-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
କଣ୍ଟାବାଞ୍ଜି, (ପ୍ରେରଣା ଖବର) : ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୨୮ ଜଣ ଦାଦନ ଶ୍ରମିକ କୁ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ । ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦାଦନ ଶ୍ରମିକ ମାନେ ଦୁଇଟି ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଉଦ୍ଧାର କରିଛି । ଦାଦନ ଶ୍ରମିକ ମାନେ ନର୍ଲା ଥାନା ପାଜିବାହାଲ ଗାଁର । ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୧୮ପୁରୁଷ, ୧୦ମହିଳା ଓ ୧୦ ଶିଶୁ ଅଛନ୍ତି ।