-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଭେଟେରାନରେ ସଂଗ୍ରାମ ଓ ମହିଳା ସିଙ୍ଗିଲରେ ସଂପଦାଙ୍କୁ ତ୍ରିମୁକୁଟ ବଲାଙ୍ଗିର ବ୍ୟାଡମିଣ୍ଟନର ହବ୍ ହେବ - ନରସିଂହ (ସଂପଦା, ସଂଗ୍ରାମ ଓ ଦିବ୍ୟମ ବର୍ଷର ଶ୍ରେଷ୍ଠ ଖେଳାଳି)

29-Jul-2024



ବଲାଙ୍ଗୀର,: ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ଠାରେ ଚାରି ଦିନ ଧରି ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟନସିପ୍ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନି ଦିବସରେ ବଲାଙ୍ଗିର ର ପୂର୍ବତନ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସେ କହିଥିଲେ ବଲାଙ୍ଗିର ରେ ବ୍ୟାଡମିଣ୍ଟନ ର ଭିତ୍ତିଭୂମି ସର୍ବୋତ୍ତମ ଅଟେ । ଆମ ଜିଲ୍ଲା ଏହି ଭିତ୍ତିଭୂମି ସହାୟତା ନେଇ ଆଗାମୀ ଦିନରେ ବ୍ୟାଡମିଣ୍ଟନର ହବ୍ ହେବାକୁ ଯାଉଛି । ଏହାର ଆହୁରି ଉନ୍ନତି ପାଇଁ ଅନେକ ଯୋଜନା କରାଯାଇଥିଲା କିନ୍ତୁ ଗତ ସରକାରରେ ସେସବୁ ସମ୍ପୁର୍ଣ୍ଣ କରିବା ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଲା । ମୋର ବିଶ୍ୱାସ ବର୍ତ୍ତମାନ ର ରାଜ୍ୟ ସରକାର ରେ ଜିଲ୍ଲାର ଦୁଇ ଦୁଇଟି ମନ୍ତ୍ରୀ ଅଛନ୍ତି ତାଙ୍କର ସହାୟତାରେ ଏହି ଇଣ୍ଡୋର ଷ୍ଟଡିୟମକୁ ଆହୁରି ଉନ୍ନତ କରିବା ପାଇଁ ଦରକାର ଥିବା କାମକୁ ସମ୍ପୁର୍ଣ୍ଣ କରାଯିବ । ଗତ ୨୫ ତାରିଖ ରୁ ଆରମ୍ଭ ହୋଇଥିବା ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମହିଳା ବିଭାଗରେ ସଂପଦା ମହାନ୍ତି ଙ୍କୁ ଓ ମାଷ୍ଟର ରେ ସଂଗ୍ରାମ ବେହେରାଙ୍କୁ ତ୍ରିମୁକୁଟ ମିଳିଛି ।  ସମୁଦାୟ ୪ଟି କୋର୍ଟରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ମ୍ୟାଚ ଖେଳା ଯାଇଥିଲା । ଆଜି ଅନୁଷ୍ଠିତ ବିଭିନ୍ନ ବୟସ ବର୍ଗ ମ୍ୟାଚମାନଙ୍କରେ ଯଥାକ୍ରମେ ୯ ବୟସ ବର୍ଗ ସିଙ୍ଗଲରେ ସମର୍ଥ ପାଢି ବିଜେତା ଓ ଅର୍ଣ୍ଣବ ସାହୁ ଉପ-ବିଜେତା, ୧୧ ବୟସ ବର୍ଗ ବାଳକ ସିଙ୍ଗଲରେ ଜି.ଗୌତମ ବିଜେତା ଓ ଅଦ୍ୟୁତ କର ଉପବିଜେତା, ୧୧ ବୟସ ବର୍ଗ ବାଳିକା ସିଙ୍ଗଲରେ ରିଚା ଅଗ୍ରୱାଲ ଓ ଆଦ୍ୟାସା ଅଗ୍ରୱାଲ ଉପ-ବିଜେତା, ୧୩ ବୟସ ବର୍ଗ ବାଳକ ସିଙ୍ଗଲରେ ସାଇ ଚନ୍ଦନ ମହାନ୍ତି ବିଜେତା ଓ ଜି. ଗୌତମ ଉପବିଜେତା, ୧୩ ବୟସ ବର୍ଗ ଡବଲ୍ସ ରେ ସାଇ ଚନ୍ଦନ ମହାନ୍ତି ଏବଂ ସାଇ ଅର୍ପିତ ଖମାରି ବିଜେତା ଓ ଘତିକ ପଟେଲ ଏବଂ ସାଇ ଆୟୁଷ ପୁରୋହିତ ଉପବିଜେତା, ୧୩ ବୟସ ବର୍ଗ ବାଳିକା ସିଙ୍ଗଲ ରେ ତମନ୍ନା ସାହୁ ବିଜେତା ଓ ଶୁଭସ୍ମିତା ଛତ୍ରିଆ ଉପବିଜେତା, ୧୫ ବୟସ ବର୍ଗ ବାଳକ ସିଙ୍ଗଲରେ ଶ୍ରେୟାଂଶ କେଜିରିୱାଲ ବିଜେତା ଓ ବିଜୟ ଗୁଡିଆ ଉପବିଜେତା, ୧୫ ବୟସ ବର୍ଗ ବାଳକ ଡବଲ୍ସ ରେ ଆରୁଶ ପଧାନ ଓ ବିଜୟ ଗୁଡିଆ ବିଜେତା ଓ ପ୍ରିୟମ ପଣ୍ଡା ଓ ନିଗମାନନ୍ଦ ସାହୁ ଉପ-ବିଜେତା, ୧୫ ବୟସ ବର୍ଗ ବାଳିକା ସିଙ୍ଗଲରେ ଶୁଭସ୍ମିତା ଛତ୍ରିଆ ବିଜେତା, ତମନ୍ନା ସାହୁ ଉପ-ବିଜେତା, ୧୭ ବୟସ ବର୍ଗ ବାଳକ ସିଙ୍ଗଲରେ ଦିବ୍ୟାମ୍ କେଜ୍ରିୱାଲ ବିଜେତା ଓ ଶ୍ରେୟାଂଶ କେଜ୍ରିୱାଲ ଉପବିଜେତା, ୧୭ ବୟସ ବର୍ଗ ବାଳକ ଡବଲ୍ସ ରେ ଲୋକେଶ ବେହେରା ଓ ଆଶୁତୋଷ ଚକ୍ରବର୍ତ୍ତି ବିଜେତା   ସାଇପିୟୁଷ ପୁରୋହିତ ଏବଂ ବିନିତ କୁମାର ନାଏକ ଉପବିଜେତା, ୧୭ ବୟସ ବର୍ଗ ବାଳିକା ସିଙ୍ଗଲସ ରେ ସଂପଦା ମହାନ୍ତି ବିଜେତା ଓ ଦୟା ପଟେଲ ଉପବିଜେତା, ୧୯ ବୟସ ବର୍ଗ ବାଳକ ସିଙ୍ଗଲରେ ଜଏସ୍ ଅଗ୍ରୱାଲ ବିଜେତା ଏବଂ ଶ୍ରେୟାଂଶ କେଜ୍ରିୱାଲ ଉପବିଜେତା, ୧୯ ବୟସ ବର୍ଗ ବାଳକ ଡବଲ୍ସ ରେ ରୁପେଶ ବେହେରା ଓ ଶ୍ରିତମ ପ୍ରଧାନ ବିଜେତା , ପିୟୁଷ ନାଗ ଓ ସର୍ବେଶ୍ୱର ପୋଡ ଉପ-ବିଜେତା, ୧୯ ବୟସ ବର୍ଗ ବାଳିକା ସିଙ୍ଗଲରେ ସଂପଦା ମହାନ୍ତି ବିଜେତା ନନ୍ଦିନିଲାଲ ଉପବିଜେତା, ପୁରୁଷ ସିଙ୍ଗଲ ରେ ଦିବ୍ୟମ କେଜ୍ରିୱାଲ ବିଜେତା ଜୟସ ଅଗ୍ରୱାଲ ଉପବିଜେତା, ମାଷ୍ଟର ୩୫ ବୟସ ବର୍ଗ ସିଙ୍ଗଲରେ ଥବିର ସାହୁ ବିଜେତା ମନୋରଂଜନ ବେହେରା ଉପବିଜେତା, ମାଷ୍ଟର ୩୫ ବର୍ଗ ବୟସ ଡବଲ୍ସ ରେ ଥବିର ସାହୁ ଓ ମନୋରଂଜନ ବେହେରା ବିଜେତା ଶୋଭାଚନ୍ଦ୍ର ମେହେରା ଓ ସୂର୍ଯ୍ୟ ପ୍ରଧାନ ଉପବିଜେତା, ମାଷ୍ଟର ୪୦ ବୟସ ବର୍ଗ ସିଙ୍ଗଲରେ ମନୋରଂଜନ ବେହେରା ବିଜେତା ପୂର୍ଣ୍ଣଚନ୍ଦ୍ର ମେହେର ଉପବିଜେତା, ମାଷ୍ଟର ୪୦ ବୟସ ବର୍ଗ ଡବଲ୍ସ ରେ ପୂର୍ଣ୍ଣଚନ୍ଦ୍ର ପଟେଲ  ଓ ସୁମନ୍ତ ନାଏକ ବିଜେତା କବି ଚନ୍ଦ୍ର ଠାକୁର ଓ ଦିବ୍ୟଲୋଚନ ଦାଶ ଉପବିଜେତା, ମାଷ୍ଟର ୪୫ ବୟସ ବର୍ଗ ସିଙ୍ଗଲରେ ସୁମନ୍ତ ନାଏକ ବିଜେତା ବିନୋଦ ବିହାରି ପଟେଲ ଉପବିଜେତା, ମାଷ୍ଟର ୪୫ ବୟସ ବର୍ଗ ଡବଲ୍ସ ରେ ଡି.କେ ବାରିକ ଏବଂ ସଂଗ୍ରାମ ବେହେରା ବିଜେତା ସୁମନ୍ତ ନାଏକ ଏବଂ ପ୍ରଶନ୍ନ ଖମାରି ଉପବିଜେତା, ୫୦ ବୟସ ବର୍ଗ ସିଙ୍ଗଲରେ ସଂଗ୍ରାମ ବେହେରା ବିଜେତା ଏବଂ ଡିକେ ବାରିକ ଉପବିଜେତା, ୫୦ ବୟସ ବର୍ଗ ଡବଲ୍ସ ରେ ସଂଗ୍ରାମ ବେହେରା ଓ ଡିକେ ବାରିକ ଓ ରୋଶନ ଜୈନ ଓ ଡା. ବେଣୁଧର ପାଣ୍ଡେ ଉପବିଜେତା, ମାଷ୍ଟର ୫୫ ବୟସ ବର୍ଗ ଡବଲ୍ସ ରେ ଘନଶ୍ୟାମ ମିଶ୍ର ଓ ଡା. ବେଣୁଧର ପାଣ୍ଡେ ବିଜେତା ରୋଶନ ଜୈନ ଓ ହାବିଲ ନାଏକ ଉପବିଜେତା, ମାଷ୍ଟର ୫୦ ବୟସ ବର୍ଗରେ ସଂଗ୍ରାମ ବେହେରା ଚମ୍ପିୟାନ, ମହିଳା ସିଙ୍ଗଲ ବୟସ ବର୍ଗରେ ସଂପଦା ମହାନ୍ତି ବିଜେତା ଓ ଦୟା ପଟେଲ ଉପବିଜେତା, ପୁରୁଷ ଡବଲ୍ସ ରେ ଏନ୍‌. ସୁରେନ୍ଦ୍ ଓ ମାନଭଞ୍ଜନ ନାଏକ ବିଜେତା, ଦିବ୍ୟମ କେଜ୍ରିୱାଲ ଓ ଜୈଶ ଅଗ୍ରୱାଲ ଉପବିଜେତା ହୋଇଥିଲେ । ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ସଂପଦା ମହାନ୍ତି, ସଂଗ୍ରାମ ବେହେରା ଓ ଦିବ୍ୟମ କେଜ୍ରିୱାଲ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ରାଜ୍ୟ ଚମ୍ପିୟାନସିପ୍ ରେ ଚମ୍ପିୟାନ ହୋଇଥିବା ୯ ବର୍ଷର ଖେଳାଳି ସମର୍ଥ ପାଢୀ ଓ ୧୧ ବର୍ଷ ପାଢି ଜି. ଗୌତମ, କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ଦଳରେ ସ୍ଥାନୀତ ନନ୍ଦିନିଲାଲ, ପିୟୁଷ ନାଗ ଓ ବୈଭବ ସାହୁଙ୍କୁ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
    ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରି ଙ୍କ ନେତୃତ୍ୱରେ ଆୟୋଜିତ ଏହି ଚମ୍ପିୟାନସିପ ରେ ବଲାଙ୍ଗିର ଜିଲ୍ଲା ର ପାଟଣାଗଡ, ତୁଷୁରା, କଣ୍ଟାବାଞ୍ଜି, ଟିଟିଲାଗଡ ସହ ଅନ୍ୟାନ୍ୟ ଅଂଚଳର ବିଭିନ୍ନ ବୟସ ବର୍ଗର ପ୍ରାୟତଃ ୩୦୦ ଜଣ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଉଭୟ ବାଳକ ବାଳିକା ସବ୍‌ଜୁନିୟର, ଜୁନିୟର, ପୁରୁଷ ଓ ମହିଳା ସମେତ ଭେଟେରାନ ବୟସ ବର୍ଗରେ ସିଙ୍ଗଲ ଓ ଡବଲ୍ସ ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଶୁଶାନ୍ତ ଚୋପଦାର, ବୁଲୁ ବେହେରା, ସୁଧିର ପଣ୍ଡା, ସନ୍ଦିପ ସାହାଣି, ଉନ୍ନୟନ କମିଟି ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ଚମ୍ପିୟାନସିପ୍ କୁ ସମୁଦାୟ ୧୨ ଜଣ ଅଫିସିଆଲ ଯଥା ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଶୁଶାନ୍ତ ମହାନ୍ତି, ପବନ ସାହୁ, ବୈଷ୍ଣବ କବାଟ, ଉପେନ୍ଦ୍ର ଚନ୍ଦନ, ସୌରଭ ପ୍ରଧାନ, ସ୍ମରଣିକା ବେହେରା, ରୋଶନ ଜୈନ, ସୁରେନ୍ଦ୍ର ନେପାଲ, କବି ଠାକୁର, ବିରେନ୍ଦ୍ରଲାଲ, ଆକ୍ରମ ଖାନଙ୍କ ସହ ଚିପ୍ ରେଫରି ହେମନ୍ତ ପ୍ରଧାନ, ଡେପୁଟି ଚିପ୍ ରେଫରି ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ଖେଳ ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଖେଳ ଦେଖିବା ପାଇଁ ପ୍ରତ୍ୟେହ ଦର୍ଶକଙ୍କ ଭିଡ ଲାଗି ରହୁଛି ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like