-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

ଅଞ୍ଚଳବାସୀଙ୍କ ସ୍ୱପ୍ନସାକାର ହେଉଛି... ମେଣ୍ଡା ହାଇସ୍କୁଲ ଓ ଏମବିଆର କଲେଜ ରେଜଲ୍ଟରେ ଝିଅଙ୍କ କମାଲ

27-May-2024



ବଲାଙ୍ଗୀର(ପ୍ରେରଣା ଖବର ): ସାହିତ୍ୟ,ସଂସ୍କୃତି ଓ କଳାର ମାଟି ମେଣ୍ଡାଗଡଜାତ ଅଞ୍ଚଳରେ ଶିକ୍ଷାର ବିକାଶ ହୋଇଛି । ଦିନେ ଏହି ଅଞ୍ଚଳରୁ ପାଠପଢିବା ପାଇଁ ବାହାର ସ୍କୁଲକଲେଜକୁ ଯିବାକୁ ପଡୁଥିଲା । କିନ୍ତୁ ଆଜି ମେଣ୍ଡା ହାଇସ୍କୁଲ ଓ କଲେଜର ପିଲା କମାଲ କରୁଛନ୍ତି । ମୁଖ୍ୟତଃ ଅଞ୍ଚଳର ଗରୀବ ଘରର ଝିଅ ଓ ଦଳିତବର୍ଗଙ୍କ ପାଇଁ ଅନୁଷ୍ଠାନ ଗୁଡିକ ବରଦାନ ସଦୃଶ ହୋଇଛି । ଚଳିତବର୍ଷ ମାଟ୍ରିକବୋର୍ଡ ପରୀକ୍ଷା ଓ ଯୁକ୍ତଦୁଇ କଳାରେ ଝିଅମାନେ ପୁଅମାନଙ୍କଠାରୁ ଆଗରେ ରହିଛନ୍ତି । ମେଣ୍ଡା ହାଇସ୍କୁଲର ଦଶମଶ୍ରେଣୀ ଛାତ୍ରୀ ସୁଲଗ୍ନା ଫରିକାର ମୋଟ ୫୪୦ ମାର୍କ(୯୦%) ରଖି ଅଞ୍ଚଳର ଗୌରବ ବଢାଇଛନ୍ତି । ସହରାଞ୍ଚଳରେ ଅନେକସ୍କୁଲରେ ସରକାରୀ ସ୍କୁଲରେ ଏ୧ ଗ୍ରେଡରେ ଜଣେ ମଧ୍ୟ ଛାତ୍ରଛାତ୍ରୀ ନଥିବା ବେଳେ ମେଣ୍ଡା ହାଇସ୍କୁଲରୁ ଗତବର୍ଷ ୩ଜଣ ଓ ଚଳିତବର୍ଷ ଜଣେ ଛାତ୍ରୀ ରହିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରୁଛନ୍ତି । ଠିକ ସେହିପରି ଯୁକ୍ତଦୁଇ ବୋର୍ଡରେ ମହର୍ଷି ବୁଦ୍ଧରାମ ଜୁନିୟର କଲେଜର ସରଶ୍ୱତୀ ମେହେର-୪୯୦(୮୧.୬୭%) ମାର୍କ , ସୀମରନ ପଧାନ-୪୮୫(୮୦.୮୩%) ମାର୍କ ,ଝରଣା ବାଗ-୪୮୩(୮୦.୫୦%) ମାର୍କ ଓ ମୋନାଲିସା ମେର୍ଲି- ୪୭୬ (୭୯.୩୩%) ମାର୍କ ରଖି କଲେଜ ତଥା ଅଞ୍ଚଳର ଗୌରବ ବଢାଇଛନ୍ତି । କେବଳ ସେତକି ନୁହେଁ ଏମବିଆର ଜୁନିୟର କଲେଜର ୨୩ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଓ ୨୮ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ତେବେ ପୁଅଙ୍କଠାରୁ ଝିଅମାନେ ଅଧିକ ମାର୍କ ରଖିଛନ୍ତି ଓ ଶିକ୍ଷାନୁଷ୍ଠାନର ଗୌରବକୁ ବଢାଇଥିବାରୁ ଅଞ୍ଚଳରେ ଖୁସିର ମାହୋଲ ରହିଛି । ଛାତ୍ରୀମାନଙ୍କର ଏହି ସଫଳତା ପାଇଁ ପରୀକ୍ଷାର୍ଥି ,ତାଙ୍କ ସ୍କୁଲ ଓ କଲେଜର ଶିକ୍ଷକ/ଅଧ୍ୟାପକ ତଥା ଅଭିଭାବକମାନଙ୍କୁ ଅଞ୍ଚଳବାସୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ୍ୟ ଯେ,ମେଣ୍ଡାରେ ୧୮୮୭ ମସିହାରୁ ପ୍ରାଥମିକ ସ୍କୁଲ ରହିଥିଲା । ପରେ ସ୍ୱାଧିନତା ପରେ ୧୯୬୩ ମସିହାରେ ହାଇସ୍କୁଲ ଖୋଲିଥିଲା । ଏହା ପୂର୍ବରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀ ତରଭା,ସୋନପୁର କିମ୍ବା ବଲାଙ୍ଗୀରକୁ ପାଠପଢିବାକୁ ଆସିବାକୁ ପଡୁଥିଲା । ହାଇସ୍କୁଲ ଆରମ୍ଭ ହେବା ପରେ ମେଣ୍ଡା ଅଞ୍ଚଳର ଶିକ୍ଷା,କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ଦୃତ ବିକାଶ ହୋଇଥିଲା । କିନ୍ତୁ ତଥାପି ଉଚ୍ଚଶିକ୍ଷା ପାଇଁ ଏହି ଅଞ୍ଚଳରୁ ଛାତ୍ରଛାତ୍ରୀ ବାହାରକୁ ଯିବାକୁ ପଡୁଥିଲା । ଫଳରେ ଗରୀବ ଘରର ପିଲା ତଥା ମୁଖ୍ୟତଃ ଝିଅମାନଙ୍କ ପାଠପଢାରେ ଘୋର ସମସ୍ୟା ହେଉଥିଲା । ଝିଅମାନଙ୍କ ତଥା ଗରୀବ ଦଳିତବର୍ଗର ଛାତ୍ରଛାତ୍ରୀଙ୍କର ଉଚ୍ଚଶିକ୍ଷା ପାଇଁ ୧୯୯୪ ମସିହାରେ ମେଣ୍ଡାଠାରେ ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ସେହିଦିନରୁ ପ୍ରତିବର୍ଷ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢି ଆଗକୁ ବଢୁଛନ୍ତି । ଏଠାରୁ ପାଠପଢି ବିଭିନ୍ନ ଚାକିରିରେ ସୁଯୋଗ ପାଇଛନ୍ତି ଓ ନିଜକୁ ସ୍ୱାବଲମ୍ବି କରିପାରିଛନ୍ତି । ପରେ ପରେ ଏକ ଡିଗ୍ରୀ କଲେଜ ମଧ୍ୟ ଖୋଲାଯାଇଛି । ପ୍ରଥମେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଏବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅନୁବନ୍ଧିତାରେ ଏହି କଲେଜ ପରିଚାଳିତ ହେଉଛି । ଡିଗ୍ରୀ କଲେଜରେ ମଧ୍ୟ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦% ଛାତ୍ରୀ ପାଠପଢୁଛନ୍ତି ଯାହାକି ଅଞ୍ଚଳବାସୀଙ୍କ ସ୍ୱପ୍ନକୁ ସାକାର କରୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like