-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||     

HOME   ଜିଲ୍ଲା

ପୁନେ ରେ ନୁଆଁଖାଇ ଭେଟଘାଟ - 2024 ବଡ଼ ଧୂମଧାମ ରେ ପାଳିତ

17-Sep-2024



ମହାରାଷ୍ଟ୍ର, (ପ୍ରେରଣା ଖବର) ଗତ ସେପ୍ଟେମ୍ବର 15 ତାରିଖ ରବିବାର ଦିନ ମହାରାଷ୍ଟ୍ର ର ପୁନେସ୍ଥିତ କଳ୍ପତରୁ ହଲ ୟୁନିଭେର୍ସିଟି ରୋଡ଼ ଠାରେ ନୁଆଁଖାଇ ଭେଟଘାଟ 2024 ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି l ଏହି ପର୍ବ ରେ ରଙ୍ଗ ବେରଙ୍ଗ ର ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସହରରେ ଥିବା ପ୍ରଭାସି ଓଡିଶାବାସି ଏକତ୍ର ହୋଇ ବହୁ ଉଲ୍ଲାସ, ଉଦ୍ଦୀପନା ଓ ହସଖୁସିରେ ନୁଆଁଖାଇ ପାଳନ କରିଥିଲେ l ଏହି ପର୍ବ ରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କୁ ପୂଜାର୍ଚନା କରି ତଥା ଓଡିଶା ରୁ ଆଣିଥିବା ନୂଆଧାନ ର ଭୋଗ ଲଗାଇ ଉପସ୍ଥିତ ଥିବା ସମସ୍ତେ ଭୋଗ ଲଗାଇଲେ l ଦିନ 10 ଟାରୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଏହାପରେ ମହିଳା ମାନେ ସମବେତ ଭଜନ ପରିବେଷଣ କରିଥିଲେ l ଏହାସହ କୁନି କୁନି ପିଲା ଏବଂ ବଡ଼ ମାନଙ୍କ ଦ୍ୱାରା ନାଚ, ଗୀତ ଓ ସଂଗୀତ ପର୍ବ କୁ ଉତ୍ସବମୁଖର କରିଥିଲା l ରୁଣୁଝୁଣୁ କଲାପରିଷଦ, ବଲାଙ୍ଗୀର ର ଢୋଲ, ତାସା, ନିଶାନ ଆଦି ପାଞ୍ଚ ବାଦ୍ୟ ର ତାଳେ ତାଳେ ଉପସ୍ଥିତ ଜନସାଧାରଣ ଙ୍କ ସମ୍ବଲପୁରୀ ନାଚ ଅଦଦ୍ଭୁତ ପରିବେଶ ସୃଷ୍ଟି କରିଥିଲା l ଏହି ମଞ୍ଚ ରେ ଯୋଗଦାନ କରିଥିବା ବ୍ୟକ୍ତିମାନେ ନିଜ ନିଜ ମଧ୍ୟରେ ଭାବର ଆଦାନପ୍ରଦାନ କରିଥିଲେ l କୁନି କୁନି ପିଲାଙ୍କ ଦ୍ୱାରା ପରିବେଷଣ ହୋଇଥିଲା ଚିତ୍ର, ନାଚ, ସଂଗୀତ l ପ୍ରତିଯୋଗିତା ରେ ଭାଗ ନେଇଥିବା କୁନି ପିଲାଙ୍କୁ ପୁରସ୍କାର ବିତରଣ କରାଗଲା l ମଧ୍ୟାହ୍ନ ଅବସରରେ ସୁସ୍ୱାଦିଷ୍ଟ ସୁଦ୍ଧ ଓଡ଼ିଆ ଖାଦ୍ୟ ଯଥା କ୍ଷୀରି, ପୂରୀ, ଲେଥା, କରଡ଼ି ଆମ୍ବିଳା, ଆରିସା, ରସଗୋଲା, କଙ୍କୋଡୋ ଭଜା, ବିରିବରା, ଚଣା ଝୋଳ, ଘୁଘୁନି, ଭାତ, ଡାଲି, ପୋଟଳ କସା ଜନସାଧାରଣ ଙ୍କ ମନ ମୋହି ନେଇଥିଲା l ଓଡ଼ିଆ ବାହାରେ ନୁଆଁଖାଇ ପାଳନ କରିବାରେ ପୁନେ ହେଉଛେ ଦିଲ୍ଲୀ ପରେ ଦ୍ଵିତୀୟ ସହର l 2007 ମସିହାରୁ ଦୀର୍ଘ 18 ବର୍ଷ ଏହି ପର୍ବ ପାଳନ କରି ଆସୁଛନ୍ତି l ନିବେଦିତା, ବନ୍ଦିତା, ଉମାକାନ୍ତ, ବେଣୁଧର, ସ୍ୱାଧୀନ, ନରେନ୍, ପ୍ରତ୍ୟୁଷ, କ୍ରିଷ୍ଣl, ଶିବାଶିଷ, ରବି, ଦିଲୀପ, ଦିଲୀପ ଓ ସରୋଜ ପ୍ରମୁଖ ସଦସ୍ୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ଏହିବର୍ଷ ସୁଚାରୁରୂପେ ପରିଚାଳନା କରିଥିଲେ l ଆହୁରି ଅନେକ ପୁରୁଣା ସଦସ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆସିପାରି ନ ଥିଲେ l କିନ୍ତୁ କାର୍ଯ୍ୟକ୍ରମ ର ସଫଳତା ପାଇଁ ଶୁଭକାମନା ଜଣାଇଥିଲେ l ଏହି ପର୍ବ ରେ ପୂର୍ବ ବର୍ଷ ଅପେକ୍ଷା ପ୍ରବଳ ଜନ ସମାଗମ ହୋଇଥିଲା l ପରିଶେଷରେ ଚାହା ଓ ପକୁଡି ସାଙ୍ଗକୁ ଆମ୍ବଲପୁରୀ ନାଚ, ସଂଗୀତ ଧୁନରେ ସମସ୍ତ ଜନସାଧାରଣ ଝୁମି ଯାଇଥିଲେ l ଭାଇଚାରା ଓ ବନ୍ଧୁତା ବନ୍ଧନ ରେ ବାନ୍ଧି ରଖିଥିବା ଏହିପର୍ବ ପୁନେ ରେ ସଫଳତା ର ସହ ପରିଚାଳନା କରି ଥିବାରୁ ଯୋଗ ଦେଇଥିବା ଜନସାଧାରଣ ଭୂୟାଁସୀ ପ୍ରଶଂସା କରିଥିଲେ l ଏବଂ ଆଗାମୀ ଦିନ ମାନଙ୍କରେ ଓଡିଶା ର ବିଭିନ୍ନ ପର୍ବ ପର୍ବାଣି ପାଳନ କରିବା ପାଇଁ ଇଛାବ୍ୟକ୍ତ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026

You Might Also Like