-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ଅଧିନସ୍ଥ ବୁର୍ଡl ପଂଚାୟତ ଠାରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଏବିଡିଓ ରାଜେନ୍ଦ୍ର ବାବୁ ସମେତ ଜିପିଓ କିଶୋର ଚନ୍ଦ୍ର ମାନସିଂହ, ସିଡିପିଓ ଗାୟତ୍ରୀ ବାରିକ, ଆର ଆଇ ଆରତୁ ପଟେଲ ଯୋଗ ଦେଇଥିବା ବେଳେ ସରପଞ୍ଚ ସୁଦିପ ସା ଉପସ୍ଥିତ ଥିଲେ l
ହେଲେ ଲୋଇସିଂହା ବିଡ଼ିଓ ଙ୍କ ଅନୁପସ୍ଥିତି ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ l ଆଜି ର ଅଭିଯୋଗ ଶୁଣାଣି ସଚେତନତା ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ 116, ପିଡିଏସ 17, ଅନ୍ୟାନ୍ୟ 70 ସମୁଦାୟ 203 ପଞ୍ଜିକୃତ ହୋଇଥିଲା l