-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ରାଜ୍ୟ

ବସନ୍ତପୁରବାସୀ ଙ୍କୁ ତାଙ୍କ ପୈତୃକ ଜମି ଫେରେଇବା ଦାବୀ ଜଣାଇ ଲେ ମୁଖ୍ୟମନ୍ତ୍ରୀ ଙ୍କୁ ରେଙ୍ଗାଲି ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ

10-Aug-2024




 
    ଭୁବନେଶ୍ୱର/ସମ୍ବଲପୁର:(ସଂଜୀବପାଣିଗ୍ରାହୀ)  - *ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଅଧିଗୃହିତ ହୋଇଥିବା ଜମି ରୁ ଉପଯୋଗ ହୋଇ ନଥିବା ଜମି କୁ ଲୋକଙ୍କୁ ଫେରେଇ ଦେବା ପାଇଁ ସରକାର ଙ୍କୁ ପୁନଃ ଦାବୀ କଲେ ପୂର୍ବତନ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଧନକଉଡା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତବାସୀ ଙ୍କ ଦୀର୍ଘ ବର୍ଷ ର ଦାବୀ କୁ ପୂରଣ କରିବା ପାଇଁ ଅନୁରୋଧ କଲେ ପୂର୍ବତନ ବିଧାୟକ । ବିଜେପି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଠାରୁ ମିଳିଥିବା ସୂଚନା ମୁତାବକ.....*
       ପୃଥିବୀର ଦୀର୍ଘତମ୍ ହୀରାକୁଦ ମାଟିବନ୍ଧ ଯୋଜନାରେ ହୀରାକୁଦ ଜଳଭଣ୍ଡାର ର ନିର୍ମାଣ କାର୍ଯ୍ୟ ସମୟରେ ସରକାର ୧୯୪୬ ମସିହାରେ ପ୍ରସ୍ତାବିତ ଚିପିଲିମା ସବସିଡ଼ିଆରି ରିଜର୍ଭର ସ୍ଥାପନ ପାଇଁ ବସନ୍ତପୁର ପଞ୍ଚାୟତ ର ୬ଟି ମୌଜାର ୭ହଜାର ୫ଶହ ଏକର ଜମିକୁ ଶାଗମାଛ ମୂଲ୍ୟ ରେ ଅଞ୍ଚଳ ର ଚାଷୀମାନଙ୍କ ଠାରୁ ଅଧିଗ୍ରହଣ କରିଥିଲେ l କେବଳ ବସନ୍ତପୁର ମୌଜା ରୁ ୨୭ଶହ ଏକର ଜମି ଅଧିଗୃହିତ ହୋଇଥିଲା l ତେବେ ୧୯୫୨ମସିହାରେ ନିଷ୍ପତ୍ତି ପରିବର୍ତ୍ତନ କରି ସରକାର ବନ୍ଧ ବଦଳରେ ଚିପିଲିମା ରେ ୫ଶହ ଏକର ଜମିରେ ପାୱାର କେନାଲ ନିର୍ମାଣ କରିଥିଲେ l ବିହାର ଓ ଓଡ଼ିଶା ଜମି ଅଧିଗ୍ରହଣ ମେନୁଆଲ ୧୯୨୯ ଅନୁସାରେ ଅବ୍ୟବୃହୁତ ଅବଶିଷ୍ଟ ୭ହଜାର ଏକର ଜମିକୁ ସରକାର ଫେରସ୍ତ କରିବା କଥା କିନ୍ତୁ ତଥା ତାହା କରା ଯାଇନାହିଁ ।
      ଉକ୍ତ ଜମିରୁ ଏସ.ଏଲ.ବି ଫାର୍ମ କୁ ୩ହଜାର ୫ଶହ ଏକର, କେନ୍ଦ୍ରୀୟ ଗୋ ପ୍ରଜନନ ଫାର୍ମ କୁ ୧ହଜାର ୪ଶହ ଏକର, କୃଷି ଗବେଷଣା କେନ୍ଦ୍ର ଓ କୃଷି ମହାବିଦ୍ୟାଳୟ କୁ ୮ଶହ ଏକର, ମତ୍ସ୍ୟ ଜାଅଁଳା ଉତ୍ପାଦନ କେନ୍ଦ୍ର କୁ ୫ଏକର ପ୍ରଦାନ କରାଯାଇଥିଲା l ଏହା ପରେ ମଧ୍ୟ ବହୁଜମି ଅବ୍ୟବହୃତ ହୋଇ ପଡିଥିବା ବେଳେ ବର୍ତ୍ତମାନ ବସନ୍ତପୁର ପଞ୍ଚାୟତ ର ଗଡ଼ମୁଣ୍ଡା, ରେଙ୍ଗାଳିପାଲି, ସତୀଯୋର ଓ ତାଳପଦର ଗ୍ରାମର ସମୁଦାୟ ଚାଷୀମାନେ ମିଶି ପ୍ରାୟ ୮ଶହ ଏକର ରୁ ଉର୍ଦ୍ଧ ଜମି ଦଖଲ କରି ଚାଷ କରିଆସୁଛନ୍ତି l କିନ୍ତୁ ରାଜସ୍ବ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରତି ୬ମାସରେ ଥରେ କାରଣ ଦର୍ଶାଅ ନୋଟିସ ଜାରି କରି ଜରିମାନା ଆଦାୟ କରାଯାଉଛି l ସମସ୍ୟାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ l ଏହି କାରଣରୁ  ସରକାର ଜମି ଅଧିଗ୍ରହଣ କରିଥିବାରୁ ପ୍ରତିବର୍ଷ ଚାଷୀ ପଞ୍ଜିକରଣ ରେ ବାଧା ସୃଷ୍ଟି ଓ ଟୋକାନ ସମସ୍ୟା ଏହି ଅଞ୍ଚଳ ରେ ଲାଗିରହିଛି ।
       ଏଣୁ, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚାରଣ ମାଝୀ ଙ୍କୁ ପୂର୍ବତନ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକ ଦାବୀ କରିଛନ୍ତି ଯେ....
    *ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଅଧିଗୃହିତ ହୋଇଥିବା ଜମି ରୁ ଉପଯୋଗ ହୋଇ ନଥିବା ଜମି କୁ ଲୋକଙ୍କୁ ଫେରେଇ ଦିଆଯାଉ । ମୁଁ ଆଗରୁ ବି ଏଇ ପ୍ରସଙ୍ଗ ବିଧାନସଭା ରେ ଉତ୍ଥାପନ କରି ସାରିଛି । ମାନ୍ୟବର ବାଚସ୍ପତି ରାଜସ୍ବ ମନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରକଳ୍ପ ର ବଳକା ଜମି ସବୁକୁ ଜମି ମାଲିକ ମାନଙ୍କୁ ଫେରାଇ ଦେବାର ପ୍ରକ୍ରିୟା ଆରମ୍ଭ କରି ଯଥା ଶୀଘ୍ର ଲୋକଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରନ୍ତୁ । କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାର ଦୃଶ୍ୟପଟ ସାମ୍ନା କୁ ଆସୁ ନାହିଁ । ଏଣୁ, ଯଥା ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପୁନର୍ବାର ନିର୍ଦ୍ଦେଶ ଦିଆଯାଉ । ଏହା ସହିତ ଖାଦ୍ୟ ଓ ଯୋଗଣ ମନ୍ତ୍ରୀ ଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରନ୍ତୁ ଯେ ଯେ ପର୍ଯ୍ୟନ୍ତ ଲୋକଙ୍କୁ ଜମି ଫେରାଇ ଦିଆ ନ ଯାଇଛି ସେତିକି ଦିନ ଯାଏଁ ଯେମିତି ପୁର୍ବ ବର୍ଷ ମାନଙ୍କରେ ସେ ଜମି ଗୁଡିକରୁ ଉତ୍ପାଦିତ ଧାନ କିଣୁ ଥୁଲେ ତାହା ସେହି ପ୍ରକ୍ରିୟା ରେ କିଣନ୍ତୁ ।*


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like