-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

କନ୍ଧମାଳରୁ ଲୋପ ପାଇଯିବ ଶାଳ ଜଙ୍ଗଲ ! ଜାଗା ଅକ୍ତିଆର ପାଇଁ ଅବାଧରେ ଚାଲିଛି ଗଛ କଟା

28-Dec-2020



ଫୁଲବାଣୀ (ପ୍ରେରଣା ଖବର) : ପ୍ରକୃତିର ସବୁଜ ବଳୟ ମଧ୍ୟରେ ରହିଥିବା କନ୍ଧମାଳ ଜିଲ୍ଲା ଶାଳ ଜଙ୍ଗଲ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ଜିଲ୍ଲାବାସୀ ଓ ଦେଶ ଏବଂ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଜଙ୍ଗଲ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ।  ହେଲେ କାଠ ମାଫିଆଙ୍କ ପାଇଁ ଶାଳ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଜିସଦରମହକୁମା ଫୁଲବାଣୀଠାରୁ ମାତ୍ର ୫ କିଲୋମିଟର ଦୁର ରାଣୀଖଣ୍ଡି ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ ସଫା ହେବାକୁ ବସିଲାଣି। ହେଲେ ବନ ବିଭାଗ ପାଖରେ ଏ ନେଇ କୌଣସି ଖବର ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଜାଗା ଅକ୍ତିଆର  ମନଇଚ୍ଛା ଗଛ କଟାଯାଉଛି। ଏହାସହ କାଠ ଘରକୁ ନିଆଯାଉଛି। ଏହାସହ ନିଆଁ ଲଗାଇ ଡାଳ ଓ ପତ୍ରକୁ ପୋଡ଼ୁଛନ୍ତି। ଏଭଳି ଭାବେ ୨୦ ଏକର ଜାଗାରୁ ଶାଳ ଗଛ ସଫା ହୋଇ ସାରିଥିବା ବେଳେ ଆହୁରି ଗଛ କଟା ପାଇଁ ଉଦ୍ୟମ ଚାଲିଛି। ନୂଆରିପଦର ସାଲୁଙ୍କି ନଦୀରେ ‌ପୋଲ ନଥିବାରୁ ଆଖପାଖ ୧୦ରୁ ୧୫ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। କାଠ ପୋଲରେ ବିପଜ୍ଜନକ ଭାବେ ‌ଅଞ୍ଚଳବାସୀ ଯାତାୟରତ କରୁଥିଲେ। ଏହାକୁ ନେଇ ଜନପ୍ରତନିଧି ଓ ପ୍ରଶାସନକୁ ବହୁବାର ଅବଗତ କରାଯାଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁଆରିପଦର ସାଲୁଙ୍କି ନଦୀରେ ପୋଲ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ନିର୍ବାଚନ ପରେ ପୋଲ ନିର୍ମାଣ ପାଇଁ ଗତବର୍ଷ ଶୁଭ ଦିଆଯାଇଛି। ବହୁ ବିଳମ୍ବ ହେଉ ପଛେ ଏବେ ପୋଲ କାମ ଏବେ ଆରମ୍ଭ ହେବାକୁ ଯାଉଛି। ପୋଲ ନିର୍ମାଣ ହେଲେ ଗମନାଗମନ ସୁବିଧା ହେବ। ଆଉ ରାସ୍ତା ଦୁଇ ପାର୍ଶ୍ବରେ ଘର ନିର୍ମାଣ କରିବା ନିମନ୍ତେ ଫୁଲବାଣୀରୁ ନୁଆରିପଦରକୁ ଯିବା ରାସ୍ତା ପାଖରେ ଥିବା ରାଣୀଖଣ୍ଡି ଜଙ୍ଗଲକୁ ଲୋକମାନେ ସଫା କରି ଚାଲିଛନ୍ତି। ମୂଲ୍ୟବାନ ଶାଳ ଗଛକୁ କାଟୁଛନ୍ତି। ବଡ଼ ଗଛଗଣ୍ଡିକୁ ବିକ୍ରି କରି ଦେଉଛନ୍ତି। ଆଉ ସାନଗଣ୍ଡିକୁ ଘରକୁ ନେଇ ଯାଉଛନ୍ତି। ଜାଗା ସଫା ହେଲେ ଅକ୍ତିଆର କରି ସେଠାରେ ଘର କରିବା ଯୋଜନା ରହିଥିବା କୁହାଯାଉଛି। ପ୍ରାୟତଃ ୨୦ ଏକର ଜଙ୍ଗଲ ସଫା ହେଲାଣି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ହେଲେ ଆହୁରି ବି ଅଧିକ ଜଙ୍ଗଲ ସଫା ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ଗମନାଗମନର ସୁବିଧା ପାଇଁ ପୋଲ ନିର୍ମାଣ ହେଉଛି। ହେଲେ ବ୍ୟକ୍ତିଗତ ସ୍ବାର୍ଥ ନିମନ୍ତେ ପରିବେଶ ନଷ୍ଟ କରିବାକୁ ଯାଇ ମୂଲ୍ୟବାନ ଶାଳ ଜଙ୍ଗଲକୁ ସଫା କରାଯାଉଛି। ଏହାକୁ ‌ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପପକ୍ଷରେ କାଠ ମାଫିଆଙ୍କ ଉପରେ କଡ଼ା ନଜର ରଖାଯାଇଛି।  ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ଉପରେ ବି ନଜର ରହୁଛି। ଏନେଇ ନିୟମିତ ଜଙ୍ଗଲରେ ପାଟ୍ରୋଲିଂ ଚାଲିଛି ବୋଲି ବନ ବିଭାଗ କହୁଛି।  ଜିଲ୍ଲା ସଦର ମହକୁମାଠାରୁ ୫ କିଲୋମିଟର ଦୂର ରାଣୀଖଣ୍ଡି ସଂରକ୍ଷିତ ଜଙ୍ଗଲରୁ  ଗଛ ସଫା ହେବାକୁ ବସିବାକୁ ଯାଉଛି। ଏନେଇ ବିଭାଗ ପାଖରେ ଖବର ନଥିବା ‌ବେଳେ  ଜଙ୍ଗଲରେ ପାଟ୍ରୋଲିଂ କିଭଳି ଚାଲିଛି ତାହା ସହଜେ ଅନୁମେୟ। ରାଣୀଖଣ୍ଡି ଶାଳ ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ କେତେ ତତ୍ପରତା ଦେଖାଉଛି ତାହା  ସମୟ କହିବ। କେବଳ ରାଣୀଖଣ୍ଡି ନୁହେଁ। ଏମିତି ଶତାଧିକ ସଂରକ୍ଷିତ ଜଙ୍ଗଲର ଶାଳ ଗଛ ଉପରେ ମାଫିଆ ମାନେ ‌ଲୋଲୁପ ଦୃ୍ଷ୍ଟି ପକାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like