-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ବନ୍ଦ ହୋଇଯିବ ସର୍ବ ପୁରାତନ ସରକାରୀ ପ୍ରେସ ? ରାଜ୍ୟ ସରକାର ଓଡିଶା ଅସ୍ମିତାକୁ ସୁରକ୍ଷା ଦେବା ଦାବି

04-Aug-2024



ବଲାଙ୍ଗୀର// ବଲାଙ୍ଗିର ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ନରେନ୍ଦ୍ର କବାଟ, ଦେବାଳୟ ସୁରକ୍ଷା କମିଟିର ପ୍ରଶାନ୍ତ ମହାକୁର, ଯୁବ କୁଲତା ସମାଜର ରିଙ୍କୁ ସାହୁ, ଶମ୍ଭୁ ଶତପଥି, ଜୟକୃଷ୍ଣ ମିଶ୍ର ସର୍ବ ପୁରାତନ ପାଟଣା ଶାସନର ଦୋଳଗଞ୍ଜନ ପ୍ରେସ ସୁରକ୍ଷା ପାଇଁ ବିଭାଗ ସହିତ ଆଲୋଚନା କରିଥିଲେ । ବିଭିଗର ବସନ୍ତ ବେହେରା ଇନଚାର୍ଜ ସହ ବିଭିନ୍ନ ଆଲୋଚନା କରିଥିବା ବେଳେ ଆଗାମୀ ୧୨ ତାରିଖ ଦିନ ଉପ-ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ଗସ୍ତ ସମୟରେ ଦାବି ଉପସ୍ଥାପନ କରିବେ ଏବଂ ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଦାବି ଉପସ୍ଥାପନ କରିବେ ବୋଲି କମିଟି ନିଷ୍ପତ୍ତି ନେଇଛି ।
    ଅବହେଳିତ ଅବସ୍ଥାରେ ରାଜା ଅମଳର ଛାପାଖାନା । ବଲାଙ୍ଗିର ର ଦଳଗଞ୍ଜନ ମୁଦ୍ରଣ କେନ୍ଦ୍ର ବା ପ୍ରେସ ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି । ଦିନେ ସରକାର ଓ ଲୋକଙ୍କୁ ସେବା ଦେଉଥିବା ଏହି ପ୍ରେସ ଏବେ ଇତିହାସ ପାଲଟି ଯିବାକୁ ବସିଛି । ଜିଲ୍ଲାରେ କଳାକାରଖାନା ନ ଥିବା ବେଳେ ଯାହା କିଛି ଥିଲା ତାହା ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି । ସରକାରଙ୍କ ଆନ୍ତରିକତା ଅଭାବରୁ ଏଭଳି ଘଟୁଥିବାର ଘଟୁଥିବାର ଅଭିଯୋଗ ହୋଇଆସୁଛି । ଦଳଗଞ୍ଜନ ମୁଦ୍ରଣ କେନ୍ଦ୍ରକୁ ପାଟଣା ମମହାରାଜ ପୃଥ୍ୱୀରାଜ ସିଂଦେଓ ୧୯୧୩ ମସିହାରେ ସ୍ଥାପିତ କରିଥିଲେ । ପ୍ରେସର ନାମକରଣ ନିଜ ବାପା ଦଳଗଞ୍ଜନଙ୍କ ନାଁରେ ନାମିତ କରିଥିଲେ । ତେବେ ସେ ସମୟରେ ରାଜୁଡା ଶାସନ ପାଇଁ ସବୁ ଛପା କାମ ଏହି ପ୍ରେସରେ ହୋଇଆସୁଥିଲା । ସେପଟେ ଭାରତ ସ୍ୱାଧୀନ ହେବା ପରେ ପାଟଣା ରାଜ୍ୟ ଓଡିଶାରେ ମିଶିଥିଲା ଏବଂ ଏହି ପ୍ରେସ ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା । ସେ ସମୟରେ ଓଡିଶାର ସବୁ ଜରୁରୀ ସରକାରୀ କାଗଜପତ୍ର, ବହି ଏଠୁ ଛପା ହେଉଥିବା ବେଳେ ୬୨ ଜଣ କର୍ମଚାରୀ କାମ କରୁଥିଲେ । ଏହି ପ୍ରେସ ଜିଲ୍ଲା ଗୌରବ ଆଣିଥିଲା । ହେଲେ ଏବେ ଏହି ପ୍ରେସ ଘୋର ଅବହେଳିତ ଅବସ୍ଥାରେ ଅଛି । ଏଠାକାର ସବୁ କୋଠା ଘର ଭୁଷୁଡି ପଡିଥିବା ବେଳେ ଏହା ଭୂତକୋଠି ପାଲଟିଛି । ଅଳ୍ପ କେତେକ କର୍ମଚାରୀ ଅଛନ୍ତି ଓ ସେମାନେ ଅତି ବିପଦ ସଂକୁଳ ଅବସ୍ଥାରେ କାମ କରୁଛନ୍ତି  ଏବଂ ଏହି କର୍ମଚାରୀ ଘର ଦିର୍ଘ ବର୍ଷ ହେବ ବ୍ୟବହାର ପାଇଁ ଅଯୋଗ୍ୟ ବିପଦଶଙ୍କୁଳ ଅବସ୍ଥାରେ ଏଠାକାର କାମ କରୁଛନ୍ତି । ପ୍ରେସରେ ଥିବା ଛପା ମେସିନ ଓ ଅନ୍ୟାନ୍ୟ ମେସିନ ପୁରୁଣା ଓ ଅଯୋଗ୍ୟ ହୋଇ ପଡିଥିବାରୁ ଗତ ୬ ମାସ ତଳେ ସବୁ ପୁରୁଣା ମେସିନକୁ କବାଡିକୁ ହସ୍ତାନ୍ତର କରିଦେଇଥିବେ ପୂର୍ବ ସରକାର ରେ ଥିବା ବିଭାଗୀୟ ଯନ୍ତ୍ରୀ । ବଲାଙ୍ଗିର ବୁଦ୍ଧିଜିବି ଦାବି କରିଆସିଛନ୍ତି ଯେ ଓଡିଶା ସରକାର ଏବେ ଓଡିଶା ଅସ୍ମିତା କୁ ସୁରକ୍ଷା ଦେବା ପାଇଁ ବଜେଟ ହୋଇଥିବା ବେଳେ ଏହି ସରକାରୀ ପ୍ରେସ କୁ ଏବେ ଦୃଷ୍ଟି ଦେବା ପାଇଁ ଦାବି କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like