ପାଠକୀୟ ଆବଶ୍ୟକତା ସଂପର୍କରେ ବକ୍ତବ୍ଯ ପ୍ରଦାନ କରିଥିବା ବେଳେ  ଧନ୍ୟବାଦ ଅର୍ପଣ କରିଥିଲେ କବି ଜ୍ଯୋତିରଞ୍ଜନ ମିଶ୍ର। କବି ନବୀନ ବିଶ୍ବବନ୍ଧୁ, ଶିକ୍ଷକ  ରଂଜିତ ମିଶ୍ର, କବି ସୁଜିତ ଶତପଥୀ, ଡକ୍ଟର ଜଗନ୍ନାଥ ସାହୁ, ଡକ୍ଟର କୌତୁକ ପନ୍ଦର, ଅରୁଣ ଖୁଆସ, ପଞ୍ଚାନନ ମିଶ୍ର, ଅଭିଜିତ ମେର୍ଲି  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like