-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
16-Jul-2024
ନବରଙ୍ଗପୁର( ମିହିର ଶଙ୍କର ପାତ୍ର,)କେଲିଆ ଶୈବପୀଠରେ ବୋଲବମ ପାଇଁ କେଲିଆ ବାବା ଝଡ଼େଶ୍ୱର ମହାଦେବଙ୍କ ମନ୍ଦିର କାମେଟି ସଦର୍ଶ ମାନଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କେଲିଆ ମନ୍ଦିର ସଭାପତି ସଭାପତିତ୍ୱ କରିଥିଲେ ଏଵଂ ଆଜିର ଏହି ବୈଠକରେ ଉପସ୍ଥିତି ଥିଲେ ମନ୍ଦିର କମିଟି ସମ୍ପାଦକ ଦେବରାଜ ପାତ୍ର, ସୁରେନ୍ଦ୍ର ମିଶ୍ର, ନରସିଂ ଭତ୍ରା ସମେତ ଅନେକେ କାମେଟି ସଦସ୍ୟ ଏଵଂ ଆଖ ପାଖ ଅଞ୍ଚଳର ଗ୍ରାମବାସୀ ଓ ସ୍ଥାନୀୟ ସଂକ୍ରାନ୍ତି କମିଟି ର ସଦସ୍ୟ ମାନେ ଉପସ୍ଥିତି ଥିଲେ।