-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଘୋଳପୁରଠାରେ ଆଜି ରଘୁନାଥ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ପ୍ରଭାକର ପଣ୍ଡା ମ୍ୟାଚ୍ ଉଦ୍ଘାଟନ କରିଥିବା ବେଳେ ନିରଞ୍ଜନ ନାୟକ, ପୂର୍ଣ୍ଣ ଚନ୍ଦ୍ର ଖଟୁଆ ଓ ବିଦେଶୀ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୁବ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଉଦ୍ଘାଟନ ମ୍ୟାଚ୍ ରେ ଘୋଳପୁର ଟିମ୍ ୯୭ ରନ୍ ସଂଗ୍ରହ ବିନିମୟରେ କାନକୁଟୁରୁ ଟିମ୍ କୁ ପରାଜିତ କରିଥିବା ଜଣାପଡିଛି । ମ୍ୟାଚ୍ ପରିଚାଳନାରେ ରୟଲ, ସାନୁତ୍, କାହ୍ନୁ, ସୁନିଲ୍ ଓ ରାଘବ ପ୍ରମୁଖ ସହଯୋଗ କରିଥିଲେ ।