-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

*ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା*- ଗୁଣ ସାଗର ଙ୍କ ଗୁଣ ଗାନ କଲେ ଶୁଭେଚ୍ଛୁ ଓ ବକ୍ତା

22-Aug-2024



ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲାର ବମରାଜ ଗାଁ ରେ  ଆଜି ପଣ୍ଡିତ  ସ୍ୱର୍ଗତ ଗୁଣ ସାଗର ପଣ୍ଡା ଙ୍କ ଦ୍ଵାଦଶାହ କାର୍ଯ୍ଯ ରେ ଏକ ସାମୂହିକ ସ୍ମୁତି ସଭା ଅନୁଷ୍ଠିତ ହୋଇ ଯାଇଛି l  ଏହି କାର୍ଯ୍ୟକ୍ରମ ରେ କୋଶଳ ଜ୍ୟୋତିର୍ବିଦ ମହାସଭାର ଅବାହକ ଓ ପରମେଶ୍ଵରୀ ପାଞ୍ଜି ଗଣକ ମେଡେନ କୁମାର ବିଶି ସ୍ୱର୍ଗତ ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ସ୍ମୃତି ଚାରଣ କରିବା ସହିତ ତାଂକ ବିନମ୍ୱ ବ୍ୟବହାର ଓ ପାଣ୍ଡିତ୍ୟ ର ଗୁଣ ଗାନ କରି ଶ୍ରୀ ପଣ୍ଡା ଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିଥିଲେ । ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ସ୍ୱଚ୍ଛ ଭାରତ ସଂଗଠନ , ପତଞ୍ଜଳି ଯୋଗ ସମିତି,  ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ଶ୍ରୀ ଗୋପାଳ ଜୀ ତଦିତ ଶ୍ଵାସ ମନ୍ତ୍ର ଯୋଗଳୟ , ଜିଲ୍ଲା କ୍ରିକେଟ ସଂଘ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ, ରକ୍ତ ଦାତା ସଂଘ, ଫରେଷ୍ଟ ପାର୍କ ମର୍ଣୀଙ୍ଗ ୱାକର୍ସ ସଂଘ, ସୋନପୁର କଲେଜ୍ ଏନ୍ ସି ସି, ଆର୍ ଏସ ଏସ, ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ଜିଲ୍ଲା ର ଅନେକ ସାମାଜିକ ସଂଗଠନ ର ଶହ ଶହ କର୍ମକର୍ତ୍ତା ଯୋଗ ଦେଇ ଏହି ସ୍ମୃତି ସଭା ରେ ଶ୍ରୀ ପଣ୍ଡା ଙ୍କ ଅମର ଆତ୍ମା ଶାନ୍ତି ସଦଗତି କାମନା କରି  ଶ୍ରୀ ପଣ୍ଡା କେବଳ ଯେ ଜଣେ ଆଦର୍ଶ ଶିକ୍ଷକ ନ ଥିଲେ , ସେ ଜଣେ ଉଚ୍ଚ କୋଟୀର ଜ୍ୟୋତିର୍ବିଦ ଭାବେ ସମଗ୍ର ପଶ୍ଚିମ ଓଡ଼ିଶା ରେ ଖ୍ୟାତି ଲାଭ କରିଥିଲେ ଓ ପାତାଳୀ ଶ୍ରୀକ୍ଷେତ୍ର ର ନୀତି ନିର୍ଘଣ୍ଟ ନିର୍ଭୁଲ ଗଣନା କରି ଦେବ ନୀତି ପରିଚଳନା ରେ ନିଷ୍ଠା ର ସହ ସହଯୋଗ କରି ଆସୁଥିଲେ ବୋଲି ସ୍ମୃତି ସଭାରେ ବକ୍ତା ମାନେ ମତ ରଖିଥିଲେ l ମହା ନଦୀ ବା ମହା ସାଗର କୁ ଯେମିତି ମାପି ହୁଏନି ଶ୍ରୀ ଗୁଣ ସାଗର ପଣ୍ଡା ଙ୍କ ଅଗାଧ ଗୁଣ ଓ ଅମାପ ପାଣ୍ଡିତ୍ୟ କୁ ମାପିବା ଅସମ୍ଭବ ଥିଲା ବୋଲି ଉପସ୍ଥିତ ଜ୍ୟୋତିର୍ବିଦ, ବୁଦ୍ଧିଜିବୀ,  ସାମ୍ୱାଦିକ , ଆଇନ୍ ଜିବୀ,  ସମାଜ ସେବୀ, ଶିକ୍ଷକ , ରାଜ ନେତା ସ୍ମୃତି ସଭାରେ ସ୍ମୁତି ଚାରଣ କରିଥିଲେ l ଏହି  ସଭା ରେ ପଣ୍ଡିତ ମହାସଭା ର ମେଡେନ୍ କୁମାର ଵିଶି, ଯୋଗିନ୍ଦ୍ର ହୋତା , ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, କଳା କାହୁଁ ଦାଶ, ନିରଞ୍ଜନ ତ୍ରିପାଠୀ, ସ୍ବଚ୍ଛ ଭାରତ ସଂଗଠନ ସଭାପତି ସୟଦ୍ ଅଲିମୁଲ ଇସଲାମ, ଯୋଗୀ ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପ୍ରଦୀପ ପୁରୋହିତ, ଶିକ୍ଷାଧିକାରୀ ପ୍ରତାପ ଦାଶ ,  ପଠାଣ ପଣ୍ଡା, ହରିହର ଶତପଥି, ଗରିବ ଲୋଇ,  ଗୋପାଳ ନେଗୀ, ଅଧ୍ୟାପକ ମଦନ ସୁନ୍ଦର କ୍ଷେତି, ଲଡ଼ୁ କିଶୋର ମଲ୍ଲିକ, ରବୀନ୍ଦ୍ର ଜେନା, ରାଜ କିଶୋର ତ୍ରୀପାଠୀ, ପୀତାମ୍ବର ମହାପାତ୍ର, , ସଞ୍ଜୟ ସାହୁ, ରଞ୍ଜନ ବାରିକ୍, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ମଞ୍ଜୁଶ୍ରୀ ଭୂୟାଁ, ରୁଚିକା ମାଝୀ, ସବିତା ପଟ୍ଟନାୟକ ପ୍ରମୁଖ ଜିଲ୍ଲା ର ବହୁ ନେତ୍ରୁ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଏଠାରେ ଯୋଗ ଦେଇ ଶ୍ରୀ ପଣ୍ଡା ଙ୍କ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l  ଏ ଅଞ୍ଚଳ ର ବିଶିଷ୍ଟ ପଣ୍ତିତ କାମପାଳ ନାୟକ,ରାମକୃଷ୍ଣ ପଣ୍ଡା 
ଵଳରାମ ପୁରୋହିତ , ସନ୍ତୋଷ କୁମାର ପୁରୋହିତ,ଉପେନ୍ଦ୍ର ଚାନ୍ଦ, ଯୋଗେଶ୍ଵର ପୁରୋହିତ ,  ପଣ୍ଡିତ ପ୍ରକାଶ ପୁଝାରୀ ଏହି  ସଭା ରେ ଉପସ୍ଥିତ ଥିଲେ। ଶ୍ରୀ ପଣ୍ଡl ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା କାଲି ଠାରୁ ସାମୂହିକ ଗୀତା ପାଠ, ବିଷ୍ଣୁ ସହସ୍ର ନାମ ଓ ମାନବୀୟ ସେବାର ପ୍ରତୀକ ରକ୍ତ ଦାନ ଶିବିର ର ମଧ୍ୟ ଅୟୋଜନ କରଯାଇଛି ବୋଲି ସମାଜସେବୀ ମନୋଜ ପଣ୍ଡା  ସ୍ଵର୍ଗତ ପଣ୍ଡା ଙ୍କ ପରିବାର ତତଫରୁ ସୁଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like