-+91-9937148622 |

prerana_bgr@rediffmail.com |

  Thursday 30th July 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||      *ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   (29-Jul-2026)       ||      କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   (29-Jul-2026)       ||      *ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   (29-Jul-2026)       ||      ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||      ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ    (28-Jul-2026)       ||      ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   (28-Jul-2026)       ||      ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   (28-Jul-2026)       ||      ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (28-Jul-2026)       ||      ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||     

HOME   ଜିଲ୍ଲା

ସମ୍ବଲପୁର ମହାନଗର ନିଗମ ର ଘୋଷଣା ହେଲା ୧୨ବର୍ଷ ନିର୍ବାଚନ ହୋଇନାହିଁ କାମ ଠପ।

19-Jul-2024



ଭତରା ମହାନଦୀ ବିହାର ର ଡ୍ରେନ ସହ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତି ତାରିଖ ଅତିକ୍ରାନ୍ତ ହୋଇଯଇଥିଲେ ମଧ୍ୟ୍ୟ ଆଜିଯାଏ ନିର୍ମାଣ କାର୍ଯ୍ୟ ମୋଟେ ହୋଇନଥିବା ଦୁର୍ଭାଗ୍ୟ ଜନକ ବିଷୟ : ସୂର୍ଯ୍ୟ ପାଣିଗ୍ରାହୀ, ସଂଯୋଜକ, ସକ୍ଷମ ସାମାଜିକ ଅନୁଷ୍ଠାନ, ସମ୍ବଲପୁର
ଡ୍ରେନ ସହ ରାସ୍ତା ନିର୍ମାଣ ମୋଟେ ହୋଇନାହିଁ ହେଲେ  ଲାଗିଛି ଫଳକ, ତଥାପି ଆଖି ବନ୍ଦ କରିବସିଛି ମହାନଗର ନିଗମ : ସୂର୍ଯ୍ୟ ପାଣିଗ୍ରାହୀ, ସଂଯୋଜକ, ସକ୍ଷମ ll
କେତେ ତତ୍ପର ସମ୍ବଲପୁର ମହାନଗର ନିଗମ... ନିର୍ମାଣ କାର୍ଯ୍ୟ ସମ୍ବନ୍ଧୀୟ ଫଳକ ଲାଗିଛି, ହେଲେ ଆଜିଯାଏ ଇଞ୍ଚେ ବି ହୋଇନାହିଁ ନିର୍ମାଣ କାର୍ଯ୍ୟ : ସୂର୍ଯ୍ୟ ପାଣିଗ୍ରାହୀ, ସଂଯୋଜକ, ସକ୍ଷମ ll
ସମ୍ବଲପୁର:(ସଂଜୀବପାଣିଗ୍ରାହୀ) ...
ସମ୍ବଲପୁର ମହାନଗର ନିଗମ ର ଘୋଷଣା ହେଲା ପରେ ଆଜିଯାଏ ଦୀର୍ଘ 12 ବର୍ଷ ହେଲା ନିର୍ବାଚନ ହୋଇନାହିଁ କି ନିର୍ବାଚିତ  ପ୍ରତିନିଧି ବି ନାହାନ୍ତି l ମହାନଗର ନିଗମ ରେ ବାବୁଗିରି ଚାଲିଥିବା ବେଳେ ମନୋମୁଖୀ କାର୍ଯ୍ୟ ଚାଲିଥିବା ସାମାଜିକ ଅନୁଷ୍ଠାନ ସକ୍ଷମ ର ସଂଯୋଜକ  ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l ସୂଚନାଯୋଗ୍ୟ ଯେ ଧନୁପାଲି - ଧମା ରୋଡ଼ ରେ ଭତରା ସ୍ଥିତ 36 ନମ୍ବର ୱାର୍ଡ ଅନ୍ତର୍ଗତ ମହାନଦୀ ବିହାର ରାସ୍ତା ଓ ଡ୍ରେନ ର ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ଦିଆଯାଇଥିଲେ ମଧ୍ୟ ଆଜିଯାଏ ରାସ୍ତା ର ନିର୍ମାଣ ହୋଇନାହିଁ, ହେଲେ ଲାଗିଛି ଫଳକ l ମୁଖ୍ୟ ରାସ୍ତା ରୁ ମହାନଦୀ ବିହାର କୁ ସଂଯୋଗ କରୁଥିବା ରାସ୍ତା ଓ ଡ୍ରେନ ର ନିର୍ମାଣ ପାଇଁ ଏହି ବର୍ଷ ମାର୍ଚ୍ଚ ମାସ ଆରମ୍ବ ରୁ ଲାଗିଁସାରିଛି ଫଳକ ଯାହାର ବ୍ୟୟ ଅଟକଳ ହେଉଛି 14 ଲକ୍ଷ 43 ହଜାର 430 ଟଙ୍କା l ଫଳକ ରେ ନିର୍ଦ୍ଧିଷ୍ଟ ଭାବରେ ଉଲ୍ଲେଖ ଅଛି ଯେ  ରାସ୍ତା ରେ ଫେବର ବ୍ଲକ ପଡିବ  ଡ୍ରେନ ହେବ ତଥା ଡ୍ରେନ ରେ  କଂକ୍ରିଟ ସ୍ଲାବ ପଡିବ l ଯେଉଁ ନିର୍ମାଣ କାର୍ଯ୍ୟ ର ଆରମ୍ଭ ତାରିଖ 04/03/2024  ଏବଂ ନିର୍ମାଣ କାର୍ଯ୍ୟ ର ଶେଷ ତାରିଖ 03/05/2024 ବୋଲି ଉଲ୍ଲେଖ ଥିବା ସ୍ଥଳେ ଆଜିଯାଏ ଏକ ଇଞ୍ଚ ର ରାସ୍ତା ର ନିର୍ମାଣ କରାଯାଇନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି l 
ଏହି ବିଷୟକୁ ଅନୁଧ୍ୟାନ କଲେ ସମ୍ୱଲପୁର ମହାନଗର ନିଗମ କର୍ତୃପକ୍ଷ କେତେ ସହରର ବିକାଶ ଦିଗରେ କେତେ ତତ୍ପର ଓ ଶୃଙ୍ଖଳିତ ତାହା ସ୍ୱଷ୍ଟ ଭାବରେ ପ୍ରତିଫଳିତ ହେଉଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ଯଦି ମହାନଗର ନିଗମ ପକ୍ଷରୁ ଫଳକ ଲାଗିଛି ତାହେଲେ ନିର୍ମାଣ କାର୍ଯ୍ୟ କାହିଁକି ହୋଇନାହିଁ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟୟ ବରାଦୀ ଅର୍ଥ ଗଲା ଗୁଆଡେ ? ତାହା ନିଶ୍ଚିତ ଭାବରେ ଏକ ପ୍ରଶ୍ନବାଚୀ l 
ଭତରା ମହାନଦୀ ବିହାର ର ଏହି ଡ୍ରେନ ଓ ରାସ୍ତା ରେ ମୋଟେ ବ୍ୟବହାର ଉପଯୋଗୀ ନଥିବା ବେଳେ ଆଜି ବର୍ଷା ଋତୁ ର ପ୍ରକୋପ ବଢିଯାଇଛି ହେଲେ ମହାନଗର ନିଗମ ପକ୍ଷରୁ ରାସ୍ତା ର ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲେ ବି ଅଂଚଳବାସୀ ଙ୍କୁ କାହିଁକି ଉପେକ୍ଷା କରାଯାଉଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l ସକ୍ଷମ ର ସଂଯୋଜକ ଶ୍ରୀ ପାଣିଗ୍ରାହୀ ମହାନଗର ନିଗମ ର ଏହି ଅବହେଳା ବିଷୟକୁ ସ୍ୱଚ୍ଛତାର ସହ ତର୍ଜମା କରିବା ସହ ଦୋଷୀ ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜଥା ଶୀଘ୍ର ଭତରା ମହାନଦୀ ବିହାର ର ରାସ୍ତା ଓ ଡ୍ରେନ ର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   29-Jul-2026
  ରାଜ୍ୟ  
ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   29-Jul-2026
  ଜିଲ୍ଲା  
ଗୁରୁ ପୁର୍ଣିମା ଦିବସ ପାଳିତ   29-Jul-2026
  ଜିଲ୍ଲା  
ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   29-Jul-2026
  ଜିଲ୍ଲା  
*କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   29-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   29-Jul-2026
  ଜିଲ୍ଲା  
*ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   29-Jul-2026
  ଜିଲ୍ଲା  
କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   29-Jul-2026
  ଜିଲ୍ଲା  
*ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   29-Jul-2026
  ଜିଲ୍ଲା  
ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   28-Jul-2026
  ଜିଲ୍ଲା  
"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   28-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ   28-Jul-2026

You Might Also Like