-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ତରଭା ବ୍ଲକ କନ୍ଧ ସମାଜ ଝାଙ୍କର ଗଡୁ ଧାରା ଉତ୍ସବ

14-Jul-2024



ତରଭା(କପିଳାସ ସେଠ) ତରଭା ବ୍ଲକ କନ୍ଧ ସମାଜର ଝାଙ୍କର(ଗଡୁଧାରା) ଦାୟିତ୍ଵ ଉତ୍ସବ ଭୁରାଡ଼ଠାରେ ଅନୁଷ୍ଠିତ ହୋଇଯାଇଛି I ପଣ୍ଡିରାପିଟା ଗ୍ରାମର  କନ୍ଧସମାଜର ମୁଖ୍ୟ ଦେହେରି  କିଶୋର କୁଅଁରଙ୍କ ନେତୃତ୍ୱରେ ଉପସ୍ଥିତ ଅଞ୍ଚଳର  ସମସ୍ତ ଝାଙ୍କର, କୁଅଁର ଭାଇ ମାନଙ୍କ ସର୍ବସମ୍ମତିରେ  ବ୍ରାହ୍ମଣି ପଞ୍ଚାୟତର ଭୁରାଡ଼ ଗ୍ରାମର ସ୍ଵର୍ଗତ ଲଳିତ କୁଅଁରଙ୍କ ପୁଅ ସ୍ୱପ୍ନେଶ୍ଵର କୁଅଁରକୁ ନୂତନ ଝାଙ୍କର ଦାୟିତ୍ୱ ନେବା ପାଇଁ ପ୍ରସ୍ତାବ ନିଆଯାଇ ଥିଲା I  ଭୁରାଡ଼ ସ୍ଥିତ ଝାଙ୍କରଙ୍କ ଘରେ  କନ୍ଧେନବୁଢ଼ି ପୀଠରେ ରୀତିନୀତିରେ ପୂଜାର୍ଚ୍ଚନା  ହେବା ପାରେ ନୂତନ ଝାଙ୍କର ସ୍ଵପ୍ନେଶ୍ଵରଙ୍କୁ ଝାଙ୍କର ଦାୟିତ୍ୱ ନେବା ପାଇଁ କିଶୋର ଝାଙ୍କର ସହିତ ଉପସ୍ଥିତ ସମସ୍ତ ଝାଙ୍କର, କୁଅଁର, ଭାଇବନ୍ଧୁ ପାନିଗଡୁ ଧରାଇ ଥିଲେ I କନ୍ଧ ସମାଜର ରୀତିନୀତିରେ, ଆଠ ଭାଇର ପୁଅ ନାତି, ସାତ ଭାଇର ଶକ୍ତି, ବାର ଭାଇ, ବତିଶ କନ୍ଧ ଓ ଗ୍ରାମ, ଜାତି, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଢ଼ୋଲ, ମୁହୁରି, ନିଶାନ, ତାସା, ଘଣ୍ଟଶଙ୍ଖ, ହୁଳହୁଳି, ହରିବୋଲ ଦେଇ ପୂଜାର୍ଚ୍ଚନା କରି ନୂତନ ଝାଙ୍କରଙ୍କୁ ପାନିଗଡୁ ଧରା ଯାଇଥିଲା I ଏହି ଉତ୍ସବକୁ ଭୁରାଡ଼ ଗ୍ରାମର  ଖଗେଶ୍ଵର କୁଅଁର ଆୟୋଜନ କରିଥିଲେ l ଲକ୍ଷ୍ମଣ କୁଅଁର, ଦୀର୍ଜୁ କୁଅଁର, ଭକ୍ତି କୁଅଁର, ଶନାତନ କୁଅଁର, ବ୍ରାହ୍ମଣୀ ଗ୍ରାମର ଯଜ୍ଞଶ୍ୱର କୁଅଁର, ବିରଞ୍ଚି କୁଅଁର, ଶିବ ଭୋଇ, କନକଡ଼ା ଗ୍ରାମର  ଚନ୍ଦନ ଭୁଏ,  ବୌଦ୍ଧ ଜିଲ୍ଲା କରେଲଧୁଅ ଗ୍ରାମର   ସରୋଜ ମାଝି, ଡ଼ୁମାଳପାଲି ଗ୍ରାମର ଇଶ୍ଵର କୁଅଁର,  ବହିରା ମୁହାଁଣ ଗ୍ରାମର ନୀଳମଣି ଭୁଏ, ବାବାଶଙ୍କର ଗ୍ରାମର  ପଙ୍କଜ ମାଝି, ଭୁରାଡ଼ ଗ୍ରାମର  ବିଶ୍ଵନାଥ ଭୋଇ, ରୁଗୁଡ଼ିପାଲି ପୁରନ୍ଦ୍ରର ମାଝି, ବନ୍ଧପାଲି  ଗ୍ରାମର ମାଧବ ନାଏକଙ୍କ  ସମେତ ବିଭିନ୍ନ ଅଞ୍ଚଳର କନ୍ଧ ସମାଜ ଓ ଆଦିବାସୀ ସମାଜର ବହୁ କର୍ମକର୍ତ୍ତା ଉପାସ୍ଥିତ ଥିଲେ  I 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like