-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
31-May-2024
ଟିକାବାଲି (କନ୍ଧମାଳ ଜିଲ୍ଲା ଟିକାବାଲିରୁ ରମେଶ ପଣ୍ଡାଙ୍କ ରିପୋର୍ଟ ): ଗତ ୩୦ ତାରିଖ ଦିନ ଟିକାବାଲି ରେ ଘଡଘଡି ସହ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବା ସହିତ ବ୍ରଜାଘାତରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଯାଇଛି ଚକାପାଦ ବ୍ଳକ ଅନ୍ତର୍ଗତ (ଵି)ବପଲମେଣ୍ଡି ବାହାଡା ସାହି ପଞ୍ଚାୟତ ସ୍ଥିତ ଗୁଡ଼ାରୀ ସାହି ପିତା ବିମ୍ବାଧରଧର ବିଷୋୟୀ ଙ୍କ ଦୁତୀୟ ଝିଅ ରୁପାଲି ବିଷୋୟୀ ବୟସ ୨୩ ବର୍ଷ ହେବ ବିମ୍ବାଧର ବିଷୋୟୀ ଗୁଡ଼ାରୀ ସାହି ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିରର ସାମ୍ନା ଏକ ଭଡ଼ା ଘରେ ରହୁଥିଲେ ଆଜି ଅପରାହ୍ନ ସାଢେ଼ ତିନି ଘଣ୍ଟିକା ସମୟରେ ହଠାତ୍ ବରଷା ସାଙ୍ଗକୁ ଘଡଘଡି ସହିତ ହୋଇଥିଲା ବିମ୍ବାଧର ଙ୍କ ଝିଅ ଗୁରୁତର ତଳେ ପଡ଼ି ଯାଇଥିଲେ ତାଙ୍କୁ ବାସିନ୍ଦା ସମସ୍ତ ଙ୍କ ସହଯୋଗ ରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଆଣି ଭର୍ତି କରାଇ ଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଖବର ପାଇ ଟିକାବାଲି ଥାନା ଅଧିକାରୀଣୀ ଆଇ,ଆଇ,ସି ଶ୍ରୀମତୀ କଲ୍ୟାଣୀମୟୀ ଷେଣ୍ଢ ପହଞ୍ଚି କେଶ୍ ନମ୍ବର ୪/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଥିଵା ଜଣା ପଡିଛି