-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
ଲୋଇସିଂହା, (ବିନୋଦ ଦୀପ): ଲୋଇସିଂହା ବ୍ଲକ ଯୋଗୀସର୍ଡl ପଂଚାୟତର ଯୁବ ସ୍ୱେଚ୍ଛାସେବୀ ତଥା ଫୁଟବଲ ଟିମ କେଉଁଟିପାଲୀ ତରଫରୁ କେଉଁଟିପାଲି ଗ୍ରାମରେ ଖ୍ରୀଷ୍ଟମାସ ବଡ଼ଦିନର ଶୁଭ ସକାଳେ ଗ୍ରାମର ଯେତେ ସବୁ ଅଳିଆ ଆବର୍ଜନାକୁ ସଫା କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଗ୍ରାମର ଆଶାକର୍ମୀ ସୀତା ହୋତା, ଅଙ୍ଗନବାଡି କର୍ମୀ ସିନ୍ଧୁସୁତl ନନ୍ଦ, ହାଇସ୍କୁଲ ପିଅନ ତଥା ଫୂଟବଲ କୋଚ ପୁରୋହିତ ନନ୍ଦ ପ୍ରମୁଖ l ଶ୍ୟାମଘନ କହେଡl ଜଳଖିଆର ବନ୍ଦୋବସ୍ତ କରିଥିଲେ ଓ ସ୍ଵଛ ଭାରତ ଜିନ୍ଦାବାଦ ର ନlରା ଦେଇଥିଲେ l