-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ କୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦୀର୍ଘ ସମୟ ଧରି ଆଲୋଚନା    (11-May-2026)       ||      ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   (11-May-2026)       ||      କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||     

HOME   ରାଜ୍ୟ

ମଦ ଓ କ୍ରୋଧ ପରେ ଘଟିଲା ଗୁଳିକାଣ୍ଡ ଅପରାଧ- ତୃତୀୟ ବ୍ୟକ୍ତି ର ନାହିଁ ଦୋଷ - ଏ କଥା ଆଇ ଜି ଓ ଏସପି କଲେ ସାମ୍ୱାଦିକ ସମ୍ମିଳନୀରେ ପର୍ଦ୍ଦାଫାଶ: ଏ କଥା କିନ୍ତୁ ମୃତକଙ୍କ ମା ବାପା କରି ପାରୁ ନାହାଁନ୍ତି ବିଶ୍ୱାସ

08-Aug-2024



ସୋନପୁର(ମନୋରଞ୍ଜନତ୍ରିପାଠୀ):  ଅତ୍ୟଧିକ ମଦ୍ୟପାନ କରି ନିଜ ମସ୍ତିଷ୍କ ର ଭାରସାମ୍ୟ ହରାଇ ନିଜେ ଗୁଳି ଫୁଟାଇ ଥିଲେ ମୃତକ ପି ଏସ ଓ ମନୋଜ୍ l  ପ୍ରଥମେ କାକା ପୁଅ ଭାଇ ଶେଷଦେବକୁ ବାଜିଥିଲା ଗୁଳି ପରେ ପିଏସଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ବିଷୟ ଆଇଜି ଙ୍କ ଆଗରେ ସ୍ପଷ୍ଟ କଲେ ସୋନପୁର ଏସପି ୟସ ପ୍ରତାପ ଶ୍ରୀମାଲ l ସାମ୍ୱାଦିକ ସମ୍ମିଳନୀରେ ସମ୍ୱଲପୁର ଆଇଜି ହିମାଂଶୁ ଲାଲଙ୍କ ଉପସ୍ଥିତିରେ ଚୁଲିମାଲ ଗାଁ ର ଗୁଳିକାଣ୍ଡ  ଘଟଣାର ଏସପି କଲେ ପର୍ଦ୍ଦାଫାଶ l
282 କେଶ୍ ନମ୍ୱର୍ ରେ ୧୭ ଜଣଙ୍କ ସାକ୍ଷ ଗ୍ରହଣ କରି ତଦନ୍ତ କରିଥିଲା ଜିଲ୍ଲା ପୋଲିସ ଓ ସାଇଣ୍ଟୀଫିକ ଟିମ୍ । ଆଉ ଆଇ ଜି ଙ୍କ ତତ୍ତ୍ଵl ବଧlନ ରେ ଜାରି ରହିଥିଲା ଏ ସବୁ ତଦନ୍ତ l ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ଓ ପି ଏମ ରିପୋର୍ଟ ଆସି ନ ଥିବା ସୂଚନା ଦେଇଛି ପୋଲିସ l  ସୂଚନା ଅନୁସାରେ ଗତ ୬ ତାରିଖରେ ବିନିକା ଥାନା ଚୁଲିମାଲ୍ ଗାଁରେ ଘଟିଥିଲା ଅଘଟଣ । ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ମନୋଜ ଝାଙ୍କର ଚୁଳିମାଲ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରି ଭୋଜି ଭାତ କରି ଥିଲେ। ଅତ୍ୟଧିକ ନିଶା ହୋଇଥିବାରୁ ସାଙ୍ଗରେ ଥିବା ତାଙ୍କ କକା ପୁଅ ଭାଇ ଶେଷଦେବ ମନୋଜଙ୍କ ସର୍ଭିସ୍ ରିଭଲଭର୍ ଛଡ଼ାଇ ନେଇ ପ୍ରଥମେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାକୁ ଦେଖି ମନୋଜ ତାଙ୍କଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ ଓ ସର୍ଭିସ୍ ପିସ୍ତଲ୍ ରୁ ଫାଙ୍କା ଗୁଳି ଚାଳନା ହେଲେ ବି ମୋ ପାଇଁ ଏହା ଆଇନ୍ ଅନୁଯାୟୀ ଦଣ୍ଡ ବିଧାନ ହେବ ବୋଲି ଉତ୍ୟକ୍ତ ହୋଇ ମସ୍ତିଷ୍କ ଭାରସାମ୍ୟ ହରାଇ ମନୋଜ୍ ଶେଷ ଦେବ କୁ  ଗୁଳି କରି ନିଜେ ନିଜ କୁ ମଧ୍ୟ ମୁଣ୍ଡ ରେ ଗୁଳି କରି ଦେଇଥିଲେ l ଏ ଘଟଣା ପରେ ସାଙ୍ଗ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଥିବା ଜଣା ଯାଇଛି l ପାଞ୍ଚ ବର୍ଷ ଟ୍ରେନିଂ ପରେ ପି ଏସ ଓ ଭାବେ ଏ ବର୍ଷ ନିଯୁକ୍ତି ପାଇଥିବା କଥା ଏସପି ପ୍ରକାଶ କରି ଥିଲେ l ଏବଂ ଭାଈ କୁ ଗୁଳି କଲା ପରେ ନିଜ ସମାଜର ଭୟ ଚାକିରୀ ରୁ ଡିସ ମିସ୍ ଭୟ ରେ ଭାବ ପ୍ରବଣ ହୋଇ ନିଜ ମନର ମସ୍ତିଷ୍କର ନିୟନ୍ତ୍ରଣ ହରlଇ ଶେଷରେ ନିଜେ ନିଜ ମୁଣ୍ଡ ରେ ଗୁଳି କରି ମରି ଥିଲେ ମନୋଜ୍ ପି ଏସ ଓ l ଘଟଣାସ୍ଥଳରେ ନଅ ଏମ ଏମ ର ପିସ୍ତଲ, ଭୋଡକl ବ୍ରାଣ୍ଡ ମଦ ବୋତଲ , କିଛି ସ୍ନାକ୍ସ, ଦୁଇ ହଳ ଚପଲ , ସାତୋଟି ଖୋକା ପୋଲିସ ଜବତ କରିଥିବା ବେଳେ ପିସ୍ତଲ୍ ର ଆଉ ଗୋଟେ ଖୋକl ଏବେ ସୁଦ୍ଧା ମିଳି ନ ଥିବା ସୁଚନା ମିଳିଛି l ମୃତ ଉଭୟ ଭାଈ ନିଷ୍କଳଙ୍କ ଥିବାରୁ କାହା ସହିତ ଆଦୌ ଶତ୍ରୁତା ନଥିବାରୁ ପୋଲିସ ର ଏ ତଦନ୍ତ କୁ ରିପୋର୍ଟ କୁ କିନ୍ତୁ ବିଶ୍ୱାସ କରି ପାରୁ ନାହାଁନ୍ତି ଉଭୟ ମୃତକ ଙ୍କ ମାଆ ବାପା l ଓ ବିଭିନ୍ନ ମିଡିଆରେ କାଲି ପ୍ରକାଶ କରିଛନ୍ତି l ପୋଲିସ ରିଭଲଭର୍ ଧରି ନିଜ ଗାଁ କୁ ଯାଇ କାହିଁକି ଭୋଜି ଭାତ ମଦରେ ଚୁର ମାର ହୋଈ ଥିଲା ମନୋଜ୍ l ଏବଂ ଏ ମୃତ୍ୟୁ ଘଟଣା ଓ ଏଥିପାଇଁ  ଦାୟୀ କିଏ ?  ଏବେ ଏଥିପାଇଁ ସାଧାରଣ ଲୋକେ ଜିଲ୍ଲା ପୋଲିସ ଓ ବିଧାୟକ ଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    11-May-2026
  ଜିଲ୍ଲା  
ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ କୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦୀର୍ଘ ସମୟ ଧରି ଆଲୋଚନା   11-May-2026
  ଜିଲ୍ଲା  
ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   11-May-2026
  ରାଜ୍ୟ  
କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   11-May-2026
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026

You Might Also Like