-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ଭୁବନେଶ୍ବର, (ପ୍ରେରଣା ଖବର ବ୍ୟୁରୋ) ଦେଶରେ ସର୍ବଶ୍ରେଷ୍ଠ ସାଂସଦ 2020 ହେଲେ ଅପରାଜିତା l
ଭୁବନେଶ୍ୱର ର ଲୋକପ୍ରିୟ ସାଂସଦ Aparajita Sarangi ମହୋଦୟା India Post ଏବଂ Fame India ଦୁଇ ଅନୁଷ୍ଠାନର ସର୍ବଭାରତୀୟ ସ୍ତରରେ ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି
ସର୍ବଶ୍ରେଷ୍ଠ ସାଂସଦଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।