-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୪୬୪ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୩୦୧ ଜଣ ସୁସ୍ଥ ହୋଇଛନ୍ତି ଓ ୧୨୫ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ- ୧ ରୁ ୨ ଜଣ ଓ ଓ୍ବାର୍ଡ ନଂ- ୨ ରୁ ୪ ଜଣ। ଓ୍ବାର୍ଡ-୪ ରୁ ୨ ଜଣ, ଓ୍ବାର୍ଡ-୧୯ ରୁ ୧ ଜଣ ଓ ଓ୍ବାର୍ଡ - ୨୦ ରୁ ୧ ଜଣ।
(୨) ବେଲପଡା ବ୍ଲକ ବେଲପଡା ରୁ ୨ ଜଣ ।
(୩) ବଙ୍ଗୋମୁଣ୍ଡା ବ୍ଳକ ବଙ୍ଗୋମୁଣ୍ଡା ରୁ ୧ ଜଣ।
(୪) ଦେଓଗାଁ ବ୍ଲକ ମୁକୁନ୍ଦପୁର ରୁ ୧ ଜଣ ।
(୫) ତୁରେକେଲା ବ୍ଲକ ଧାମନଡଙ୍ଗା ରୁ ୨ ଜଣ ଓ ତୁରେକେଲା ରୁ ୧ଜଣ
(୬)ପାଟନାଗଡ ପଣ୍ଡାମୁଣା ରୁ ୧ ଜଣ ।
(୭) ମୁରିବାହାଲ ବ୍ଳକ ଗୁଡିଘାଟ ରୁ ୧ ଜଣ ଓ ଚଲକି ।
(୮) ଖପ୍ରାଖୋଲ ବ୍ଳକ ବାଘ ମୁଣ୍ଡା ୧ ଜଣ ଓ କରୁଆଁଝର ରୁ ୧ ଜଣ ।