-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୪୪୨ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୨୯୪ ଜଣ ସୁସ୍ଥ ହୋଇଛନ୍ତି ଓ ୧୧୦ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ- ୧୦ ରୁ ୧ ଜଣ ଓ ଓ୍ବାର୍ଡ ନଂ- ୧ ଜଣ।
(୨) ବେଲପଡା ବ୍ଲକ ମଣଲ ରୁ ୧ ଜଣ ।
(୩) ଗୁଡଭେଲା ବ୍ଲକ ସମରା ରୁ ୧ ଜଣ ଓ ତେତେଲ ଖୁଣ୍ଟି ରୁ ୧ ଜଣ।
(୪) ପାଟନାଗଡ ପଣ୍ଡାମୁଣା ରୁ ୧ ଜଣ ଓ ବର୍ଥଲ୍ଲା ରୁ ୧ ଜଣ ।
(୫) ତୁରେକେଲା ବ୍ଲକ ଖଗସା ରୁ ୩ ଜଣ।