-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଦେଶ ସେବା କରି ନିଜ ଗାଁ ମାଟି କୁ ଫେରିଲେ ଲଢୁଆ ପୁଅ ବନମାଳୀ ପଧାନ, ଭାରତ ମାତା କୀ ଜୟ ଧ୍ୱନିରେ କମ୍ପି ଉଠିଲା ମୁରସୁଣ୍ଡି ଗାଁ

05-Oct-2024



ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ୍ ଅନ୍ତର୍ଗତ ମୁରସୁଣ୍ଡି ଗାଁ ର ସୁପୁତ୍ର ବନମାଳୀ ପଧାନ ଦେଶ ସେବା ସାରି ଚାକିରୀରୁ ଅବସର ନେଇ ଘରକୁ ଫେରିବା ପରେ ଦେଶ ମାତୃକାର ଜୟ ଜୟ ଧ୍ୱନିରେ କମ୍ପି ଉଠିଥିଲା ଗାଁ ଦାଣ୍ଡ l ତାଙ୍କୁ ଗ୍ରାମବାସୀ ଙ୍କ ଦ୍ଵାରା ଏପରି ଭଵ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଯାହା ଦେଖି ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା l ବନମାଳୀ ଛୋଟ ବେଳୁ ବହୁତ୍ କଷ୍ଟ ସହିଛନ୍ତି ସେ ପଞ୍ଚମ ପଢ଼ୁଥିବା ସମୟ ରେ ବାପା ସ୍ୱର୍ଗତ ହରିଶ୍ଚନ୍ଦ୍ର ପଧାନ ଓ ମାଆ ସ୍ୱର୍ଗତ  କିଶୋରୀ ପଧାନ ତାଙ୍କୁ ଏକା କରି ଚାଲି ଯାଇଥିଲେ l ବାପା - ମାଆ ଙ୍କୁ ହରେଇ ସତେ ଯେମିତି ତାଙ୍କ ଗୋଡ଼ ତଳୁ ମାଟି ଖସି ଯାଇଥିଲା l ତାଙ୍କ ବଡ ଭାଇ ଯେ କି ସାହାରା ହେବା କଥା ସେ ବି ଜନ୍ମ ରୁ ଅନ୍ଧ ଏବେ ସେ ଆରପାରି ରେ, ପରିବାର ର ବୋଝ ତାଙ୍କ ଉପରେ ପଡ଼ିଲା କାନ୍ଦି କାନ୍ଦି ଦିନ ବିତିଲା l ଅଳ୍ପ ବୟସ ରୁ ବହୁ ସଂଘର୍ଷ କରି ଦାରିଦ୍ର୍ୟ ସୀମାରେଖା ତଳେ ରହି ମଧ୍ୟ ପାଠ ପଢ଼ା ରେ ହାର ମାନି ନ ଥିଲେl ସେ ମେଧାବୀ ଛାତ୍ର ଟିଏ ଥିଲେ। ବନମାଳୀ ଅସୁରମୁଣ୍ଡା ହାଇସ୍କୁଲ୍ ରେ ମାଟ୍ରିକ୍ ପାସ୍ କରିବା ପରେ ଲୋଇସିଂହା କଲେଜ୍ ରେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ, କଥାରେ ଅଛି ଅନାଥ ର ନାଥ ପ୍ରଭୁ ଜଗନ୍ନାଥ ଯାହାକି 2000 ମସିହା ରେ ଭାରତୀୟ ସୈନ୍ୟବାହିନୀରେ ଯୋଗଦେଇ ଦେଶସେବା କରିବା ପାଇଁ ସୁଯୋଗ ପାଇଥିଲେ l ଦୀର୍ଘ 24 ବର୍ଷ ଭାରତ ମାଆ ର ସେବା କରି ସେପ୍ଟେମ୍ବର 30 ତାରିଖ ସୋମବାର ଦିନ ଚାକିରୀ ରୁ ଅବସର ନେଇଥିଲେ ଏବଂ ଗୁରୁବାର ଗାଁ କୁ ଫେରିଥିଲେ l ତାଙ୍କ ବାଟ କୁ ସତେ ଯେମିତି ଚାତକ ପରି ଚାହିଁ ରହିଥିଲେ ଗ୍ରାମବାସୀ l ଜନ୍ମମାଟି ରେ ତାଙ୍କ ପାଦ ପଡ଼ିବା ମାତ୍ରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ଛୁଆ ଠୁ ବୁଢ଼ା ସମସ୍ତେ ପାଛୋଟି ନେଇଥିଲେ l ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ବିଶାଳ ଶୋଭାଯାତ୍ରା  କରାଯାଇଥିଲା l ତାପରେ , ପ୍ରଭୁ ନୃସିଂହ ବାବା ଙ୍କ ପାଖରେ ପୂଜା କରାଯାଇଥିଲା ଏବଂ ପରେ ଗାଁ ର ବିଭିନ୍ନ ପଡ଼ା ବା ସାହି ପରିକ୍ରମା କରି ଥିଲେ l ଅବସର ପ୍ରାପ୍ତ ଯବାନ ଶ୍ରୀ ପଧାନ ଗ୍ରାମରେ ପରିକ୍ରମା କରିବା ସମୟରେ  ଗୁରୁଜନମାନଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ନେଇ ଦେଶ ଓ ମାତୃକାର ଗୌରବମୟ ଗାଥା ଜଣାଇ ଦେଶ ସୁରକ୍ଷା ପାଇଁ ତାଙ୍କର ଅତିବାହିତ ସମୟକୁ ପ୍ରକାଶ କରିଥିଲେ ଏବଂ ମାଟି ମା ସେବା ଓ ଭାରତ ମାତାର ସେବାରେ ଉତ୍ସର୍ଗ ରଖି ଯୁବପିଢି ମାନଙ୍କୁ ଦେଶ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like