-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||     

HOME   ରାଜ୍ୟ

ନା ଥିଲା ରେଜିଷ୍ଟ୍ରେସନ୍, ନା ଲାଇସେନ୍ସ, ନା ଇନସୁରାନ୍ସ; ଜବତ ହେଲା ସ୍କୁଲ ବସ୍ ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍

31-Jul-2024



ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳ): ଥିଲା ରେଜିଷ୍ଟ୍ରେସନ୍, ନା ଲାଇସେନ୍ସ, ନା ଇନସୁରାନ୍ସ; ଜବତ ହେଲା ସ୍କୁଲ ବସ୍ ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍‌ର କରାଯାଉଛି ଯାଞ୍ଚ ।
ଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍‌ର କରାଯାଉଛି ଯାଞ୍ଚ । ବିଶେଷ ଭାବେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକୁ ପରିବହନ ବିଭାଗର ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ତେବେ ଆଜି ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଅ।ଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡିଛି ।ଯାଞ୍ଚ ସମୟରେ ବସର ପରମିଟ୍, ଟ୍ୟାକ୍ସ, ଇନସୁରାନ୍ସ, ଫିଟନେସ ନଥିବାରୁ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କାର ଚାଲାଣ କାଟିଛି ସୁନ୍ଦରଗଡ଼ ପରିବହନ ବିଭାଗ । ସୁନ୍ଦରଗଡ଼ ଭବାନୀପୁରରେ ଥିବା କ୍ରୀଡା ଛାତ୍ରାବାସରେ ରହି ସ୍ଥାନୀୟ ଟାଉନ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରମାନଙ୍କୁ ନେବା ଅ।ଣିବା କରିବା ପାଇଁ ଉକ୍ତ ବସ୍‌ଟି ବ୍ୟବହୃତ ହେଉଥିଲା ।ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ୨ବର୍ଷିଆ ଲିଜ୍ ସୂତ୍ରରେ ଉକ୍ତ ବସ୍‌ଟି ଦିଆଯାଇଥିଲା । ଏଥିପାଇଁ ମାସିକ ୭୯ ହଜାର ୭୯୯ ଟଙ୍କା ଗାଡି ମାଲିକଙ୍କୁ ପ୍ରଦାନ କରାଯାଉଛି । ଉକ୍ତ ବସ୍‌ରେ ସମ୍ଵଲପୁରରୁ ଦେବଗଡ଼ ଲେଖାଯ।ଇଥିବା ବେଳେ ପରମିଟ୍‌ରେ କୋଇଡାରୁ ସମ୍ଵଲପୁର ପର୍ଯ୍ୟନ୍ତ ଥିଲା lମାତ୍ର ବସ ମାଲିକ ଅଧିକ ଲାଭ ଅ।ଶାରେ ବସକୁ ଅ।ଣି ଏଠାରେ ବେଅ।ଇନ ଭାବେ ଛାତ୍ରଛାତ୍ରୀଙ୍କୁ ନେବା ଅ।ଣିବା କରୁଥିଲେ । ପରିବହନ ବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଥିବା ସମୟରେ ବସ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର, ଇନସୁରାନ୍ସ ପାଇଁ ୨ ହଜାର ଟଙ୍କା ଫାଇନ୍ କାଟିଛନ୍ତି ।ଏହା ସହ ଗତ ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କାର ଚାଲାଣ କାଟିଛନ୍ତି । ଏହିଭଳି ଭାବେ ମୋଟ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଚାଲାଣ କଟାଯାଇଛି । ଏହା ସହ ବସକୁ ଜବତ କରିନେଇଛି ପରିବହନ ବିଭାଗ । ତେବେ ପ୍ରଶ୍ନ ଉଠୁଛି ବିଭିନ୍ନ ସମୟରେ ସ୍କୁଲ ପିଲାଙ୍କୁ ନେଇ ଯାତାୟତ କରୁଥିବା ଗାଡି ସବୁ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଏଠାରେ ଏକ ଘରୋଇ ବସକୁ କିଭଳି ଭାବରେ ଛାତ୍ରଛାତ୍ରୀ ନେବା ଅ।ଣିବା ପାଇଁ କ୍ରୀଡ଼ା ଛାତ୍ରାବାସ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ ।ବସର କୌଣସି କାଗଜ ପତ୍ର ଠିକ ନଥିବା ବେଳେ କ୍ରୀଡା ଛାତ୍ରାବାସ କର୍ତ୍ତୃପକ୍ଷ କିଭଳି ଭାବରେ ଜାଣିପାରିଲେ ନାହିଁ, ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଏନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ କୌଣସି ପ୍ରକାରର ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ । ଏହା ସହ ବସ ଚଲାଉଥିବା ଡ୍ରାଇଭର ମଧ୍ୟ ବସର କୌଣସି କାଗଜ ପତ୍ର ନଥିବା ସ୍ଵୀକାର କରିବା ସହ ଲାଇସେନ୍ସ ନଥିବା କହିଛନ୍ତି । ଥିଲା ରେଜିଷ୍ଟ୍ରେସନ୍, ନା ଲାଇସେନ୍ସ, ନା ଇନସୁରାନ୍ସ; ଜବତ ହେଲା ସ୍କୁଲ ବସ୍ ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍‌ର କରାଯାଉଛି ଯାଞ୍ଚ ।*
ଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍‌ର କରାଯାଉଛି ଯାଞ୍ଚ । ବିଶେଷ ଭାବେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକୁ ପରିବହନ ବିଭାଗର ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ତେବେ ଆଜି ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଅ।ଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡିଛି ।ଯାଞ୍ଚ ସମୟରେ ବସର ପରମିଟ୍, ଟ୍ୟାକ୍ସ, ଇନସୁରାନ୍ସ, ଫିଟନେସ ନଥିବାରୁ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କାର ଚାଲାଣ କାଟିଛି ସୁନ୍ଦରଗଡ଼ ପରିବହନ ବିଭାଗ । ସୁନ୍ଦରଗଡ଼ ଭବାନୀପୁରରେ ଥିବା କ୍ରୀଡା ଛାତ୍ରାବାସରେ ରହି ସ୍ଥାନୀୟ ଟାଉନ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରମାନଙ୍କୁ ନେବା ଅ।ଣିବା କରିବା ପାଇଁ ଉକ୍ତ ବସ୍‌ଟି ବ୍ୟବହୃତ ହେଉଥିଲା ।ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ୨ବର୍ଷିଆ ଲିଜ୍ ସୂତ୍ରରେ ଉକ୍ତ ବସ୍‌ଟି ଦିଆଯାଇଥିଲା । ଏଥିପାଇଁ ମାସିକ ୭୯ ହଜାର ୭୯୯ ଟଙ୍କା ଗାଡି ମାଲିକଙ୍କୁ ପ୍ରଦାନ କରାଯାଉଛି । ଉକ୍ତ ବସ୍‌ରେ ସମ୍ଵଲପୁରରୁ ଦେବଗଡ଼ ଲେଖାଯ।ଇଥିବା ବେଳେ ପରମିଟ୍‌ରେ କୋଇଡାରୁ ସମ୍ଵଲପୁର ରହିଛି ।
ମାତ୍ର ବସ ମାଲିକ ଅଧିକ ଲାଭ ଅ।ଶାରେ ବସକୁ ଅ।ଣି ଏଠାରେ ବେଅ।ଇନ ଭାବେ ଛାତ୍ରଛାତ୍ରୀଙ୍କୁ ନେବା ଅ।ଣିବା କରୁଥିଲେ । ପରିବହନ ବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଥିବା ସମୟରେ ବସ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର, ଇନସୁରାନ୍ସ ପାଇଁ ୨ ହଜାର ଟଙ୍କା ଫାଇନ୍ କାଟିଛନ୍ତି ।ଏହା ସହ ଗତ ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କାର ଚାଲାଣ କାଟିଛନ୍ତି । ଏହିଭଳି ଭାବେ ମୋଟ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଚାଲାଣ କଟାଯାଇଛି । ଏହା ସହ ବସକୁ ଜବତ କରିନେଇଛି ପରିବହନ ବିଭାଗ । ତେବେ ପ୍ରଶ୍ନ ଉଠୁଛି ବିଭିନ୍ନ ସମୟରେ ସ୍କୁଲ ପିଲାଙ୍କୁ ନେଇ ଯାତାୟତ କରୁଥିବା ଗାଡି ସବୁ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଏଠାରେ ଏକ ଘରୋଇ ବସକୁ କିଭଳି ଭାବରେ ଛାତ୍ରଛାତ୍ରୀ ନେବା ଅ।ଣିବା ପାଇଁ କ୍ରୀଡ଼ା ଛାତ୍ରାବାସ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ ।ବସର କୌଣସି କାଗଜ ପତ୍ର ଠିକ ନଥିବା ବେଳେ କ୍ରୀଡା ଛାତ୍ରାବାସ କର୍ତ୍ତୃପକ୍ଷ କିଭଳି ଭାବରେ ଜାଣିପାରିଲେ ନାହିଁ, ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଏନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ କୌଣସି ପ୍ରକାରର ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ । ଏହା ସହ ବସ ଚଲାଉଥିବା ଡ୍ରାଇଭର ମଧ୍ୟ ବସର କୌଣସି କାଗଜ ପତ୍ର ନଥିବା ସ୍ଵୀକାର କରିବା ସହ ଲାଇସେନ୍ସ ନଥିବା କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026

You Might Also Like