-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
(ଡୋଲେଶ୍ଵର ବାଗ )
କଳାହାଣ୍ଡି ସାଂସଦ ମାଳବିକା ଦେବୀ ବିଜେପି ଦଳୀୟ ପ୍ରାର୍ଥୀ ରୂପେ ବିଜୟୀ ହେବା ପରେ ଦେଇ ଥିବା ପ୍ରତିଶୃତି ପୂରଣ କରିଛନ୍ତି। ସାଂସଦ ରୂପେ ତାଙ୍କ ପ୍ରଥମ କାର୍ଯ୍ୟ, କଳାହାଣ୍ଡି ଓ ଖଡିଆଳ କୁ ରେଳ ପ୍ରକଳ୍ପ ଆରମ୍ଭ ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। କଣ୍ଟାବାଞ୍ଜି ଠାରୁ ନବରଙ୍ଗପୁର ଭାୟା ଖଡ଼ିଆଳ ଦେଇ ଆମାପାଣି ରେଳ ପ୍ରକଳ୍ପ କାର୍ଯ୍ୟ କୁ ଶୀଘ୍ର ତ୍ବରାନ୍ବିତ କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି। ରେଳ ମାନଚିତ୍ର ଦେଖାଇ ରେଳ ମନ୍ତ୍ରୀ ତାଙ୍କୁ ବୁଝାଏ ଥିବା ବେଳେ ଆସନ୍ତା ଦିନେ ଖଡିଆଳ ରେ ରେଳ ଗଡିବାର ସୁନିଶ୍ଚିତ ହୋଇଥିବା ଜଣାପଡିଛି।