-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
05-Aug-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁ ୨୭ ଜଣିଆ ମିଶନ ଶକ୍ତି ଏକ ଦଳ ତାମିଲନାଡୁ ଗସ୍ତ କରିଛନ୍ତି। ଏହି ଦଳ ମିଶନଶକ୍ତି ରେ ମହିଳାଙ୍କ ସଫଳତା ଏବଂ ଆର୍ଥିକ ମାନଦଣ୍ଡ ରେ ଉନ୍ନତି, ଆତ୍ମନିର୍ଭରଶୀଳ ହେବା ନେଇ ସଚେତନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏହି ଦଳରେ ମହିଳା ମାନେ ଯାଇଥିବା ବେଳେ ସତ୍ୟନାରାୟଣ ବେହେରାଙ୍କ ଝିଅ ଯାଇଥିଲେ। କୌଣସି କାମ ନେଇ ବେହେରା ରାମନାଥପୁରମ ଠାରେ ଓହ୍ଲାଇ ଥିବା ସହ ଚଢିବା ରେ ହେଉ ତାଙ୍କ ରେଳ ଦୁର୍ଘଟଣା ହୋଇଥିଲା। ରାମନାଥପୂରମ ରେ ପଡ଼ିଯାଇଥିଲି।କର୍ଲାକୋଟର ସତ୍ୟନାରାୟଣ ବେହେରାଙ୍କ ଦୁର୍ଘଟଣା ରେ ଆହତ ହୋଇଥିଲେ। ତାଙ୍କ ପ୍ୟାକେଟରୁ କୃଷି ଶକ୍ତି ସଙ୍ଗଠନ ଆବାହକ ସଂଜୟ ତିୱାରୀ ଙ୍କ ନାମ, ମୋବାଇଲ୍ ନମ୍ୱର୍ ଦେଖି, ଷ୍ଟେସନ୍ ମାଷ୍ଟର ତିୱାରୀଙ୍କୁ ସୂଚିତ କରି ଘଟଣା ସମ୍ପର୍କରେ ତାଙ୍କ ପରିବାର ଙ୍କୁ ସୂଚନା ଦେବା ସହ ଏହି ଦଳକୁ ମଧ୍ୟ ସୂଚିତ କରିଥିଲେ। ରେଳ ବିଭାଗ ପକ୍ଷ ରୁ ଆହତ ସତ୍ୟନାରାୟଣ ବେହେରା ଚିକିତ୍ସା କରିଥିଲା ଦଳର ମୁଖ୍ୟ ହରକ ରାମ ସାହୁ ଘଟଣା ସ୍ଥଳରେ ପହଞ୍ଚିଲେ। ତାଙ୍କ ଉଚ୍ଚ ଚିକିତ୍ସା ପାଇଁ ମଦୁରାୟୀ ଠାରେ ତାଙ୍କୁ ଭର୍ତ୍ତି ହୋଇ ଚିକିତ୍ସିତ ଜାରିଅଛି।ଜିଲ୍ଲାପାଳ ଘଟଣା ଉପରେ ନଜର ଅଛି।