-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ବଲାଙ୍ଗିର: ଆଜି ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ବିଶିଷ୍ଟ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଡାକ୍ତର ଅଶୋକ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅଚ୍ୟୁତାନନ୍ଦ ଉଦ୍ଗାତା, କପିଳ ପତି, ଚୁଡେନ୍ଦ୍ର କୁମାର ବେହେରା, ପ୍ରଦୀପ ପଶାୟତ, ଦୁର୍ଗା ଚରଣ ସାହୁ, ଅରୁଣ ଖୁଆସ, ସୁନାଧର ବନଛୋର, କସ୍ତୁରୀ ରଥ, ମଧୁ ସାହୁ, ଗୋପାଳ ହୋତା ଓ ମଦନ ମୋହନ ରଥ ପ୍ରମୁଖ ତାଙ୍କର ଶୋକ ପ୍ରକାଶ କରି ସ୍ମୃତି ଚାରଣ ପୂର୍ବକ ଆତ୍ମାର ପରମପତି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।